Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଉର୍ବଶୀଙ୍କ ବ୍ରେକ୍‌ଫାଷ୍ଟ୍‌ ଡ୍ରେସ୍‌ ମୂଲ୍ୟ ୧.୮୬ ଲକ୍ଷ!

ନୂଆଦିଲ୍ଲୀ: ମଡେଲ୍ ତଥା ଅଭିନେତ୍ରୀ ଉର୍ବଶୀ ରାଉତେଲା ତାଙ୍କ ନିଆରା ଲୁକ୍‌ ଏବଂ ଚମତ୍କାର ଚେହେରା ପାଇଁ ଅନେକ ସମୟରେ ଚର୍ଚ୍ଚା ପରିସରକୁ ଆସିଥାନ୍ତି। ନିକଟରେ ଅଭିନେତ୍ରୀ ହାବଟୋର ପ୍ୟାଲେସରେ ଏକ ପ୍ରାତଃ ଭୋଜନ ପାଇଁ ଯାଇଥିଲେ ଏବଂ ସେଠିିକି ସେ ଯେଉଁ ପୋଷାକ ଆଉ ଜୋତା ପିନ୍ଧି ଯାଇଥିଲେ…

କାହିଁକି ଯୁବରାଜଙ୍କ ବାୟୋପିକ ନିର୍ମାଣ କରିବାକୁ ମନା କରିଥିଲେ କରନ୍ ଜୋହର ?

ମୁମ୍ବାଇ: ବଲିଉଡରେ ବାୟୋପିକ ଫିଲ୍ମର ଟିକେ ହଟ୍‌କେ ଟ୍ରେଣ୍ଡ ରହିଛି । ବୋଧ ହୁଏ ସେଥିପାଇଁ ଏମ୍‌.ଏସ୍ ଧୋନୀ ଓ ଦଙ୍ଗଲ୍ ଭଳି ଫିଲ୍ମ ସୁପରହିଟ୍ ହୋଇଥିଲା । ନିକଟରେ ଲଭ୍ ରଂଜନ ବି ସୌରଭ ଗାଙ୍ଗୁଲୀଙ୍କ ଉପରେ ଏକ ବାୟୋପିକ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ହେଲେ ଅନେକ ହୁଏ ତ ଜାଣିନଥିବେ…

୨୯ରେ ଓଟିଟିରେ ରିଲିଜ କରିବ କ୍ରିତି, ରାଜଙ୍କ ‘ହମ୍ ଦୋ ହମାରେ ଦୋ’

ମୁମ୍ବାଇ: କ୍ରିତି ସାନନ୍ ଏବଂ ରାଜକୁମାର ରାଓଙ୍କ ଅଭିନୀତ 'ହମ୍ ଦୋ ହମାରେ ଦୋ'ର ଟିଜର ଆଜି ରିଲିଜ ହୋଇଛି। ଏହାସହିତ ନିର୍ମାତା ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଫିଲ୍ମ ଅକ୍ଟୋବର ୨୯ରେ ଡିଜନି + ହଟଷ୍ଟାରରେ ମୁମକ୍ତିଲାଭ କରିବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ…

ପରଲୋକରେ ରାମାୟଣ ଧାରାବାହିକର ରାବଣ, ଅରବିନ୍ଦ ତ୍ରିବେଦୀ

ମୁମ୍ବାଇ: ରମାନନ୍ଦ ସାଗରଙ୍କ ସୁପରହିଟ୍ ସିରିଏଲ ମହାଭାରତରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କର ଦେହାନ୍ତ ହୋଇଛି । ଗତକାଲି ରାତିରେ ମୁମ୍ୱାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ଅସୁସ୍ଥ…

ରେଭ୍‌ ପାର୍ଟି ମାମଲା; ଆଉ ୨ ଗିରଫ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆଉ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଧିକାରୀ ମଙ୍ଗଳବାର କହିଛନ୍ତି। ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ଶନିବାର ବିଳମ୍ବିତ ରାତିରେ ଚଢାଉ ପରେ ଏନ୍‌ସିବି ବଲିଉଡର ସୁପରଷ୍ଟାର ଶାହରୁଖ…

ମହାକାଶରେ ହେବ ପ୍ରଥମ ଫିଚର ଫିଲ୍ମର ସୁଟିଂ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ମହାକାଶରେ ସୁଟିଂ ହେବ ଫିଲ୍ମ। ରୁଷ୍‌ର ଚଳଚ୍ଚିତ୍ର ନିର୍ମାତା ମହାକାଶରେ ପ୍ରଥମ ଚଳଚ୍ଚିତ୍ର ସୁଟିଂ ପାଇଁ ପ୍ରୟାସ କରିବାକୁ ଯାଉଛନ୍ତି। ଏଥିପାଇଁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ଏକ ସୋୟୁଜ୍ ମହାକାଶଯାନରେ ଲଞ୍ଚ କରିବାକୁ ଯାଉଛନ୍ତି। ଆଜିଠୁ…

୭ ଯାଏ ଏନସିବି ହେପାଜତରେ ଆର୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ହେପାଜତକୁ ପଠାଯାଇଛି। କ୍ରୁଜ୍ ଡ୍ରଗ୍ ମାମଲାରେ ଜଡ଼ିତ ଥିବା ଆର୍ୟନଙ୍କୁ ଏନ୍‌ସିବି ରବିବାର ଗିରଫ କରିଥିଲା। ଗୋଟିଏ ପଟେ ଏନସିବି ପକ୍ଷରୁ ଅତିରିକ୍ତ…

ଅଲ୍ ଇଣ୍ଡିଆ ସାନ୍ତାଳ’ ହୋ’ ମୁଣ୍ଡା କଳାକାର ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ବାରିପଦା: ମୟୁରଭଂଜ ଜିଲ୍ଲା ବାରିପଦା ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଆଜି ଅଲ୍ ଇଣ୍ଡିଆ ସାନ୍ତାଳ’ ହୋ’ ମୁଣ୍ଡା (AISHMAA) କଳାକାର ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ରୀୟ କମିଟିର ଅନୁମୋଦନ କ୍ରମେ ଓଡିଶା ପାଇଁ ୧୨ ଜଣିଆ ଏକ୍‌ଜିକ୍ୟୁଟିଭ୍ କମିଟି ଗଠନ କରାଯାଇଛି…

ଜାଭେଦ ଅଖତର୍‌ଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ରାଷ୍ଟ୍ରୀୟ ସ୍ବୟଂସେବାକ ସଂଗଠନ (ଆରଏସଏସ) ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନେଇ ମୁମ୍ବାଇ ପୋଲିସ ସୋମବାର ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଓକିଲ ସନ୍ତୋଷ ଦୁବେଙ୍କ ଦ୍ୱାରା ଦାଖଲ କରାଯାଇଥିବା…

ୱେବ୍‌ ସୋ ‘ଇନ୍‌ଭିଜିବଲ୍‌ ଓମେନ୍‌’ରେ ନାୟକ ସାଜିବେ ସୁନୀଲ

ନୂଆଦିଲ୍ଲୀ: ଆକ୍ସୋନ ଏବଂ ଚମନ ବାହାର ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ସାରେଗାମା ଇଣ୍ଡିଆର ଏକ ଡିଭିଜନ୍ ୟୁଡଲି ଫିଲ୍ମସ୍ ଏହାର ପ୍ରଥମ ୱେବ୍ ସୋ ଘୋଷଣା କରିଛି। ଯାହାର ଟାଇଟଲ ରହିଛି 'ଇନ୍‌ଭିଜିବଲ୍‌ ଓମେନ୍‌'। ଯେଉଁଥିରେ ସୁନୀଲ ଶେଟ୍ଟୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି…