Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମିସ୍ ୟୁନିଭର୍ସ ୨୦୨୧ ହେଲେ ପଞ୍ଜାବ ସୁନ୍ଦରୀ ହରନାଜ୍ କୌର

ନୂଆଦିଲ୍ଲୀ: ମିସ୍ ୟୁନିଭର୍ସ ୨୦୨୧ରେ ଜଲଓ୍ୱା ଦେଖାଇଲେ ଭାରତୀୟ ସୁନ୍ଦରୀ । ପଞ୍ଜାବର ଝିଅ ହରନାମ କୌର ସାନ୍ଧୁ ମିସ୍ ୟୁନିଭର୍ସ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି । ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଟାଇଟଲ ଜିତିଛନ୍ତି । ୨୦୨୦ର ମିସ୍ ୟୁନିଭର୍ସ ମେକ୍ସିକୋର ଆଣ୍ଚ୍ରିୟା…

ଫିଲ୍ମ ‘ଲାଗେ ପ୍ରେମ ନଜର’ର ଅଡିଓ ରିଲିଜ, ମୁକ୍ତିଲାଭ ଅପେକ୍ଷାରେ

ଭୁବନେଶ୍ୱର : ବହୁ ପ୍ରତିକ୍ଷୀତ ଓଡିଆ ଚଳଚ୍ଚିତ୍ର 'ଲାଗେ ପ୍ରେମ ନଜର'ର ମ୍ୟୁଜିକ ରିଲିଜ ହୋଇଯାଇଛି । ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହି ଫିଲ୍ମର ସଙ୍ଗୀତ ରିଲିଜ ହୋଇଛି । ଓଲିଉଡର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ମାନେ ଏହି ସଙ୍ଗୀତ ଲୋକାର୍ପଣ ଉତ୍ସବରେ ଦେଖିବାକୁ ମିଳିଥିଲା ।  ସଙ୍ଗୀତ…

ଇଂଟରନେଟରେ ଝଡ ସୃଷ୍ଟି କଲା ଆରଆରଆର ଟ୍ରେଲର: ୨୪ ଘଂଟାରେ ୫୦ ମିଲିୟନ ଭ୍ୟୁଜ

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ଆରଆରଆର ଫିଲ୍ମର ଟ୍ରେଲର ଇଂଟରନେଟ ଓ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଓ କନ୍ନଡ ଭାଷାରେ ଏହାର ଟ୍ରେଲରକୁ ୨୪ ଘଂଟାରେ ୫୧.୧୨ ମିଲିୟନ ଭ୍ୟୁଜ ମିଳିଯାଇଛି । ଯାହାକି ଏକ ରେକର୍ଡ । ଏହା କେଜିଏଫ ଚ୍ୟାପ୍ଟର ୨ର ଟେଲର ୨…

ରାଜସ୍ଥାନରେ ସରିଲା ବାହାଘର, ପ୍ରାଇଭେଟ ହେଲିକପ୍ଟରରେ କୁଆଡେ ଗଲେ ଭିକି-କ୍ୟାଟ୍ !

ମୁମ୍ବାଇ : ସରିଲା  ଭିକି-କ୍ୟାଟ୍ରିନାଙ୍କ ବାହାଘର । ଗୁରୁବାର ରାଜସ୍ଥାନର ସିକ୍ସ ସେନ୍ସ ରିସର୍ଟରେ ବିବାହ ବନ୍ଧନରେ ବାନ୍ଧି ହେଲେ ଭିକି କୌଶାଲ ଓ କ୍ୟାଟ୍ରିନା କୈଫ୍। ବିହାର ସରିବା ପରେ ଆଜି ସକାଳୁ ଭିକିଓ କ୍ୟାଟ୍ରିନାଙ୍କୁ ଏକ ପ୍ରାଇଭେଟ୍ ହଲିକପ୍ଟରରେ ଯାଉଥିବା ଦେଖିବାକୁ ମିଳିଥିଲା।…

ବିରୁଷ୍କାଙ୍କ ପଡୋଶୀ ହେବେ ଭିକ୍କି-କ୍ୟାଟ୍ରିନା

ମୁମ୍ବାଇ: ଡିସେମ୍ବର ୯ରେ ବଲିଉଡ ଅଭିନେତା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ଅବସରରେ ଅନୁଷ୍କା ଶର୍ମାଙ୍କ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଲେଖିଛନ୍ତି ଭିକ୍କି ଏବଂ କ୍ୟାଟ୍ରିନା ଖୁବ ଶୀଘ୍ର ଆମ ପଡୋଶୀ ହେବାକୁ ଯାଉଛନ୍ତି ।…

ବିବାହ ମଣ୍ଡପକୁ ଆକର୍ଷଣୀୟ ଏଣ୍ଟ୍ରି କରିବେ କ୍ୟାଟ୍ରିନା- ଭିକି, କାଚରେ ତିଆରି ହୋଇଛି ମଣ୍ଡପ

ମୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ଆଜି ବିବାହ ବନ୍ଧନରେ ବାନ୍ଧିହେବେ । ହେଲେ ଏହି ଷ୍ଟାର କପୁଲଙ୍କ ବିବାହ ରାଜସ୍ଥାନର ସୱାଇ ମାଧପୁରରେ ସିକ୍ସ ସେନ୍ସ ରିସର୍ଟରେ ଲକଜୁରିୟସ୍ ଷ୍ଟାଇଲରେ ହେବ। କ୍ୟାଟ୍ରିନା ଓଭିକି ନିଜ ବିବାହକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି। ଭିକି-କ୍ୟାଟଙ୍କ…

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ କଟ୍ରିନା-ଭିକି କୌଶଲ

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ସେଲିବ୍ରିଟି ଲଭ ବର୍ଡ । କଟ୍ରିନା କୈଫ ଓ ଭିକି କୌଶଲଙ୍କ ବାହାଘର । ଏଥିପାଇଁ ରାଜସ୍ଥାନର ମାଧୋପୁର ସ୍ଥିତ ବରଓ୍ୱାରା ଦୁର୍ଗରେ ସମସ୍ତ ପ୍ରସ୍ତୁତି ସରିଛି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ସିକ୍ସ ସେନ୍ସେସ ରିସର୍ଟ । ୭ ତାରିଖରେ…

‘ଡାଲଚିନି’ର ପ୍ରୟୋଜକ ଓ କଳାକାର ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଓଡ଼ିଶା ସିନେ କ୍ରିଟିକ ଆସୋସିଏସନ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ଉତ୍ସବରେ, ଓଡ଼ିଆ ଚଳଚ୍ଚିତ୍ର 'ଡାଲଚିନି'ର ପ୍ରୟୋଜକ ଓ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି। ସିମଲାଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୧୭ଟି ଦେଶର ୫୮ଟି ଚଳଚ୍ଚିତ୍ର…

କ୍ୟାଟ୍ରିନାଙ୍କ ହାତରେ ଲାଗିଲା ମେହେନ୍ଦି, ଆଜି ହଳଦୀ ସେରିମନି

ମୁମ୍ବାଇ : ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ୯ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧିହେବୋ ୭ ତାରିଖରେ କ୍ୟାଟଙ୍କ ସଙ୍ଗୀତ ମେହେନ୍ଦି ସେରିମନି ରାଜସ୍ଥାନର ସିକ୍ସଥ ସେନ୍ସ ଲକଜୁରିୟସ୍ ଫୋର୍ଟରେ କରାଯାଇଥିଲା। ଆଜି ଦ୍ୱିପ୍ରହରେ ହଳଦୀ ସେରିମନି ସହ ନାଇଟରେ ସଙ୍ଗୀତ ଫଙ୍କସନ୍…

ସଚିନଙ୍କ ଝିଅ ସାରାଙ୍କ ମଡେଲ ଲୁକ ଚର୍ଚ୍ଚାରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ପୁନର୍ବାର ଚର୍ଚ୍ଚାରେ । ତାଙ୍କର ଏକ ଗ୍ଲାମରସ ଲୁକ ଏବେ ସମସ୍ତଙ୍କ ମନ କିଣିଛି । ତାଙ୍କର ମଡେଲିଂ ଲୁକ କୌଣସି ହିରୋଇନଠାରୁ କମ ନୁହେଁ । ଇନଷ୍ଟାଗ୍ରାମରେ ସାରା ତାଙ୍କ ମଡେଲିଂ ଫଟୋ ଏବଂ ଭିଡିଓ…