Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରାଗିଗଲେ ଶିଳ୍ପା; କହିଲେ ମୁଁ କ’ଣ ରାଜ କୁନ୍ଦ୍ରା?

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସୁଛନ୍ତି।ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରା ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିଲେ ଏବଂ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତେବେ…

୧ ରେ ପ୍ରେକ୍ଷାଳୟକୁ ଆସିବ ମାଧବନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରକେଟ୍ରି’

ମୁମ୍ବାଇ: ଅଭିନେତା ଆର ମାଧବନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରକେଟ୍ରି: ଦ ନାମ୍ବି ଇଫେକ୍ଟ’ ଏହାର ରିଲିଜ୍ ତାରିଖ ପ୍ରକାଶ କରିଛି। ଏହା ଏପ୍ରିଲ୍ ୧, ୨୦୨୨ ରେ ମୁକ୍ତିଲାଭ କରିବ। ମାଧବନ୍ କେବଳ ଫିଲ୍ମରେ ଅଭିନୟ କରିନାହାଁନ୍ତି ବରଂ ଏହାର ନିର୍ଦ୍ଦେଶନା ଦେବା ସହ କାହାଣୀ ସଂରଚନା ଏବଂ…

ରଣବୀର-ଆଲିୟାଙ୍କ ହଠାତ ଯୋଧପୁର ଗସ୍ତ: ବିବାହ ବନ୍ଧନରେ ଆବନ୍ଧ ହେବା ନେଇ ଜୋର ଧରିଲା ଚର୍ଚ୍ଚା

ମୁମ୍ବାଇ: ବଲିଉଡର ଦୁଇ ଷ୍ଟାର ରଣବୀର କାପୁର ଓ ଆଲିୟା ଭଟ୍ଟଙ୍କ ବିବାହ ନେଇ ବହୁଥର ଚର୍ଚ୍ଚା ହୋଇଛି । କରୋନା ମହାମାରୀ କମିବା ପରେ ଉଭୟଙ୍କୁ ହଠାତ୍ ଯୋଧପୁର ବିମାନ ବନ୍ଦରରେ ସ୍ପଟ କରାଯିବା ପରେ ପୁନର୍ବାର ସେମାନଙ୍କ ବିବାହ କଥା ଉଠିଛି । ରିପୋର୍ଟ ମୁତାବକ ରଣବୀର-ଆଲିୟା ସେମାନଙ୍କ ବିବାହ…

୧୦ରେ ମୁକ୍ତିଲାଭ କରିବ ଆୟୁଷ୍ମାନଙ୍କ ‘ଚଣ୍ଡିଗଡ଼ କରେ ଆଶିକୀ’

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ନିକଟରେ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହାରି ଭିତରେ ଅନେକ ବିଗ୍‌ ବଜେଟ୍‌ ମୁଭି ରିଲିଜ ଅପେକ୍ଷାରେ ରହିଛି। ନିର୍ମାତାମାନେ ରିଲିଜ ତାରିଖ ମଧ୍ୟ ପ୍ରକାଶ କରିସାରିଲେଣି। ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଆଗାମୀ…

ବଚ୍ଚନ ପାଣ୍ଡେ, ତଡପ ଓ ହୀରୋପନ୍ଥୀ୨ ର ରିଲିଜ ଡେଟ ଘୋଷଣା କଲେ ସାଜିଦ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ୨ ବର୍ଷ ଧରି ରିଲିଜ ହେଇପାରୁ ନ ଥିବା ଫିଲ୍ମଗୁଡିକ ଏବେ ଦର୍ଶକଙ୍କ ସମ୍ମୁଖକୁ ଆଣିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ଏହି ଦୌଡରେ ସାମିଲ ହୋଇଛନ୍ତି ସାଜିଦ ନାଡିୱାଡୱାଲା ପ୍ରଡକ୍ସନ ହାଉସ । ରବିବାର ଅକ୍ଷୟ କୁମାର ଅଭିନୀତ ବଚ୍ଚନ ପାଣ୍ଡେ, ସୁନୀଲ ସେଟ୍ଟୀଙ୍କ…

ଡିସେମ୍ବରରେ ପ୍ରେକ୍ଷାଳୟରେ ଧୁମ୍‌ ମଚେଇବ ‘୮୩’ ଓ ‘ଜର୍ସି’

ନୂଆଦିଲ୍ଲୀ: ଦୁଇଟି ବହୁ ପ୍ରତୀକ୍ଷିତ କ୍ରୀଡା ଭିତ୍ତିକ ଚଳଚ୍ଚିତ୍ର, ୮୩ ଏବଂ ଜର୍ସି, ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି। ଏ ନେଇ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଘୋଷଣା କରାଯାଇଛି। କବୀର ଖାନଙ୍କ ଦ୍ୱାରା ନିର୍ଦ୍ଦେଶିତ ରଣବୀର ସିଂଙ୍କ ଅଭିନୀତ ଚଳଚ୍ଚିତ୍ର ୮୩ ଚଳିତ ଖ୍ରୀଷ୍ଟମାସରେ…

ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ବାହାଘର ଦୂରବୀକ୍ଷଣରେ ଦେଖିଥିଲେ ସଞ୍ଜୟ କାପୁର !

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ସେ ସମୟରେ ବେଶ୍ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ଏହି ବାହାଘରକୁ ଦୂରବୀକ୍ଷଣ ଯନ୍ତ୍ରରେ ସଞ୍ଜୟ କାପୁର ଦେଖିଥିଲେ ବୋଲି ଅର୍ଜୁନ କାପୁର କହିଛନ୍ତି । ଫ୍ୟାବଲସ ଲାଇଭସ ଅଫ ବଲିଉଡ ୱାଇଭରେ ଅର୍ଜୁନ କାପୁର ତାଙ୍କ…

ଭାଲେଣ୍ଟାଇନ୍ସ ଡେରେ ପ୍ରେକ୍ଷାଳୟକୁ ଆସିବ ‘ଲାଲ୍‌ ସିଂ ଚଢା’

ନୂଆଦିଲ୍ଲୀ: ଅମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଲାଲ ସିଂ ଚଢାର ନୂଆ ରିଲିଜ ଡେଟ୍‌ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ର ୨୦୨୨ ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍‌ ଫେବୃଆରୀ ୧୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ଚଳିତ ବର୍ଷ ଡିସେମ୍ବର ୨୫ ରେ…

ପ୍ରକାଶ ପାଇଲା ଚଳଚ୍ଚିତ୍ର ‘ଶମ୍‌ଶେରା’, ‘ଜାୟେଶଭାଇ ଜୋରଦାର’ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ହିନ୍ଦୀ ଚଳଚ୍ଚିତ୍ର ଶମ୍‌ଶେରା, ଜାୟେଶଭାଇ ଜୋରଦାରର ରିଲିଜ ତାରିଖ ପ୍ରକାଶ ପାଇଛି। ରବିବାର ଦିନ, ୟଶ ରାଜ ଫିଲ୍ମସ୍ ଏ ନେଇ ଘୋଷଣା କରିଛି। ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଜାୟେଶଭାଇ ଜୋରଦାରର ଫେବୃଆରୀ ୨୫, ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ…

ଦୀପାବଳୀରେ ଅକ୍ଷୟଙ୍କ ସୂର୍ଯ୍ୟବଂଶୀ ଓ ପୃଥ୍ୱୀରାଜ ମଧ୍ୟରେ ମୁକାବିଲା !

ମୁମ୍ବାଇ: ଅକ୍ଟୋବର ୨୨ରୁ ମହାରାଷ୍ଟ୍ରରେ ସିନେମାଘର ଖୋଲାଯିବ । ଏହି ଘୋଷଣା ପରେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଫିଲ୍ମମେକରମାନେ ସେମାନଙ୍କ ଫିଲ୍ମ ରିଲିଜ ନେଇ ଆଗ୍ରହ ପ୍ରକାଶ କରିବା ଆରମ୍ଭ କରିଦେଇଛି । ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ଦୀପାବଳୀରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି…