Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆର୍ଯ୍ୟନ ଏବଂ ସହଯୋଗୀଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ନାହିଁ : ବମ୍ବେ ହାଇକୋର୍ଟ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆଜି ମୁମ୍ବାଇ ହାଇକୋର୍ଟ ଶାହାରୁଖଙ୍କ ପୁତ୍ର ଆର୍ଯ୍ୟନଙ୍କ ଜାମିନ ଶୁଣାଣୀ ବେଳେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଆର୍ଯ୍ୟନ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ସେଭଳି କୌଣସି ମଜଭୁତ ପ୍ରମାଣ ନାହିଁ । ଜାମିନ ଆଦେଶ ସହ କୋର୍ଟ ୧୪ ପୃଷ୍ଠାର…

ପୁଣି ଘୁଞ୍ଚିଲା ‘ଲାଲ୍‌ ସିଂ ଚଢା’ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ଅମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଏବଂ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର 'ଲାଲ୍‌ ସିଂ ଚଢା'ର ରିଲିଜ ଡେଟ୍‌। ସୂଚନା ଅନୁଯାୟୀ, ଫିଲ୍ମ ୧୪ ଏପ୍ରିଲ ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଖ୍ରୀଷ୍ଟମାସରେ…

୨୧ରେ ମୁକ୍ତିଲାଭ କରିବ ଓଡିଆ କ୍ରାଇମ୍‌ ଥ୍ରୀଲର ‘ଫୋର୍‌’

ଭୁବନେଶ୍ୱର: ଓଡିଆ ଅଭିନେତା ପାର୍ଥ ସାରଥୀ ରାଏ, କଳକୀ କୃଷ୍ଣ, ସତ୍ୟରଞ୍ଜନ ଏବଂ ପ୍ରସନ୍ନଜିତ୍ ମହାପାତ୍ରଙ୍କ ଅଭିନୀତ ଓଡିଆ କ୍ରାଇମ୍‌ ଥ୍ରୀଲର 'ଫୋର୍‌' ଡିସେମ୍ବର ୨୧ ରେ ମୁକ୍ତିଲାଭ କରିବ। ଏହା ଓଡ଼ିଶାର ପ୍ରଥମ ଅଡିଓଭିଜୁଆଲ୍ ଷ୍ଟ୍ରିମିଂ ପ୍ଲାଟଫର୍ମ AAO NXT ରେ ମୁକ୍ତିଲାଭ କରିବ।…

ଖୁବ୍‌ ଶୀଘ୍ର ବିବାହକୁ ନେଇ ଆନୁଷ୍ଠାନିକ ଘୋଷଣା କରିପାରନ୍ତି କାଟ୍ରିନା ଓ ଭିକି

ନୂଆଦିଲ୍ଲୀ: ବଲିଉଡ୍‌ ଆକ୍ଟର ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ଗ୍ରାଣ୍ଡ ମ୍ୟାରେଜ ପରେ ଏବେ ସମସ୍ତେ ଚର୍ଚ୍ଚିତ ଲଭ୍‌ ବଡର୍ସ  କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ଉତ୍ସବକୁ ଚାହିଁ ବସିଛନ୍ତି। ବିବାହ ତାରିଖ ଯେତିକି ପାଖେଇ ଆସୁଛି, ଦମ୍ପତିଙ୍କ ବିବାହକୁ ନେଇ ଗୁଜବ ଅଧିକ ପ୍ରଚାର…

ଏହି ଦିନ ରିଲିଜ ହେବ ରଣବୀରଙ୍କ ଆନିମଲ

ମୁମ୍ବାଇ:ରଣବୀର କାପୁର ଅଭିନୀତ ଆନିମଲ ଫିଲ୍ମର ରିଲିଜ ତାରିଖ ଆଜି ଘୋଷଣା କରାଯାଇଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଏହା ୧୧ ଅଗଷ୍ଟ ୨୦୨୩ରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି । ରଣବୀରଙ୍କ ବ୍ୟତୀତ ଏହିଚ୍ରାଇମ ଡ୍ରାମା ଫିଲ୍ମରେ ପରିଣିତ ଚୋପ୍ରା, ଅନୀଲ କାପୁର ଓ ବବି ଦେଓଲ ମଧ୍ୟ…

କରଣଙ୍କ ‘ଦୋସ୍ତାନା ୨’ରୁ ଆଉଟ୍‌ ହେବା ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ କାର୍ତ୍ତିକ

ନୂଆଦିଲ୍ଲୀ: ନିର୍ଦ୍ଦେଶକ କରଣ ଜୋହରଙ୍କ ‘ଦୋସ୍ତାନା ୨’ରୁ ଆଉଟ୍‌ ହେବା ପ୍ରସଙ୍ଗକୁ ନେଇ କାର୍ତ୍ତିକ ଆର୍ଯ୍ୟନ୍ ନୀରବତା ଭାଙ୍ଗିଛନ୍ତି। ସେ ଏହି ଚଳଚ୍ଚିତ୍ର ପାଇଁ ବହୁ ପୂର୍ବରୁ ସୁଟିଂ କରିଥିଲେ କିନ୍ତୁ ପ୍ରଡକ୍ସନ୍ ହାଉସ୍ କାର୍ତ୍ତିକ ଏହି ପ୍ରକଳ୍ପର ଅଂଶ ନୁହେଁ ବୋଲି ଘୋଷଣା କରିଥିଲା।…

ଫିଲ୍ମ ‘ବବ୍ ବିଶ୍ୱାସ’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ବଲିଉଡ୍‌ ଷ୍ଟାର୍‌ ଅଭିଷେକ ବଚ୍ଚନ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ବବ୍ ବିଶ୍ୱାସ'ରେ ଜଣେ ହତ୍ୟାହାରୀ ଭୂମିକାରେ ଅଭିନୟ କରିଛନ୍ତି। ଏହା ସୁଜୟ ଘୋଷଙ୍କ ୨୦୧୨ ଥ୍ରୀଲର କାହାଣୀ। ଏହା ଶାଶ୍ବତ ଚାଟାର୍ଜୀଙ୍କ ଦ୍ୱାରା ଲିଖିତ। ଆଜି ନଭେମ୍ବର ୧୯ ରେ ଫିଲ୍ମ 'ବବ୍‌ ବିଶ୍ୱାସ'ର ଟ୍ରେଲର…

ପ୍ରଧାନମନ୍ତ୍ରୀଙ୍କ କୃଷି ବିଲ୍‌ ପ୍ରତ୍ୟାହାର ନିଷ୍ପତ୍ତିକୁ କଡା ନିନ୍ଦା କଲେ କଙ୍ଗନା; କହିଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିରେ ଅଭିନେତ୍ରୀ କଙ୍ଗନା ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି। କୃଷି ଆଇନର ପ୍ରତ୍ୟାବର୍ତ୍ତନକୁ ଦୁଃଖଦାୟକ ଏବଂ ଲଜ୍ଜାଜନକ ବୋଲି କହିଛନ୍ତି…

ମା ହେବେ ନେହା? ପତି ରୋହନଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ଗାୟିକା ନେହା କକ୍କଡଙ୍କ ଗର୍ଭଧାରଣକୁ ନେଇ ବହୁତ କଳ୍ପନାଜଳ୍ପନା ଚାଲିଛି। ଗତ ବର୍ଷ, ସେ ନିଜ ବେବି ବମ୍ପ୍‌ର ଫଟୋ ସହିତ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଥିଲେ। କିନ୍ତୁ ପରେ ଏହା ଏକ ଗୀତ ସୁଟିଂର ଏକ ଚରିତ୍ର ଥିଲା ବୋଲି ଜଣାପଡ଼ିଥିଲା।  ବର୍ତ୍ତମାନ ପୁଣି ଥରେ, ପ୍ରଶଂସକମାନେ…

ମୋଦୀଙ୍କ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ଉପରେ ଏମିତି ପ୍ରତିକ୍ରିୟା ଦେଲେ ସେଲିବ୍ରିଟି

ନୂଆଦିଲ୍ଲୀ: ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରଖ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ରାଜନେତାଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଅଭିନେତା ପର୍ଯ୍ୟନ୍ତ ଏହି ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।…