Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କେମିତି ଶିଳ୍ପାଙ୍କ ପ୍ରେମରେ ପଡିଥିଲେ ରାଜ; ରହସ୍ୟ ଖୋଲିଲେ ଶିଳ୍ପା

ମୁମ୍ବାଇ: ଖୁବ୍‌ ଶୀଘ୍ର ମୁକ୍ତିଲାଭ କରିବ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଅଭିନୀତ ଫିଲ୍ମ ହଙ୍ଗାମା ୨। ଏଥିରେ ୧୯୯୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ମେ ଖିଲାଡି ତୁ ଅନାଡି'ର ଲୋକପ୍ରିୟ ଗୀତ ଚୁରାକେ ଦିଲ୍‌ ମେରାର ରିମେକ୍‌ ହୋଇଥିବା ଦେଖିବାକୁ ମିଳିଛି। ତେବେ ସେହି…

ସୋସିଆଲ ସାଇଟରେ ଝଡ ସୃଷ୍ଟି କଲା ପେସ୍‌-କିମଙ୍କ ଅନ୍ତରଙ୍ଗ ଫଟୋ

ପାଣାଜୀ: ଭେଟେରାନ ଟେନିସ ଷ୍ଟାର ଲିଆଣ୍ଡର ପେସ ଏବଂ ବଲିଉଡ ଅଭିନେତ୍ରୀ କିମ ଶର୍ମାଙ୍କ ଅନ୍ତରଙ୍ଗ ମୂହର୍ତର ଫଟୋ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଉଭୟ ଏବେ ଗୋଆରେ ଛୁଟି କାଟୁଛନ୍ତି । ୨୦୦୩ରେ କିମ୍ ଓ ଯୁବରାଜଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ରହିଥିଲା । ଏହା ପରେ ହର୍ଷବର୍ଦ୍ଧନ…

ବହୂଭାଷୀ ଫିଲ୍ମ ରାକ୍ଷୀରେ ଏକତ୍ର ଅଭିନୟ କରିବେ ସଞ୍ଜୟ, ଶାହାରୁଖ !

ମୁମ୍ବାଇ: ବଲିଉଡର ଦୁଇ ମହାନ କଳାକାର ସଞ୍ଜୟ ଦତ ଏବଂ ଶାହାରୁଖ ଖାଁ ଅନେକ ସୁପରହିଟ ଫିଲ୍ମ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି । ଖୁବ୍‌ଶୀଘ୍ର ଏକ ବିଗ ବଜେଟ ବହୁଭାଷୀ ଫିଲ୍ମରେ ଉଭୟ ଏକତ୍ର ଆସୁଛନ୍ତିି । ଶାହାରୁଖଙ୍କ ରା ୱାନ ଏବଂ ଓମ ଶାନ୍ତି ଓମରେ ସଞ୍ଜୟ ଅତିଥି କଳାକାର ଭାବେ ଅଭିନୟ କରିଥିଲେ…

ଓଟିଟିରେ ଡେବ୍ୟୁ କରିବେ କଙ୍ଗନା

ମୁମ୍ବାଇ: ଖୁବ୍‌ ଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ଡେବ୍ୟୁ କରିବେ କଙ୍ଗନା। ଆମେରିକାର ରିୟାଲିଟି ସୋ, ଟେମ୍ପ୍‌ଟେସନ୍‌ ଆଇଲ୍ୟାଣ୍ଡର ହିନ୍ଦୀ ଆଡାପ୍ଟେସନ୍‌ରେ ନଜର ଆସିବେ। ଏଥିପାଇଁ କଙ୍ଗନା ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି।ଏହି ଶୋ’କୁ ହୋଷ୍ଟ କରିବେ କଙ୍ଗନା। ଖୁବ୍‌ ଶୀଘ୍ର ଏହି…

ମା’ ହେଲେ ଦିୟା

ମୁମ୍ବାଇ: ମା ହେଲେ ଅଭିନେତ୍ରୀ ଦିୟା ମିର୍ଜା। ଦିୟା ମିର୍ଜା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି।  ଏ ନେଇ ସେ ସୋସିଆଲ୍‌ ମିଡିଆରେ ଏହି ଖବର ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ସେ ସେମାନଙ୍କର ସମସ୍ତ ଶୁଭେଚ୍ଛୁ ଏବଂ ପ୍ରଶଂସକମାନଙ୍କୁ ସେମାନଙ୍କର ଯାତ୍ରା ସମୟରେ ସମର୍ଥନ କରିଥିବାରୁ…

କଙ୍ଗନାଙ୍କ ଟିମ୍‌ରେ ନୱାଜୁଦ୍ଦିନ

ନୂଆଦିଲ୍ଲୀ: ବଲିଉଡ୍‌ ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକି ଖୁବ୍ ଶୀଘ୍ର 'ଟିକୁ ୱେଡ୍ସ ଶେରୁ'ରେ ନଜର ଆସିବେ। ଏହି ଫିଲ୍ମର ନିର୍ମାତା ହେଉଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା। ନୱାଜୁଦ୍ଦିନ ଖୁବ୍‌ ଶୀଘ୍ର ଫିଲ୍ମରେ କାମ ଆରମ୍ଭ କରିବେ। କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଫିଲ୍ମସ୍…

କ୍ରିକେଟର କେ.ଏଲ୍ ରାହୁଲଙ୍କ ଲେଡିଲଭ୍‌ ଆଥିୟା!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ ଏବଂ ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ନେଇ ଅନେକ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଥିଲା। ଏବେ ଏହାକୁ ନେଇ ଚର୍ଚ୍ଚା ଆହୁରି ବଢିଯାଇଛି।  ତେବେ ଉଭୟଙ୍କ ତରଫରୁ ସେମାନଙ୍କୁ ସମ୍ପର୍କକୁ ନେଇ କୌଣସି…

୧ ଲକ୍ଷ ଫାଇନ୍‌ ଦେବେ ସାଉଥ୍‌ ଆକ୍ଟର ବିଜୟ

ଚେନ୍ନାଇ: ତାମିଲ ଅଭିନେତା ସି ଜୋସେଫ ବିଜୟଙ୍କ ଉପରେ ଇଂଲଣ୍ଡରୁ ଏକ ବିଳାସପୂର୍ଣ୍ଣ କାର ରୋଲ ରଏସ ଘୋଷ୍ଟ ଆମଦାନୀ କରିବା ଏବଂ ଏଥିରେ ଟିକସ ଦେବାକୁ ମନା କରିବା ଅଭିଯୋଗରେ ମାଡ୍ରାସ ହାଇକୋର୍ଟ ତାଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କରିଛନ୍ତି। ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ…

ସୌରଭଙ୍କ ବାୟୋପିକ୍‌ରେ ଦାଦାଙ୍କ ସ୍ଥାନ ନେବେ ରଣବୀର!

ନୂଆଦିଲ୍ଲୀ: ଅନେକ ବଡ ବଡ କ୍ରିକେଟ୍‌ କିମ୍ବଦନ୍ତୀଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେଇଛି। ସେଥିମଧ୍ୟରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ମହମ୍ମଦ ଅଜହରୁଦ୍ଦିନ ଅନ୍ୟତମ। ଏବେ ପାଳି ପଡ଼ିଛି ଭାରତୀୟ ପୂର୍ବତନ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର। ଦାଦାଙ୍କ ଜୀବନୀକୁ ନେଇ…

‘ଲଷ୍ଟ୍‌’ରେ ନଜର ଆସିବେ ୟାମି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ତାଙକ ଆଗାମୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ସେ ନିର୍ଦ୍ଦେଶକ ଅନିରୁଦ୍ଧ ରୟ ଚୌଧୁରୀଙ୍କ ସହ ତାଙ୍କର ପରବର୍ତ୍ତୀ ଫିଲ୍ମ କରିବାକୁ ଯାଉଛନ୍ତି। ଏ ନେଇ ୟାମି ଆଜି ସୋସିଆଲ ମିଡିଆରେ ଏହି ଖବର ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି। ଫିଲ୍ମର…