Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କରଣଙ୍କ ରକୀ ଓ ରାନୀ ହେବେ ରଣବୀର ଆଉ ଆଲିଆ

ନୂଆଦିଲ୍ଲୀ: ୫ ବର୍ଷ ପରେ ପୁଣି ଚଳଚ୍ଚିତ୍ର ନିର୍ଦ୍ଦେଶନା କରିବେ କରଣ ଜୋହର। କରଣ ତାଙ୍କ ଆଗାମୀ ଫିଲ୍ମ ‘ରକୀ ଔର୍‌ ରାନୀ କୀ ପ୍ରେମ କାହାନୀ’ର ନିର୍ଦ୍ଦେଶନା ଦେବେ। ତେବେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେବେ ରଣବୀର ସିଂ ଏବଂ ଆଲିଆ ଭଟ୍ଟ। ଅଭିନେତା ରଣବୀର ସିଂଙ୍କ ୩୬ ତମ ଜନ୍ମଦିନରେ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ରୁପଲ ପଟେଲ

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ରୁପଲ ପଟେଲ। ସାଥ୍‌ ନିଭାନା ସାଥିଆର ଲୋକପ୍ରିୟ ଅଭିନେତ୍ରୀ ରୂପଲ ପଟ୍ଟେଲଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ସୁସ୍ଥ ଅଛନ୍ତି ଏବଂ ଶୀଘ୍ର ଡାକ୍ତରଖାନାରୁ…

ଜୁଲାଇ ୧୬ରେ ବାହା ହେବେ ରାହୁଲ ଏବଂ ଦିଶା

ନୂଆଦିଲ୍ଲୀ: ରାହୁଲ ଏବଂ ଦିଶାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ସିଙ୍ଗର ରାହୁଲ ବୈଦ୍ୟ ଏବଂ ଦିଶା ପରମର୍‌। ଦମ୍ପତି ସେମାନଙ୍କ ବିବାହ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ୧୬ରେ ଉଭୟ ବିବାହ କରିବେ। ଏହି ବିବାହ ସମାରୋହ ଘନିଷ୍ଠ…

କାମ ନ ମିଳିବାରୁ ଗହଣା ବିକି ଚଳୁଛନ୍ତି ଏହି ବଲିଉଡ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଭେଟେରାନ ଅଭିନେତ୍ରୀ ଶଗୁପ୍ତା ଅଲ୍ଲୀ। ତାଙ୍କ ଆର୍ଥିକ ତଥା ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ସେ ସର୍ବସମ୍ମୁଖରେ ମୁହଁ ଖୋଲିଛନ୍ତି। ବିଗତ ୩୬ ବର୍ଷ ଧରି ଏହି ଇଣ୍ଡଷ୍ଟ୍ରି ସହ କାମ କରୁଥିବା ଏହି ଅଭିନେତ୍ରୀ କହିଛନ୍ତି ଯେ ଗତ ୪ ବର୍ଷ ତାଙ୍କ…

ଭଁସାଲୀଙ୍କ ହୀରାମଣ୍ଡିର ନାୟିକା ହେବେ ସୋନାକ୍ଷୀ

ମୁମ୍ବାଇ: ଆଲିୟା ଭଟ୍ଟଙ୍କ ସହ ଗଙ୍ଗୁବାଇ କାଠିୟାୱାଡି ଫିଲ୍ମର ଶୁଟିଂ ଶେଷ କରିବା ପରେ ସଞ୍ଜୟ ଲୀଲା ଭଁସାଲୀ ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପାକିଜା ଫିଲ୍ମ ଶୈଳୀରେ ସେ ହୀରାମଣ୍ଡି ନାମକ ଏକ ୱେବ ସିରିଜ ପ୍ରସ୍ତୁତ କରୁଛନ୍ତି । ରିପୋର୍ଟ ମୁତାବକ ଏଥିରେ…

ଏକତାଙ୍କ ‘ୟୁ-ଟର୍ନ’ରେ ଆଲାୟାଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: କନ୍ନଡ ଥ୍ରୀଲର ଚଳଚ୍ଚିତ୍ର 'ୟୁ-ଟର୍ନ'ର ହିନ୍ଦୀ ରିମେକ୍‌ ନିର୍ମାଣ କରୁଛନ୍ତି ଏକତା କପୁର। ତେବେ ଏଥିରେ ଅଭିନେତ୍ରୀ ଆଲାୟା ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ଆରିଫ ଖାନ। ଏହା ଆରିଫ୍‌ଙ୍କ ପ୍ରଥମ ନିର୍ଦ୍ଦେଶିତ…

ଫିଲ୍ମ ସୁଟିଂକୁ ଅନୁମତି; ତଥାପି ଦ୍ଵନ୍ଦ୍ଵରେ ଓଲିଉଡ୍

ଭୁବନେଶ୍ଵର: ୧ ତାରିଖରୁ ଓଡ଼ିଶାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ, ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ୩୦ ଜିଲ୍ଲାକୁ ୨ ଭାଗରେ ଭାଗ କରିଦେଇଛନ୍ତି। ‘ଏ’ ବର୍ଗ ଜିଲ୍ଲାଗୁଡ଼ିକରେ ଉଭୟ ଆଉଟଡୋର୍ ଓ ଇନଡୋର ସୁଟିଂକୁ ଅନୁମତି ମିଳିଥିବା ବେଳେ ‘ବି’ ବର୍ଗ ଜିଲ୍ଲାଗୁଡ଼ିକରେ କେବଳ ଆଉଟଡୋର୍…

କାହିଁକି ଅମିତାଭଙ୍କ ସହ ଫିଲ୍ମ କରିବାକୁ ମନା କରିଥିଲେ ରିଷି କପୁର

ନୂଆଦିଲ୍ଲୀ: କାହିଁକି ଅମିତାଭଙ୍କ ସହ ଫିଲ୍ମ କରିବାକୁ ମନା କରିଦେଇଥିଲେ ସ୍ବର୍ଗତ ଅଭିନେତା ରିଷି କପୁର। ଅଭିନେତା-ଚଳଚ୍ଚିତ୍ର ନିର୍ମାତା ଟିନୁ ଆନନ୍ଦ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ମୋର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦୁନିଆ ମେରୀ ଜବ୍‌ ମୈରେ…

ଆମୀର ଖାନଙ୍କ ବିବାହ ବିଚ୍ଛେଦ ଉପରେ ଏମିତି କଥା କହିଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ବଲିଉଡ ଅଭିନେତା ଆମୀର ଖାନ ଓ ପତ୍ନୀ କିରଣ ରାଓ ୧୫ ବର୍ଷ ପରେ ବିବାହ ବିଚ୍ଛେଦ ନେଇ ଦୁଇ ଦିନ ତଳେ ଘୋଷଣା କରିଥିଲେ । ସେମାନଙ୍କର ଏହି ଘୋଷଣା ଲକ୍ଷ ଲକ୍ଷ ଫ୍ୟାନଙ୍କ ଚକିତ କରିଛି । ଆମୀରଙ୍କ ବିବାହ ବିଚ୍ଛେଦ ଖବର ପରେ ତାଙ୍କ ଉପରେ ନିର୍ଧୂମ ବର୍ଷିଛନ୍ତି କଂଗ୍ରେସ ବିଧାୟକ…

ଗିରଫ ହେବାର କିଛି ଘଣ୍ଟା ପରେ ପ୍ରାଚୀନଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଗତକାଲି ଟିଭି ଅଭିନେତା ପ୍ରାଚୀନ ଚୌହାନଙ୍କୁ ଜଣେ ଅବିବାହିତ ଝିଅକୁ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଥିଲା। ଗିରଫ ହେବାର କିଛି ଘଣ୍ଟା ପରେ ବୋରିଭାଲୀ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଟେଲିଭିଜନ ଶୋ ‘କସୌଟି ଜିନ୍ଦେଗୀ କୀ’ରେ ତାଙ୍କ ଭୂମିକା ପାଇଁ ବେଶ୍‌…