Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୨୭ ରିଲିଜ କରିବ ବିଗ୍‌ ବିଙ୍କ ‘ଚେହ୍‌ରେ’

ନୂଆଦିଲ୍ଲୀ: କରୋନା କଟକଣା କୋହଳ ହେବା ପରେ ଭାରତୀୟ ଚଳଚ୍ଚିତ୍ର ଜଗତରେ ଭଲ ବ୍ୟବସାୟ ହୋଇପାରେ ବୋଲି ଆଶା କରାଯାଉଛି। ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାଶମିଙ୍କ ଅଭିନୀତ ରହସ୍ୟ ଥ୍ରୀଲର ଚେହ୍‌ରେ ୨୭ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି…

‘ବିରୋ’ ଚରିତ୍ର ପାଇଁ ମାତ୍ର ୧୧ ଟଙ୍କା ପାଉଣା ନେବାକୁ ବି ରାଜି ଥିଲେ ସୋନମ୍‌!

ନୂଆଦିଲ୍ଲୀ: ଅଭିନେତ୍ରୀ ସୋନମ କପୁର ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରଙ୍କ 'ଭାଗ ମିଲ୍‌ଖା ଭାଗ୍‌'ରେ ଅଭିନୟ କରିଥିଲେ। ଏହା କିମ୍ବଦନ୍ତୀ ମିଲ୍‌ଖା ସିଂଙ୍କ ବାୟୋପିକ୍ ଥିଲା ଯେଉଁଥିରେ ଫରହାନ ଅଖତର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ସୋନମ୍‌ ବିରୋ ଭୂମିକାରେ ଅଭିନୟ…

ନଭେମ୍ବର ୨୦୨୦ ମାମଲା; ରାଜ୍‌ଙ୍କ ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ

ମୁମ୍ବାଇ: ନଭେମ୍ବର ୨୦୨୦ରେ ସାଇବର କ୍ରାଇମ ପୋଲିସ ଦ୍ବାରା ପଞ୍ଜୀକୃତ ହୋଇଥିବା ଏକ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନକୁ ମୁମ୍ବାଇର କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୨୦ରେ, ସାଇବର କ୍ରାଇମ୍ ଶାଖା ଅବସରପ୍ରାପ୍ତ କଷ୍ଟମ୍ସ…

୩୫ ବର୍ଷରେ ଆରପାରିକୁ ଚାଲିଗଲେ ସରନ୍ୟା ଶଶି

ମୁମ୍ବାଇ: ମାଲାୟଲମ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ସରନ୍ୟା ଶଶିଙ୍କ ୩୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ଥିବା ଏହି ଅଭିନେତ୍ରୀ ଏଥିରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ନ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ । ତିରୁଭାନନ୍ତପୁରମର ଏକ ଡାକ୍ତରଖାନାରେ ଚିକିତ୍ସିତ…

ସ୍ବାମୀଙ୍କ ଗିରଫ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ହାଜର ହେବେ ଶିଳ୍ପା

ମୁମ୍ବାଇ: ସ୍ବାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରଥମ ଥର ପାଇଁ ସର୍ବସାଧାରଣରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି। ରିପୋର୍ଟ ଅନୁଯାୟୀ ଶିଳ୍ପା ଅଗଷ୍ଟ ୧୫ ରେ "ୱି ଫର୍ ଇଣ୍ଡିଆ" ମାଧ୍ୟମରେ ଫେସବୁକ୍ ଲାଇଭରେ ରହିବେ। ଶିଳ୍ପାଙ୍କ ବ୍ୟତୀତ ଏହି…

‘Cashify’ର ବ୍ରାଣ୍ଡ୍‌ ଆମ୍ବାସାଡାର ହେଲେ ରାଜ କୁମାର ରାଓ

ନୂଆଦିଲ୍ଲୀ: କାସିଫାଏର ପ୍ରଥମ ବ୍ରାଣ୍ଡ୍‌ ଆମ୍ବାସାଡାର ହେଲେ ଅଭିନେତା ରାଜ କୁମାର ରାଓ। ସ୍ମାର୍ଟଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ବିକ୍ରୟ ତଥା କ୍ରୟ କରୁଥିବା ପୁନ-ବାଣିଜ୍ୟ ବଜାର କ୍ୟାସିଫାଏ ମଙ୍ଗଳବାର ଦିନ ଅଭିନେତା ରାଜକୁମାର ରାଓଙ୍କୁ ଏହାର ପ୍ରଥମ ବ୍ରାଣ୍ଡ ଆମ୍ବାସାଡର…

ଫରହାନଙ୍କ ଜୀ ଲେ ଜରାରେ ପ୍ରିୟଙ୍କା, କ୍ୟାଟ୍ରିନା, ଆଲିୟା

ମୁମ୍ବାଇ: ଫରହାନ ଅଖତରଙ୍କ ଏକ୍ସେଲ ଏଂଟରଟେନମେଂଟ ଜୀ ଲେ ଜରା ନାମ ଏକ ବିଗ ବଜଟେ ଫିଲ୍ମର ଘୋଷଣା କରିଛି । ଦିଲ ଚାହତା ହେ ଓ ଜିନ୍ଦେଗୀ ନା ମିଲେଗି ଦୋବାରା ପରି ଫିଲ୍ମ କରିଥିବା ଫରହାନ ଏହାର ନିର୍ଦ୍ଦେଶନା ଦେବେ । ପ୍ରିୟଙ୍କା ଚୋପ୍ରା ଜୋନ୍ସ, କ୍ୟାଟ୍ରିନା କୈଫ ଓ ଆଲିୟା ଭଟ୍ଟ ମୂଖ୍ୟ…

ଫିଲ୍ମ ନିର୍ମାତା ହେବେ ବେବୋ

ମୁମ୍ବାଇ: ନୂଆ ଅବତାର‌ରେ ବେବୋ ତଥା କରୀନା କପୁର। ଫିଲ୍ମ ନିର୍ମାଣ କରିବେ କରୀନା। ସେ ଏକତା କପୁରଙ୍କ ସହ ମିଶି ଚଳଚ୍ଚିତ୍ର ନିର୍ମାତା ହାନସାଲ ମେହେଟ୍ଟାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟର ନିର୍ମାତା ହେବେ। ସେ ଏହି ଫିଲ୍ମରେ ଅଭିନୟ ମଧ୍ୟ କରିବେ। ଗତକାଲି କରୀନା କରଣ ଜୋହରଙ୍କ ସହ ଲାଇଭ୍…

ସୈଫିନାଙ୍କ ଘରେ ତୈମୁର ପରେ ଜାହାଙ୍ଗୀର….

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲୀ ଖାଁ କରୀନା କାପୁରଙ୍କ ଦ୍ୱିତୀୟ ସନ୍ତାନଙ୍କ ନାମକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୈଫିନା ସେମାନଙ୍କ ଦ୍ୱିତୀୟ ସନ୍ତାନର ନାମ ଜାହାଙ୍ଗୀର ରଖିଛନ୍ତି । ପ୍ରଥମ ସନ୍ତାନର ନାମ ତୈମୁର ରଖିବା ବେଳେ ଅନେକ…

ରଣଦୀପ ନା ଅକ୍ଷୟ! କିଏ ହେବ ନୀରଜ ଚୋପ୍ରାଙ୍କ ବାୟୋପିକ୍‌ର ଅଂଶ?

ନୂଆଦିଲ୍ଲୀ: ଐତିହାସିକ ଅଲିମ୍ପିକ୍ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣିଦେଇଛନ୍ତି ଆଥଲେଟ୍ ନୀରଜ ଚୋପ୍ରା।ଏକ ପୁରୁଣା ସାକ୍ଷାତକାରରେ ସେ କହିଥିଲେ ଯେ ଯଦି ତାଙ୍କ ବାୟୋପିକ୍‌ ନିର୍ମାଣ ହୁଏ ତେବେ ସେଥିରେ ଖିଲାଡି କୁମାର ଅର୍ଥାତ୍‌ ଅକ୍ଷୟ କୁମାର କିମ୍ବା ରଣଦୀପ ହୁଡା ତାଙ୍କ ଭୂମିକାରେ…