Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫିଲ୍ମ ‘ଭୁତ୍‌ ପୋଲିସ’ର ଟ୍ରେଲର ରିଲିଜ

ମୁମ୍ବାଇ: ଫିଲ୍ମ ଭୁତ୍‌ ପୋଲିସର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ, ଅର୍ଜୁନ କପୁର, ୟାମି ଗୌତମ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସୈଫ ଏବଂ ଅର୍ଜୁନ ଫେକ୍‌ ଘୋଷ୍ଟବଷ୍ଟର ଭୂମିକାରେ ଅଭିନୟ କରୁଥିବାବେଳେ…

‘ବେଲ୍‌ ବଟମ୍‌’କୁ ନେଇ ନର୍ଭସ ଅଛନ୍ତି ଅକ୍ଷୟ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବେଲ ବଟମ୍ ଅଗଷ୍ଟ ୧୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି। ଅଭିନେତା ଆଜି ଏକ ନୂତନ ପୋଷ୍ଟ ସେୟାର କରି କହିଛନ୍ତି ଯେ ରିଲିଜ ପୂର୍ବରୁ ସେ ନର୍ଭସ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ଦ୍ୱିତୀୟ ତରଙ୍ଗ ପରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଲ…

କିଆରାଙ୍କ ସହ ନିଜ ସମ୍ପର୍କର ଗୁମର ଖୋଲିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ: କାର୍‌ଗିଲ୍‌ ଯୁଦ୍ଧରେ ଦେଶ ପାଇଁ ବଳିଦାନ ଦେଇଥିବା କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ଶେର୍‌ଶାହା ମୁକ୍ତିଲାଭ କରିଛି। ଏଥିରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଅଭିନେତ୍ରୀ କିଆରା ଆଡଭାନୀ…

MAMI ର ନୂଆ ଚେୟାରପର୍ସନ ହେ‌ଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ ମୁମ୍ବାଇ ଏକାଡେମୀ ଅଫ୍ ମୁଭିଙ୍ଗ୍ ଇମେଜ୍ (MAMI) ଚଳଚ୍ଚିତ୍ର ମହୋତ୍ସବର ନୂଆ ଚେୟାରପର୍ସନ ପଦରେ ଅବସ୍ଥାପିତ ହୋଇଛନ୍ତି। ମଙ୍ଗଳବାର ଦିନ ଏ ନେଇ ଘୋଷଣା କରାଯାଇଛି। ସେ ସର୍ବସମ୍ମତି କ୍ରମେ MAMI ର ଟ୍ରଷ୍ଟି ବୋର୍ଡ ଦ୍ୱାରା…

ଜିୟା ଖାନଙ୍କ ଅନ୍ତିମ ସଂସ୍କାରରେ ପିନ୍ଧିଥିବା ପୋଷାକ ନିଲାମ କରି ଟ୍ରୋଲ୍‌ ହେଲେ ଦୀପିକା

ମୁମ୍ବାଇ: କିଛି ଦିନ ଭିତରେ ଦୀପିକା ପାଦୁକୋନ୍ ତାଙ୍କର ସମସ୍ତ ପୁରୁଣା ପୋଷାକକୁ ନିଲାମ କରୁଥିବା ଦେଖିବାକୁ ମିଳିଛି। ସେ ଏଥିରୁ ଉଠାଯାଇଥିବା ରାଶି 'ଲାଇଭ୍ ଲଭ୍ ଲାଫ୍‌ ଫାଉଣ୍ଡେସନ୍' କୁ ଦାନ କରିବେ ବୋଲି କହିଛନ୍ତି। ବର୍ତ୍ତମାନ ତାଙ୍କର କିଛି ପୋଷାକ ଟ୍ୱିଟର ବ୍ୟବହାରକାରୀଙ୍କ ଦୃଷ୍ଟି…

କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ଚରିତ୍ରରେ ଆୟୁଷଙ୍କୁ ଦେଖିବାକୁ ଚାହୁଁଥିଲେ ସଲ୍‌ମାନ

ମୁମ୍ବାଇ: ଫିଲ୍ମ ଶେର୍‌ଶାହାରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଛି। କିନ୍ତୁ ସଲମାନ ବିକ୍ରମ ବାତ୍ରାଙ୍କ ଚରିତ୍ରରେ ସିଦ୍ଧାର୍ଥଙ୍କ ପରିବର୍ତ୍ତେ ଆୟୁଷଙ୍କୁ ଦେଖିବାକୁ ଚାହୁଁଥିଲେ। ଏ ନେଇ ଶେର୍‌ଶାହା ନିର୍ମାତା ଶବବୀର ବକ୍ସୱାଲା ପ୍ରକାଶ କରିଛନ୍ତି ଯେ ସଲ୍‌ମାନ…

ରିଲିଜ ପୂର୍ବରୁ ଫୁଲ ହେଲା ବେଲ ବଟମର ଆଡଭାନ୍ସ ବୁକିଂ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ବେଲ ବଟମ ଫିଲ୍ମ ୧୯ ଅଗଷ୍ଟରେ ରିଲିଜ ହେବ । କରୋନା ମହାମରୀ ଯୋଗୁ ସମସ୍ତ ରାଜ୍ୟରେ ଫିଲ୍ମ ହଲ ଖୋଲିବା ପାଇଁ ଅନୁମତି ମିଳି ନାହିଁ । ତଥାପି ଯେଉଁ ରାଜ୍ୟରେ କରୋନା କଟକଣାରେ ଫିଲ୍ମ ହଲ ୫୦ ପ୍ରତିଶତ ଦର୍ଶକକୁ ନେଇ ଖୋଲାଯିବା ପାଇଁ ନିଷ୍ପତି…

ୱାନଫିଟ୍ ପ୍ଲସ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ କିଆରା ଓ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଫିଟନେସ୍ ଷ୍ଟାର୍ଟଅପ୍ ୱାନଫିଟ୍ ପ୍ଲସ୍ ସୋମବାର ଅଭିନେତ୍ରୀ କିଆରା ଆଡଭାନି ଏବଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଏହାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ନିଯୁକ୍ତ କରିଛି। ଏହି କମ୍ପାନୀ ପ୍ରଥମ ଥର ପାଇଁ ବଲିଉଡ୍‌ ସେଲିବ୍ରିଟିଙ୍କୁ ବ୍ରାର୍ଡ୍‌ ଆମ୍ବାସାଡାର ଭାବେ ନିଯୁକ୍ତି…

ଆଫଗାନିସ୍ତାନ ମହିଳାଙ୍କୁ ନେଇ ଚିନ୍ତାରେ ରିୟା

ମୁମ୍ବାଇ: ଏବେ ତାଲିବାନ କବ୍‌ଜାରେ ଆଫଗାନିସ୍ତାନ। ଆଫଗାନିସ୍ତାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଆଫ୍‌ଗାନିସ୍ତାନର ଯେଉଁ ବିକଳ ଚିତ୍ର ଏବଂ ଭିଡିଓଗୁଡ଼ିକ ସାମ୍ନାକୁ ଆସିୁଛି ତାହା ପ୍ରକୃତରେ ଭୟଙ୍କର। ଯାହା ଏବେ ସମଗ୍ର ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆଫଗାନିସ୍ତାନର…

ଆଗକୁ ଆସୁଛି ଓଲିଉଡ୍ ଫିଲ୍ମ “ତୁ ସେଇ ନୀଳନୟନା”

ଭୁବନେଶ୍ୱର: କରୋନା ମହାମାରୀ ପରେ ଚଳଚଂଚଳ ହୋଇଉଠିଛି ଓଲିଉଡ ଜଗତ । ପାଇପଲାଇନରେ ରହିଛି ଗୋଟିଏ ପରେ ଗୋଟିଏ ମୁଭି । ଏହି ଧାରାରେ ସାମିଲ ହୋଇ ଆଉ ଏକ ଭିନ୍ନ ସ୍ୱାଦର ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଆଗକୁ ଆସୁଛି ଓଲିଉଡ ଫିଲ୍ମ ତୁ ସେଇ ନୀଳନୟନା । ସଚ୍ଚିକାନ୍ତ…