Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ସୂର୍ଯ୍ୟବଂଶୀ’ର ନୂଆ ରେକର୍ଡ; ବିଦେଶରେ ୧୩୦୦, ଦେଶରେ ୪୦୦୦ ସ୍କ୍ରିନ୍‌ରେ ରିଲିଜ ହେଲା ଫିଲ୍ମ

ନୂଆଦିଲ୍ଲୀ: ନୂଆ ରେକର୍ଡ କଲା ଫିଲ୍ମ 'ସୂର୍ଯ୍ୟବଂଶୀ'। ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ ଶେଷରେ ଆଜି ତଥା ନଭେମ୍ବର ୫ ରେ ମୁକ୍ତିଲାଭ କରିଛି। ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରଣବୀର ସିଂ ଏବଂ ଅଜୟ ଦେବଗନ୍ ମଧ୍ୟ…

ଆଜି ବଲିଉଡ୍ ଅଭିନେତ୍ରୀ ତବୁଙ୍କ ଜନ୍ମଦିନ

ମୁମ୍ବାଇ : ଆଜି ବଲିଉଡ ଅଭିନେତ୍ରୀ ତବୁଙ୍କ ଜନ୍ମଦିନ । ୫୦ ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି । ତବୁ ଏନେଇ ତବୁଙ୍କୁ ବଲିଉଡ୍ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲିଉଡରେ ଅନେକ ହିଟ୍ ଫିଲ୍ମରେ ନିଜର ଦବ୍ ଦବା ଜାରି ରଖିଥିଲେ ତବୁ । ସେ ନିଜର କ୍ୟାରିଅରରେ ଅନେକ…

ଫିଲ୍ମ ସୂର୍ଯ୍ୟବଂଶୀରେ ଅଭିନୟ କରିଛନ୍ତି କି ମହେନ୍ଦ୍ର ସିଂ ଧୋନୀ ?

ମୁମ୍ବାଇ: ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ଫିଲ୍ମ ସୂର୍ଯ୍ୟବଂଶୀ । ଏଥିରେ ଖିଲାଡୀ ଷ୍ଟାର ଅକ୍ଷୟଙ୍କ ସହ ମିଷ୍ଟର କୁଲ୍ ଧୋନୀ ଏକାଠି ଅନସ୍କ୍ରିନରେ ନଜର ଆସିବେ ! ଏ କଥା ଚିନ୍ତା କଲେ ନିଶ୍ଚିତ ଭାବେ ମନରେ ଶିହରଣ ଖେଳିଯାଏ । ଫିଲ୍ମରେ ଅଭିନୟ କରିଥିବା ବଲିଉଡର ବ୍ୟାଡମ୍ୟାନ୍ ଗୁଲଶନ…

ପରଲୋକରେ ”ବାଗବାନ୍” ଫିଲ୍ମ ସ୍କ୍ରିନ୍ ରାଇଟର ଶାଫିକ୍ ଅନସାରୀଙ୍କ

ମୁମ୍ବାଇ : ବଲିଉଡର ଭେଟରାନ୍ ସ୍କ୍ରିନ୍ ରାଇଟର ଶାଫିକ୍ ଅନସାରୀଙ୍କ ଦେହାନ୍ତ ହୋଇଯାଛି । ବୁଧବାର ସକାଳେ ମୁମ୍ବାଇର କୋକିଲାବେନ୍ ଧୀରବାଇ ଅମ୍ବାନୀ ଡାକ୍ତରଖାନାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ଶାଫିକଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ…

ଜୟ ଭୀମ ଫିଲ୍ମର ଏକ ଦୃଶ୍ୟକୁ ନେଇ ତେଜିଲା ବିବାଦ

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ପ୍ରକାଶ ରାଜ ଅଭିନୀତ ଜୟ ଭୀମ ଫିଲ୍ମର ଏକ ଦୃଶ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ଦୃଶ୍ୟରେ ପ୍ରକାଶ ରାଜ ଜଣେ ବୟସ୍କ ବ୍ୟକ୍ତିଙ୍କୁ ହିନ୍ଦୀ କାହିଁକି କହିଲ ବୋଲି କହି ଚାପୁଡା ମାରୁଛନ୍ତି । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା…

ସରିଲା ଶୁଭ ମହୁରତ, ଆସୁଛି ନୂଆ ଫିଲ୍ମ “ଫେରିଲେ ମୁଁ ତୁମର”

ଭୁବନେଶ୍ୱର: ଓଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ପାଇପ୍ ଲାଇନରେ ରହିଛି । ଏହି ଧାରାରେ ସାମିଲ ହୋଇଛି ବବି ମିଶ୍ରଙ୍କ ପ୍ରଯୋଜିତ ଫିଲ୍ମ ଫେରିଲେ ମୁଁ ତୁମର । ଆଜି ଭୁବନେଶ୍ୱରରେ ଏହି ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଶୁଭ ମହୁରତ ଅବସରରେ ଫିଲ୍ମର ଷ୍ଟାରକାଷ୍ଟଙ୍କଠାରୁ ଆରମ୍ଭ…

ମୁମ୍ବାଇରେ ଲକଜୁରିଅସ୍ ଆପାର୍ଟମେଣ୍ଟରେ ରହୁଛନ୍ତି ମାଧୁରୀ ଦିକ୍ଷୀତ ,ଘର ଭଡା ଦେଉଛନ୍ତି ୧୨ ଲକ୍ଷ

ମୁମ୍ବାଇ : ବଲିଉଡ୍ ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷୀତ ସବୁବେଳେ ଲକଜୁରିଅସ୍ ଲାଇଫକୁ ନେଇ ଚର୍ଚ୍ଚାରେ ଥାନ୍ତି । ମୁମ୍ବାଇରେ ଏକ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟରେ ରହୁଛନ୍ତି ବଲିଉଡ୍ ବିୟୁଟି ମାଧୁରୀ ଦିକ୍ଷୀତ। ଏହି ଆପାର୍ଟମେଣ୍ଟ ପାଇଁ ମାଧୁରୀ ୧୨ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଘର ଭଡା…

ଫିଲ୍ମ ‘ଉମ୍‌ରୋ ଜାନ୍‌’ ପାଇଁ ଐଶ୍ବର୍ଯ୍ୟା ନଥିଲେ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଚଳଚ୍ଚିତ୍ର 'ଉମ୍‌ରୋ ଜାନ୍‌'ରେ ଅଭିନେତ୍ରୀ ଐଶ୍ବର୍ଯ୍ୟାଙ୍କ ଭୂମିକାକୁ ବେଶ୍‌ ତାରିପ୍‌ କରାଯାଇଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଜେପି ଦତ୍ତା। ଏହା ଉର୍ଦ୍ଦୁ ଉପନ୍ୟାସ ଉମ୍‌ରୋ ଜାନ ଅଦା ଉପରେ ଆଧାରିତ। ତେବେ ଏହି ଫିଲ୍ମ ପାଇଁ ଐଶ୍ବର୍ଯ୍ୟା ପ୍ରଥମ ପସନ୍ଦ…

କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ରାଜସ୍ଥାନ ପ୍ୟାଲେସରେ କରିବେ ବିବାହ

ମୁମ୍ବାଇ : ବଲିଉଡରେ ବାଜିବ ଶାହାନାଇ। ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହକୁ ନେଇ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଗଲାଣି । ଶୁଣିବାକୁ ମିଳୁଛି ଯେ ଦୁହେଁ ଆସନ୍ତା ଡିସେମ୍ବର ୬ ରେ ବିବାହକରିବାକୁ ଯାଉଛନ୍ତିା କ୍ୟାଟ୍ରିନାଙ୍କ ଲେହେଙ୍ଗା ଡିଜାଇନ ଠାରୁ ଆରମ୍ଭ କରି…

ବିଦେଶରେ ଶାହାରୁଖ୍‌ଙ୍କୁ ମିଳିଲା ଜନ୍ମଦିନର ଏହି ବିଶେଷ ଉପହାର

ନୂଆଦିଲ୍ଲୀ: ୨ ନଭେମ୍ବରରେ ବଲିଉଡର କିଙ୍ଗ ଖାନ ତଥା ଶାହାରୁଖ୍‌ ଖାନ ୫୬ ତମ ଜନ୍ମଦିନ ଥିଲା। ଏହି ଅବସରରେ ତାଙ୍କ ପ୍ରଶଂସକ, ବନ୍ଧୁ ଏବଂ ପରିବାରବର୍ଗ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇବା ସହ ତାଙ୍କ ଜନ୍ମଦିନକୁ ବିଭିନ୍ନ ଉପାୟରେ ପାଳନ କରିଥିଲେ। ଶାହାରୁଖଙ୍କ ଜନ୍ମଦିନ କେବଳ ଭାରତରେ…