Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ପଠାନ୍‌’ ସୁଟିଂ ବାତିଲ କରିବେ ଶାହାରୁଖ୍‌!

ମୁମ୍ବାଇ: କରଡେଲିଆ କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ପଚରାଉଚରା କରୁଛି। ଏହାସହିତ ତାଙ୍କ ଫୋନ ମଧ୍ୟ ଜବତ କରିଛି। ଶନିବାର ରାତିରେ ଅଧିକାରୀମାନେ ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରେ ଚଢାଉ କରିବା ପରେ ଏନସିବି ରେଭ୍ ପାର୍ଟି…

ଟିଭି ସିରିଜ୍ ଯୋଦ୍ଧା ଅକବରର ଅଭିନେତ୍ରୀ ମନୀଷାଙ୍କ ଦେହାନ୍ତ

ମୁମ୍ବାଇ: ଟେଲି ନଗରୀରେ ଦୁଃଖଦ ଖବର । ଆଉ ନାହାଁନ୍ତି ଚର୍ଚ୍ଚିତ ଅଭିନେତ୍ରୀ ମନୀଷା ଯାଦବ । ଟିଭି ସିରିଜ୍ ଯୋଦ୍ଧା ଅକବରରେ ତାଙ୍କ ନିପୁଣ ଅଭିନୟ ଦର୍ଶକଙ୍କ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଅଭିନେତ୍ରୀ ମନୀଷା ସିରିଜ୍ ଯୋଦ୍ଧା ଅକବରରେ ସଲିମା ବେଗମ ଭାବେ ଦର୍ଶକଙ୍କ ସାମ୍ନାକୁ…

ନିର୍ବାଚନ ଲଢିବେ କଙ୍ଗନା!

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡି ଆସନରେ ହେବାକୁ ଥିବା ଉପ-ନିର୍ବାଚନରେ ​​ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ବିଜେପି ପ୍ରାର୍ଥୀ ହୋଇପାରନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ରହିଛି। ମଣ୍ଡି ଲୋକସଭା ବ୍ୟତୀତ ହିମାଚଳ…

ଜାହାଜରେ ଡ୍ରଗ୍ସ ପାର୍ଟି: ଶାହାରୁଖଙ୍କ ପୁଅ ଆର୍ୟନକୁ ଏନସିବିର ପଚରାଉଚରା

ମୁମ୍ବାଇ: ଜାହାଜରେ ଡ୍ରଗ୍ସ ପାର୍ଟି । ଅଚାନକ ଚଢ଼ାଉ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଟିମ୍ । ମୁମ୍ବାଇରେ ଏକ ଜାହାଜରେ ଏହି ଡ୍ରଗ୍ମ ପାର୍ଟି ଚାଲିଥିଲା । ଏହି ଘଟଣାରେ ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ନାଁ ସାମନାକୁ ଆସିଛି । ତାଙ୍କୁ ପଚରାଉଚରା କରୁଛି…

ପୂଜା ବଜାରରେ ଆଡ୍ଡା ଜମାଇବେ ପପୁ ପମ୍‌ପମ୍‌, ରିଲିଜ୍ ହେବ “ଗାଁର ନାଁ ଗାଲୁଆପୁର”

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦୁର୍ଗାପୂଜା ମାହୋଲକୁ ସରଗରମ କରିବାକୁ ସଜବାଜ ହେଉଛନ୍ତି ପପୁ ପମ୍‌ପମ୍ ଓ ଅଭିନେତ୍ରୀ ମନୀଷା । ଆଉ ଦିନ କେଇଟା ପରେ ରିଲିଜ୍ ହେବ ବହୁ ପ୍ରତିକ୍ଷୀତ ଓଲିଉଡ ଫିଲ୍ମ “ଗାଁର ନାଁ ଗାଲୁଆପୁର” । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ରିଲିଜ୍…

ଗାନ୍ଧୀ ଜୟନ୍ତୀ ଅବସରରେ ଫିଲ୍ମ ‘ଗଡ୍‌ସେ’ ନିର୍ମାଣ ନେଇ ମହେଶ ମଞ୍ଜରେକରଙ୍କ ଘୋଷଣା

ମୁମ୍ବାଇ: ଆଜି ଅକ୍ଟୋବର ୨, ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ବାର୍ଷିକୀ। ଏହି ବିଶେଷ ଅବସରରେ ସନ୍ଦୀପ ସିଂ ,ମହେଶ ମଞ୍ଜରେକର ଏବଂ ରାଜ ଶାନ୍ଦିଆଲିଆ ମିଳିତ ଭାବେ ଏକ ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି।ଏହି ଚଳଚ୍ଚିତ୍ରଟି ମହାତ୍ମା ଗାନ୍ଧୀଙ୍କ ହତ୍ୟା ପଛରେ ଥିବା ନାଥୁରାମ ଗଡ୍‌ସେଙ୍କ…

ଅଲଗା ହେଲେ ସାଉଥ୍‌ର ଷ୍ଟାର୍‌ ଯୋଡି ସମନ୍ଥା ଓ ନାଗା ଚୈତନ୍ୟ

ନୂଆଦିଳ୍ଲୀ: ବିବାହର ଚାରି ବର୍ଷ ପରେ ସମନ୍ଥା ଏବଂ ନାଗା ଚୈତନ୍ୟ ସୋସିଆଲ ମିଡିଆରେ ପରସ୍ପରଠୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ୨୦୧୭ରେ ଗୋଆରେ ଏକ ବିଶାଳ ସମାରୋହରେ ନାଗା ଚୈତନ୍ୟ ଏବଂ ସମାନ୍‌ଥା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟ ପତି ଓ ପତ୍ନୀ ବନ୍ଧନରୁ ମୁକ୍ତ ହେବା ନେଇ…

ଶାକିରାଙ୍କୁ ଆକ୍ରମଣ କଲା ବରାହ !

କଲମ୍ବିଆ: ଖ୍ୟାତନାମା ପପ ଷ୍ଟାର ଶାକିରା ଇସାବେଲଙ୍କୁ ଜଙ୍ଗଲୀ ବରାହ ଆକ୍ରମଣ କରିଛି । ୪୪ ବର୍ଷୀୟା ଶାକିରା ନିଜର ୮ ବର୍ଷୀୟ ପୁଅ ସହ ନିକଟସ୍ଥ ପାର୍କକୁ ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ୨ଟି ବାରାହ ତାଙ୍କୁ ଆକ୍ରମଣ କରିବା ସହ ବ୍ୟାଗ ନେଇ ଯାଇଥିଲେ । ସେଥିରେ ଶାକିରାଙ୍କ ଦାମୀ ମୋବାଇଲ…

ଅଟକିଲା ଅକ୍ଷୟଙ୍କ ମେଗାବଜେଟ ସାଇନ୍ସ ଫିଲ୍ମ ମିଶନ ଲାୟନ !

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବିଗ ବଜେଟ ସାଇନ୍ସ ଫିଲ୍ମ ମିଶନ ଲାୟନକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରି ଦିଆଯାଇଛି । ମିଶନ ମଙ୍ଗଳ ଫେମ୍ ନିର୍ଦ୍ଦେଶକ ଜଗନ ଶକ୍ତି ଏହାର ନିର୍ଦ୍ଦେଶନା ଦେବେ । ଅକ୍ଷୟ କୁମାର ଏଥିରେ ଡବଲ ରୋଲ କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ…

କାହିଁକି ବଲିଉଡ୍‌କୁ ମହିଳା ବିରୋଧୀ କହିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ମୁମ୍ବାଇ ପୋଲିସର ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ମେମ୍‌ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥର ଅନେକ ବଲିଉଡ ଚଳଚ୍ଚିତ୍ରର ଦୃଶ୍ୟ ମୁମ୍ବାଇ ପୋଲିସର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଥିଲା। ଯେଉଁଥିରେ ଦର୍ଶାଯାଇଥିଲା ଯେ କିପରି ଏହି ଚଳଚ୍ଚିତ୍ରଗୁଡ଼ିକର ଦୃଶ୍ୟ…