Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜାନୁୟାରୀରେ ବାହା ହେବେ ମୌନୀ!

ନୂଆଦିଲ୍ଲୀ: ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଭିନେତ୍ରୀ ମୌନୀ ରୟଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ତେବେ ଏଥର କୌଣସି ସୋସିଆଲ ମିଡିଆ ପୋଷ୍ଟ କିମ୍ବା ଭିଡିଓ ପାଇଁ ନୁହେଁ ବରଂ ସେ ଏଥର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୂଚନା ଅନୁଯାୟୀ ମୌନୀ ତାଙ୍କ ବଏଫ୍ରେଣ୍ଡ ତଥା…

ବିଗ୍ ବସ୍ ୧୫ରେ ଅତିଥି ନୁହେଁ ବରଂ ପ୍ରତିଯୋଗୀ ହେବେ ଜୟ ଭାନୁଶାଳୀ

ମୁମ୍ବାଇ: ବିଗ୍ ବସ୍ ୧୫ ଗ୍ରାଣ୍ଡ୍ ପ୍ରିମିୟର୍ ଅକ୍ଟୋବର ୨ ରେ ରାତି ୯.୩୦ ରେ କଲର୍ସ ଟିଭିରେ ପ୍ରସାରିତ ହେବ। ସଲମାନ ଖାନ-ଆୟୋଜିତ ଶୋରେ ଅଂଶ ହେବାକୁ ଅନେକ ଲୋକପ୍ରିୟ ଚେହେରା ସାମ୍‌ନାକୁ ଆସିସାରିଲାଣି। ବିଗ୍‌ ବସ୍‌ର ପ୍ରତିଯୋଗୀ ‌ହେବାକୁ ଥିବା ଅଧିକାଂଶ ସେଲିବ୍ରିଟିଙ୍କ ନାମ ଘୋଷଣା…

ଏଟଲୀଙ୍କ ଫିଲ୍ମରେ ଶାହାରୁଖଙ୍କ ଡବଲ ରୋଲ !

ମୁମ୍ବାଇ:ବଲିଉଡ ବାଦଶାହ ଭାବେ ପରିଚିତ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଦିନକୁ ଦିନ ବଢ଼ିବାରେ ଲାଗିଛି । ସିଦ୍ଧାର୍ଥ ଆନନ୍ଦଙ୍କ ପଠାନ ପରେ ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ମାତା ଅଟଲୀଙ୍କ ସହ ଶାହାରୁଖ ଖାଁ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମାରେ…

କନ୍ନଡ ଟିଭି ଅଭିନେତ୍ରୀ ସୌଜନ୍ୟାଙ୍କ ଆତ୍ମହତ୍ୟା

ବାଙ୍ଗାଲୋର: କନ୍ନଡ ଅଭିନେତ୍ରୀ ସୌଜନ୍ୟା ଆଜି ତାଙ୍କ ବାଙ୍ଗାଲୋରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କୁ କବାଟ ଭାଙ୍ଗି ଉଦ୍ଧାର କରିଥିଲେ । ସୌଜନ୍ୟାଙ୍କ ସୁସାଇଡ ନୋଟ ପୋଲିସ ଉଦ୍ଧାର କରିଛି । ଏଥିପାଇଁ ସେ କାହାକୁ ଦାୟୀ କରି ନାହାନ୍ତି । ମୋର ପ୍ରିୟ ପରିବାରବର୍ଗ ମୁଁ…

ଆସନ୍ତା ବର୍ଷ ରିଲିଜ ହେବ ଆଲିୟାଙ୍କ ଗ୍ୟାଙ୍ଗଷ୍ଟର ଡ୍ରାମା ଗଙ୍ଗୁବାଇ କାଠିୟାୱାଡି

ମୁମ୍ବାଇ: ଆଲିୟା ଭଟ୍ଟ ଅଭିନୀତ ଗ୍ୟାଙ୍ଗଷ୍ଟାର ଡ୍ରାମା ଗଙ୍ଗୁବାଇ କାଠିୟାୱାଡିର ରିଲିଜ ଡେଟ ଘୋଷଣା କରାଯାଇଛି । ସଞ୍ଜୟ ଲୀଲା ଭଁସାଲୀଙ୍କ ଏହି ଫିଲ୍ମ ପ୍ରଥମେ ଚଳିତ ବର୍ଷ ୩୦ ଜୁଲାଇରେ ରିଲିଜ ହେବ ବୋଲି ଘୋଷଣା ହୋଇଥିଲା । ଏବେ ଏହା ୬ ଜାନୁୟାରୀ ୨୦୨୨ରେ ମୁକ୍ତଲାଭ କରିବ । ଆଲିୟାଙ୍କ ଏହି…

ବିଗ୍‌ ବସ୍‌ ୧୫; ସପ୍ତାହକୁ ୩୫ ଲକ୍ଷ ନେବେ ରିୟା!

ମୁମ୍ବାଇ: ଗତ ବର୍ଷ ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ରିୟା ଚକ୍ରବର୍ତ୍ତୀଙ୍କୁ ଚର୍ଚ୍ଚା ଲାଗିରହିଛି। ରିୟାଙ୍କୁ ନେଇ ଆଉ ଏକ ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି। ରିୟା ସଲ୍‌ମାନଙ୍କ ଶୋ ବିଗ୍ ବସ୍ ୧୫ ରେ ଏଣ୍ଟ୍ରି କରିପାରନ୍ତି। ରିପୋର୍ଟ ଅନୁଯାୟୀ ବିଗ୍‌ ବସ୍‌…

ଚର୍ଚ୍ଚାରେ ଶେହ୍‌ନାଜଙ୍କ ‘ହୋଁସ୍‌ଲା ରଖ୍‌’; ୨ ଦିନରେ ୧୩ ମିଲିୟନ ଭ୍ୟୁ

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତ୍ରୀ ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ତାଙ୍କ ବାନ୍ଧବୀ ‌ଶେହ୍‌ନାଜ ଗିଲ୍‌ ଓ ଦିଲଜିତ ଦୋସାଞ୍ଜଙ୍କ ଅଭିନୀତ ଚଳଚ୍ଚିତ୍ର ହୋଁସ୍‌ଲା ରଖ୍‌ ପ୍ରଥମ ପୋଷ୍ଟର ରିଲିଜ କରିଥିଲା।  ଏହାକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହାପରେ ସେପ୍ଟେମ୍ବର ୨୭ରେ ଫିଲ୍ମର…

ରଣବୀର@୩୯

ଯୋଧପୁର: ଆଜି ହେଉଛି ବଲିଉଡ୍ ହ୍ୟାଣ୍ଡସମ ବୟ ରଣବୀର କପୁରଙ୍କ ଜନ୍ମଦିନ । ୩୯ ବର୍ଷ ବୟସରେ ପାଦ ଥାପିଛନ୍ତି ରଣବୀର। ନିଜ ବର୍ଥ ଡେ କୁ ରଣବୀର ଗର୍ଲଫ୍ରେଣ୍ଡ ଆଲିଆଙ୍କ ସହ ଯୋଧପୁରରେ ପାଳିଛନ୍ତି ।ସେମାନେ ଯୋଧପୁରର ଏକ ରିସର୍ଟରେ ଜନ୍ମଦିନକୁ ଧୁମ୍ ଧାମ୍ ରେ ସେଲିବ୍ରେସନ କରିଛନ୍ତି। ଯାହାର…

ସୁର ସାମ୍ରାଜ୍ଞୀଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର: ମେରୀ ଆୱାଜ ହି ପେହଚାନ ହୈ.. . . .ଏହି ଆଇକନିକ୍ ଗୀତ ପାଇଁ ତାଙ୍କୁ ମିଳିଥିଲା ଅଲଗା ଏକ ପରିଚୟ । ପାଲଟିଥିଲେ ଦେଶର ସ୍ୱର । ପରିଚୟ ପାଇଁ ତାଙ୍କର ନାଁ ହିଁ ଯଥେଷ୍ଟ ।  ସେ ହେଉଛନ୍ତି ସୁର ସାମ୍ରାଜ୍ଞୀ ।  ତାଙ୍କର କଣ୍ଠର ଯାଦୁରେ ମତୁଆଲା ସଭିଏଁ । ଛୋଟ ହେଉ କି ବଡ଼ ସମସ୍ତେ…

ଶାହାରୁଖଙ୍କ ପଠାନ, ସଲମାନଙ୍କ ଟାଇଗର ୩ ରିଲିଜ ଡେଟ ନେଇ ଏବେ ବି ସସ୍ପେନ୍ସ ଜାରୀ

ମୁମ୍ବାଇ: ମହାରାଷ୍ଟ୍ରରେ ୨୨ ଅକ୍ଟୋବରଠାରୁ ସିନେମା ହଲ ଖୋଲିବ । ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷା କରିଥିବା ପ୍ରଡ୍ୟୁସରମାନେ ସେମାନଙ୍କ ଫିଲ୍ମର ରିଲିଜ ଡେଟ ଘୋଷଣା କରି ସାରିଛନ୍ତି । ତେବେ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପଠାନ ଏବଂ ସଲମାନ ଖାଁ ଟାଇଗର ୩ ଫିଲ୍ମ ରିଲିଜ ଡେଟ ନେଇ…