Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କରୋନା ମହାମାରୀ ପରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ଚୀନରେ ରିଲିଜ ହେବ ସୁଶାନ୍ତଙ୍କ ଛିଛୋରେ

ମୁମ୍ବାଇ: କରୋନା ମହାମାରୀ ପରେ ଚୀନରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ରିଲିଜ ହେବାକୁ ଯାଉଛି ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତଙ୍କ ଛିଛୋରେ । ୬୭ତମ ଜାତୀୟ ପୁରସ୍କାର ପାଇଥିବା ଛିଛୋରେର ଚୀନ ଭାଷା ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି । ଭାରତୀୟ ବକ୍ସ ଅଫିସରେ ସୁଶାନ୍ତଙ୍କ ଏହି ଫିଲ୍ମ ୧୫୦ କୋଟିରୁ…

ଆସନ୍ତା ବର୍ଷ ଦଶହରାରେ ରିଲିଜ ହେବ କଙ୍ଗନାଙ୍କ ତେଜସ

ମୁମ୍ବାଇ:ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ତେଜସ ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇଛି । ଏହି ୱାର ଡ୍ରାମା ଆସନ୍ତା ବର୍ଷ ଦଶହରା ଦିନ (ଅକ୍ଟୋବର ୫) ପରଦାକୁ ଆସିବ । କଙ୍ଗନା ମଧ୍ୟ ସୋସିଆଲ ସାଇଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଉରୀ:ଦି ସର୍ଜିକାଲ ଷ୍ଟ୍ରାଇକ ପରେ ସେନାଙ୍କ ଉପରେ…

ଖୁବ୍ ଶିଘ୍ର ରିଲିଜ ହେବ ”ଲାଗେ ପ୍ରେମ ନଜର”

ଭୁବନେଶ୍ୱର : ଖୁବ୍ ଶୀଘ୍ର ରିଲିଜ ହେବ ଓଲିଉଡ ଫିଲ୍ମ  'ଲାଗେ ପ୍ରେମ ନଜର'। ଡିସେମ୍ବର ଶେଷ ବେଳକୁ ପରଦାକୁ ଆସିବ ନୂଆ ସିନେମା 'ଲାଗେ ପ୍ରେମ ନଜର'। ନୂଆ ବର୍ଷ ଉପଲକ୍ଷେ ଏହି ଫିଲ୍ମ ରିଲିଜ ହେବ । ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ଅମ୍ଲାନ ରିୟା, ପ୍ରିୟା, ରାଗିଣୀ, ରାକେଶ ଓ ବବିମିଶ୍ର। ।…

ଆଜି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ସଙ୍ଗୀତ, ସାମିଲ ହେବେ ବଲିଉଡର ସେଲିବ୍ରେଟି

ମୁୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭକି କୌଶଲ ବିହାର ପାଇଁ ସଜବାଜ ଆରମ୍ଭ ହେଲାଣି। ସଜେଇ ହୋଇଛି ରାଜସ୍ଥାନର ସିକ୍ସଥ ସେନ୍ସ ଫୋର୍ଟ। ଆଜି ଏହି ଫୋର୍ଟରେ ଚିକିନ ଚମେଲି ଓ ଭିକିଙ୍କ ସଙ୍ଗୀତ ସେରିମନି ଆୟୋଜନ କରାଯାଇଛି। ଏହି ଫଙ୍କସନରେ କ୍ୟାଟ୍-ଭିକିଙ୍କ ପିରବାର ଲୋକ ରହିବେ ବୋଲି ସୂଚନା…

ଜ୍ୟାକଲିନଙ୍କ ଗୁମର ଖୋଲୁଛି, ସୁକେଶ ଦେଇଛନ୍ତି ୧୦ କୋଟି ଟଙ୍କାର ଉପହାର

ମୁମ୍ବାଇ: ବଲିଉଡ ଅଭିନେତ୍ରର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଗୁମର ଖୋଲିବାରେ ଲାଗିଛି । ୨୦୦ କୋଟି ଠକେଇ ମାମଲାରେ ଇଡି ସ୍କାନରକୁ ଆସିଥିବା ଜ୍ୟାକଲିନ ଏବଂ ନୋରା ଫତେହି ଏବେ ଅଡୁଆରେ ପଡି ଯାଇଛନ୍ତି । ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ୧୦ କୋଟି ଟଙ୍କାର ଉପହାର ଜ୍ୟାକଲିନଙ୍କୁ ଦେଇଥିବା…

କ୍ୟାଟ୍ରିନା-ଭିକିଙ୍କ ବିବାହରେ ସାମିଲ ହେବେ ୧୨୦ ଅତିଥି , ମାନିବେ ଏହି ୨ ଟି ନିୟମ

ମୁମ୍ବାଇ : ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲଙ୍କ ବିବାହ ଯେତେ ପାଖେଇ ଆସୁଛି ସେତେ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଭିକି-କ୍ୟାଟଙ୍କ ବିବାହରେ ସାମିଲ ହେବେ ୧୨୦ ଜଣ ଅତିଥି ଓ ଅତିଥିମାନଙ୍କୁ ଦୁଇଟି ନିୟମ ମାନିବାକୁ ପଡିବ ବୋଲି ଖବର ମିଳୁଛି। ଏହି ସବୁ ଶୁଣିବା ପରେ ଫ୍ୟାନ…

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ ସୁପରଷ୍ଟାର କମଲ ହାସନ

ଚେନ୍ନାଇ :  କରୋନା ମହାମାରରେ ଆକ୍ରାନ୍ତ ଥିବା ସାଉଥ ସୁପରଷ୍ଟାର କମଲ ହାସନ ଏବେ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଚିକିତ୍ସା ସମୟରେ ତାଙ୍କର ଆସୁ ଆରୋଗ୍ୟ କାମନା କରିଥିବା ଫ୍ୟାନ ମାନଙ୍କୁ କମଲ ହାସନ ଧନ୍ୟବାଦ ଜଣାଇଛନ୍ତି। ସେ ହସ୍ପିଟାଲରେ ଦୁଇ ସପ୍ତାହ ଚିକିତ୍ସା ପରେ ଆଜି ଡିସଚାର୍ଜ…

ମଞ୍ଚସ୍ଥ ହେଲା ହାସ୍ୟରସାତ୍ମକ ନାଟକ ‘ଚତୁରା କାହାର’

ଭୁବନେଶ୍ୱର : ନାଟ୍ୟ ସଂସ୍ଥା “ମୁକ୍ତି” ପକ୍ଷରୁ ଏକ ହାସ୍ୟରସାତ୍ମକ ନାଟକ “ଚତୁରା କାହାର ” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ହୋଇଯାଇଛି । କାର୍ଲୋ ଗୋଲଦୋନିଙ୍କ ରଚିତ ଓ ଶକ୍ତି ମହାନ୍ତିଙ୍କ ଦ୍ଵାରା ଓଡ଼ିଆରେ ଅନୂଦିତ  ଏହି ନାଟକକୁ ସୂର୍ଯ୍ୟ ମହାନ୍ତି ନିର୍ଦ୍ଦେଶନା ଦେଇ।…

ତଡପ ଫିଲ୍ମ ନେଇ ବଢ଼ିଛି ଦର୍ଶକଙ୍କ ଉତ୍କଣ୍ଠା, ଉତ୍ସାହଜନକ ଆଡଭାନ୍ସ ବୁକିଂ

ମୁମ୍ବାଇ: ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁତ୍ର ଅହାନ ଏବଂ ତାରା ସୁତାରିୟାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ତଡପ ଡିସେମ୍ବର ୩ରେ ରିଲିଜ ହେବ । ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ଉତ୍କଣ୍ଠା ରହିଥିବା ଜଣାପଡିଛି । ମଙ୍ଗଳବାର ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ଏହାର ଆଡଭାନ୍ସ ବୁକିଂ…

ରହସ୍ୟମୟ ଢଙ୍ଗରେ ମିର୍ଜାପୁର ଫେମ୍ ଅଭିନେତା ବ୍ରହ୍ମା ମିଶ୍ରାଙ୍କ ମୃତ୍ୟୁ

ମୁମ୍ବାଇ: ଆଉ ନାହାଁନ୍ତି ଫିଲ୍ମ ଅଭିନେତା ବ୍ରହ୍ମା ମିଶ୍ରା । ଅନେକ ବଲିଉଡ ଫିଲ୍ମରେ ସେ ଛୋଟଛୋଟ କିର୍ଦାରରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ । ହେଲେ ଖାସ କରି ମାଂଝୀ: ଦ ମାଉଣ୍ଟେନ୍ ମ୍ୟାନ୍ ଭଳି ଫିଲ୍ମ ଓ ମିର୍ଜାପୁର ୱେବ୍ ସିରିଜରେ ସେ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଆଜି ଭର୍ସୋଭା…