Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଓଲିଉଡରେ ହଇଚଇ ସୃଷ୍ଟି କଲା ମୁନ୍ ଟିଭି ମୁଭିଜ୍‌, ଏକାଠି ୧୦ଟି ଫିଲ୍ମ ନିର୍ମାଣ ଘୋଷଣା

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଶିଥିଳ ପଡିଥିଲା ଓଲିଉଡ ଇଣ୍ଡଷ୍ଟ୍ରୀ । ହେଲେ ମୁନ୍ ଟିଭି ମୁଭିଜର ସଦ୍ୟ ଘୋଷଣା ଓଡିଆ ଚଳଚ୍ଚିତ୍ର ଜଗତର ମାହୋଲକୁ ସରଗରମ କରିଦେଇଛି । ଗୋଟିଏ କି ଦୁଇଟି ନୁହେଁ ବରଂ ୧୦ଟି ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଛି ଓଡିଶାର ଜଣାଶୁଣା ଫିଲ୍ମ ପ୍ରଡକ୍ସନ୍…

ଆଙ୍କର୍‌ ହେବେ ଅଭିନେତା ସୋନୁ ସୁଦ୍‌

ମୁମ୍ବାଇ: ଆଙ୍କର୍‌ ହେବେ ଅଭିନେତା ସୋନୁ ସୁଦ୍‌। ଅଭିନେତା ସୋନୁ ସୁଦଙ୍କୁ କାର୍ଯ୍ୟକ୍ରମ 'ଦେଶ କି ବାତ୍ ସୁନ୍‌ତା ହୁଁ'ର ଉପସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମଟି ପ୍ରତିଦିନ ରାତି ୯ ଟାରେ ଗୁଡ୍ ନ୍ୟୁଜ୍ ଟୁଡେ ଚ୍ୟାନେଲରେ ପ୍ରସାରଣ ହେବ। ଏଥିରେ ସୋନୁ ସୁଦ୍‌ ହୋଷ୍ଟ ହେବେ। ମହାମାରୀ…

୧୬ ରେ ଆମାଜନ ପ୍ରାଇମରେ ରିଲିଜ କରିବ ‘ବେଲ୍‌ବଟମ୍‌’

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଅଭିନୀତ ବେଲ ବଟମ୍ ସେପ୍ଟେମ୍ବର ୧୬ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ। ଏ ନେଇ ଅକ୍ଷୟ କୁମାର ସୋସିଆଲ ମିଡିଆରେ ସେୟାର୍‌ କରିଛନ୍ତି। ଏହାପୂର୍ବରୁ ଫିଲ୍ମ ଅଗଷ୍ଟ ୧୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ରଞ୍ଜିତ ଏମ ତିୱାରୀଙ୍କ ନିର୍ଦ୍ଦେଶିତ…

ପ୍ରତିଦିନ କଙ୍ଗନାଙ୍କ ବିରୋଧରେ ଆସୁଥିଲା ୨୦୦ରୁ ଅଧିକ ମାମଲା

ନୂଆଦିଲ୍ଲୀ: ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ୍‌ ତାଙ୍କ ନୂତନ ଚଳଚ୍ଚିତ୍ର 'ଥାଲାଇଭି'ର ପ୍ରମୋସନ ପାଇଁ  ‘ଦି କପିଲ୍ ଶର୍ମା ସୋ’ରେ ପହଞ୍ଚିଥିଲେ। ପାରମ୍ପାରିକ ପୋଷାକରେ ଖୁବ୍‌ ସୁନ୍ଦର ଦିଣୁଥିଲେ କଙ୍ଗନା। ଶୋ’ର ହୋଷ୍ଟ କପିଲ ଶର୍ମା କଙ୍ଗନା ଉପରେ କିଛି ହାସ୍ୟାସ୍ପଦ ମନ୍ତବ୍ୟ…

ଓଟିଟିରେ ଡେବ୍ୟୁ କରିବେ ଶାହାରୁଖ୍‌! ‌

ମୁମ୍ବାଇ: ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବ୍‌ ଶୀଘ୍ର ଶାହରୁଖ ଓଟିଟିରେ ଡେବ୍ୟୁ କରିପାରନ୍ତି। ତାଙ୍କ ସମକକ୍ଷ କଳାକାର ଯେମିତିକି ଅଜୟ ଦେବଗନ୍, ଅକ୍ଷୟ କୁମାର, ସୈଫ ଅଲି ଖାନ୍ ଏବଂ ସଞ୍ଜୟ ଦତ୍ତ  ଏମାନେ ସମସ୍ତେ ଓଟିଟି ପ୍ଲାଟ୍‌ଫର୍ମରେ ପାଦ ଥାପି ସାରିଲେଣି। ଶାହରୁଖ…

ଘୁଞ୍ଚିଲା ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ ଡେଟ୍‌

ମୁମ୍ବାଇ: ଘୁଞ୍ଚିଲା ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ ଡେଟ୍‌। ରାମ ଚରଣ ଏବଂ ଜେଆର୍‌ ଏନ୍‌ଟିଆର୍‌ ଅଭିନୀତ ଫିଲ୍ମ ଆରଆରଆର ଏହାର ନିର୍ଦ୍ଧାରିତ ତାରିଖରେ ରିଲିଜ୍ ହେବ ନାହିଁ। ଏନେଇ ନିର୍ମାତାମାନେ ଆଜି ନିଶ୍ଚିତ କରିଛନ୍ତି।ଫିଲ୍ମ ଅକ୍ଟୋବର ୧୩ ରେ ରିଲିଜ୍ ହେବ ନାହିଁ। କୋଭିଡ୍-୧୯ କାରଣରୁ…

ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ଅନାଥେର ମୋସନ ପୋଷ୍ଟର ଜାରୀ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ବସ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ପୋଷ୍ଟର ଜାରୀ କରାଯାଇଛି । ବେଶ୍ କିଛି ଦିନର ବ୍ୟବଧାନ ପରେ ଅନାଥେ ଫିଲ୍ମରେ ସେ ପୁନର୍ବାର ଦମଦାର ଲୁକରେ ଆସୁଛନ୍ତି । ରଜନୀକାନ୍ତଙ୍କ ଏହି ଫିଲ୍ମରେ ନୟନତାରା, ପ୍ରକାଶ ରାଜ, କୀର୍ତି ସୁରେଶ, ସତୀଶ ଖୁସବୁ…

ବାପା ହେଲେ ଶାହିର୍‌

ମୁମ୍ବାଇ: ବାପା ହେଲେ ଟିଭିର ଲୋକପ୍ରିୟ ଅଭିନେତା ଶାହିର ଶେଖ। କନ୍ୟା ସନ୍ତାନର ପିତାମାତା ହେବାର ସୌଭାଗ୍ୟ ଲାଭ କରିଛନ୍ତି ଶାହିର୍‌ ଓ ପତ୍ନୀ ରୁଚିକା। ରୁଚିକା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ନିକଟରେ ଏହି ଦମ୍ପତି ସୋସିଆଲ ମିଡିଆ ଆକାଉଣ୍ଟରେ ବେବି ସାୱାରର ଫଟୋ ସେୟାର କରି…

ନିଆରା ଅନ୍ଦାଜରେ ଗଣେଶ ପୂଜା ପାଳିଲେ ବଲିଉଡ୍ ବେବୋ

ମୁମ୍ବାଇ : ଗଣେଶ ପୂଜା ପାଇଁ ମାୟାନଗରୀ ମୁମ୍ବାଇ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ବଲିଉଡ୍ ଷ୍ଟାର କରିନା କପୁର ଓ ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ନିଜ ଘରେ ଗଣେଶ ପୂଜା କରୁଥିବା ଦେଖିବାକୁ ମିଳିଛି । ପୁଅ ତୈମୁର ମଧ୍ୟ ଗଣେଶଙ୍କ ପାଖରେ ହାତ ଯୋଡି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।କରିନା କପୁର…

ୱଣ୍ଡରସେଫ୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ କ୍ରିତି

ନୂଆଦିଲ୍ଲୀ: କିଚେନ୍‌ୱେୟାର୍‌ ବ୍ରାଣ୍ଡ ୱଣ୍ଡରସେଫ ଶୁକ୍ରବାର ଦିନ ବଲିଉଡ ଅଭିନେତା କ୍ରିତି ସାନନଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି। ୱଣ୍ଡରସେଫ କିଚେନ୍‌ୱେୟାର୍‌ ୨୦୦୯ରେ ରବି ସକ୍ସେନା ଏବଂ ସେଫ୍‌ ସଞ୍ଜୀବ କପୁରଙ୍କ ଦ୍ୱାରା ପ୍ରତିଷ୍ଠିତ…