Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନିକ୍‌ଙ୍କ ସହ ସୁଖ ଦାମ୍ପତ୍ୟ ଜୀବନର ରହସ୍ୟ ଖୋଲିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ରେ ଅଭିନେତ୍ରୀ ପ୍ରିୟଙ୍କା ଚେପ୍ରା ଏବଂ ପତି ନିକ୍‌ଙ୍କ ଯୋଡି ବେଶ୍‌ ଲୋକପ୍ରିୟ। ତେବେ ଆମେରିକୀୟ ଗାୟକ-ଅଭିନେତା ନିକ ଜୋନାସଙ୍କୁ ବିବାହ କରିଥିବା ପ୍ରିୟଙ୍କା ଚୋପ୍ରା ଏକ ସୁଖମୟ ଦାମ୍ପତ୍ୟ ଜୀବନର ରାଜ୍‌ ଖୋଲିଛନ୍ତି। ଏ ନେଇ ପ୍ରିୟଙ୍କା କହିଛନ୍ତି ‌ଯେ ମୋର…

‘ଦ ଫ୍ୟାମିଲି ମ୍ୟାନ୍‌ ୨’ରେ ବ୍ୟାନ୍‌ ଲଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ: ନିକଟରେ ଦ ଫ୍ୟାମିଲି ମ୍ୟାନ୍‌ ସିଜିନ୍‌ ୨ର ଟ୍ରେଲର୍‌ ରିଲିଜ ହୋଇଛି। ଟ୍ରେଲର୍‌ ରିଲିଜ ହେବାର ଏଇ କିଛି ଦିନ ଭିତରେ ଏହାକୁ ଝଡ ସୃଷ୍ଟି ହୋଇଛି। ବହୁ ପ୍ରତିକ୍ଷୀତ ୱେବ୍‌ ସିରିଜ୍‌ ତଥା ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀଙ୍କ ଅଭିନୀତ 'ଦ ଫ୍ୟାମିଲି ମ୍ୟାନ୍‌ ୨'ରେ…

ଫିଲ୍ମ ‘ୟାରାନା’ର ଏହି ଗୀତ ସୁଟିଂକୁ ନେଇ ନିର୍ଦ୍ଦେଶକଙ୍କ ଉପରେ କାହିଁକି ରାଗି ଯାଇଥିଲେ ବିଗ୍‌ ବି

ନୂଆଦିଲ୍ଲୀ: ଏହି ଗୀତକୁ ନେଇ ରାଗି ଯାଇଥିଲେ ସଂଗୀତ ନିର୍ଦ୍ଦେଶକ ରାଜେଶ ରୋଶନ। ଏହାକୁ ନେଇ ଏକ ବଡ଼ କାହାଣୀ ମଧ୍ୟ ରହିଛି। ‌ଫିଲ୍ମ ୟାରାନାର ଲୋକପ୍ରିୟ ଗୀତ 'ଛୁଁକର୍‌ ମେରେ ମନ୍‌ କୋ' ଗୀତ ସୁଟିଂ ସମୟରେ ଅମିତାଭ ବଚ୍ଚନ ଭୀଷଣ ରାଗି ଯାଇଥିଲେ। ଏ ନେଇ ନିର୍ଦ୍ଦେଶକ ରାଜେଶ ରୋଶନ…

ଟାଇଗର୍‌, କ୍ରିତିଙ୍କ ଫିଲ୍ମି ସଫର୍‌; ବଲିଉଡ୍‌ରେ ପୂରିଲା ୭ ବର୍ଷ; ଏକାଠି କରିଥିଲେ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରଫ୍‌ ଏବଂ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କୁ ଆଜି ବଲିଉଡ୍‌ରେ ୭ ବର୍ଷ ପୂରିଛି। ଏହି ଦୁଇ କଳାକାର ଫିଲ୍ମ ହିରୋପନ୍ଥୀରେ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଆଜି ହିରୋପନ୍ଥୀ ରିଲିଜ୍ ହେବାର ସାତ ବର୍ଷ ପୂରିଛି। ଏହି ଦୁଇ କଳାକାରଙ୍କ ପାଇଁ…

ପଛରେ ପଡ଼ିଲା ସଲମାନଙ୍କ ‘ରାଧେ’; ବାଜି ମାରିଲା ସଂଜୟ କପୁରଙ୍କ ‘ଦ ଲାଷ୍ଟ୍‌ ଆୱାର୍‌’

ନୂଆଦିଲ୍ଲୀ: ପଛରେ ପଡ଼ିଲା ସଲମାନ ଖାନଙ୍କ ଫିଲ୍ମ 'ରାଧେ'। ବାଜି ମାରିଲା ସଂଜୟ କପୁରଙ୍କ ୱେବ୍‌ ସିରିଜ୍‌ 'ଦ ଲାଷ୍ଟ୍‌ ଆୱାର୍‌'। ସଲ୍‌ମାନଙ୍କ 'ରାଧେ'ଠୁ 'ଦ ଲାଷ୍ଟ୍‌ ଆୱାର୍‌'କୁ ଆଇଏମ୍‌ଡିବିର ଭଲ ରେଟିଂ ମିଳିଥିବା ସୂଚନା ମିଳିଛି। 'ରାଧେ' ବିଦେଶରେ ବେଶ୍‌ ଭଲ ରୋଜଗାର କରୁଥିବାବେଳେ…

ଅଗଷ୍ଟ ୧୫ରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ଫିଲ୍ମ “ସୂର୍ଯ୍ୟବଂଶୀ” ଏବଂ ”ବେଲ ବଟମ୍”!

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଖିଲାଡି କୁମାର ଓରଫ୍‌ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ସୂର୍ଯ୍ୟବଂଶୀ ଏବଂ ବେଲ୍‌ ବଟମ୍‌ର ମଜା ନେଇପାରିବେ ଦର୍ଶକ। ଏ ନେଇ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର ପୂର୍ବରୁ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି ଏବଂ ତାଙ୍କର ଆଗାମୀ ଦୁଇଟି…

ରିଲିଜ ପୂର୍ବରୁ ୪୭୫ ଏବଂ ପରେ ୩୨୫ କୋଟି ଟଙ୍କା ଆୟ କରିସାରିଲାଣି ରାଜମୌଲୀଙ୍କ ଆରଆରଆର!

ମୁମ୍ବାଇ: ରାଜମୌଲୀଙ୍କ ପିରିୟଡ ଡ୍ରାମା ଫିଲ୍ମ ଆରଆରଆର ରିଲିଜ ପୂର୍ବରୁ ଏବଂ ପରେ କୋଟି କୋଟି ଟଙ୍କା ଆୟ କରି ସାରିଲାଣି । ପପୁଲାର ଏଂଟରଟେନମେଂଟ ନେଟୱାର୍କର ମୁଖ୍ୟ ଜୟନ୍ତୀଲାଲ ଗଡା ୪୭୫ କୋଟିର ସମସ୍ତ ଭାଷାର ଡିଜିଟାଲ, ସ୍ୟାଟେଲାଇଟ ଓ ଇଲେକ୍ଟ୍ରୋନିକ ରାଇଟ୍ସ କ୍ରୟ କରିଥିବା ନେଇ…

ଗାୟିକା ‌ଶ୍ରେୟା ଘୋଷାଲଙ୍କ ଘରକୁ ଆସିଲା ନୂଆ ଅତିଥି

ନୂଆଦିଲ୍ଲୀ: ମା' ହେଲେ ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ। ସେ ଶନିବାର ଏକ ପୂତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଶିଶୁ ପୂତ୍ରକୁ ସ୍ବାଗତ କରି ସେ ଏବଂ ପତି ଶିଲାଦିତ୍ୟ ‘ଅତ୍ୟନ୍ତ ଆନନ୍ଦିତ’ ବୋଲି ସେ ଉଲ୍ଲେଖ କରିଛନ୍ତି। ଇନଷ୍ଟାଗ୍ରାମରେ ଶ୍ରେୟା ଏହି ଖୁସି ଖବର ପ୍ରଶଂସକଙ୍କୁ ଦେବା…

ମା’ ହେବେ ଅଭିନେତ୍ରୀ ଚାରୁ

ନୂଆଦିଲ୍ଲୀ: ଟେଲି ଅଭିନେତ୍ରୀ ଚାରୁ ଆସୋପା ସେନ୍‌ ଖୁବ୍‌ ଶୀଘ୍ର ମା' ହେବାକୁ ଯାଉଛନ୍ତି। ଖୁବ୍‌ ଶୀଘ୍ର ତାଙ୍କ କୋଳକୁ ଆସିବ ନୂଆ ଅତିଥି। ତେବେ ଏନେଇ ଅଭିନେତ୍ରୀ ଚାରୁ ଏବଂ ତାଙ୍କ ପତି ରାଜୀବ ସେନ୍‌ ସୋସିଆଲ୍‌ ମିଡିଆରେ ଘେଷଣା କରିଛନ୍ତି। ରାଜୀବ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ…

ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ରାମ ଲକ୍ଷ୍ମଣଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା ରଚୟିତା ରାମ ଲକ୍ଷ୍ମଣଙ୍କ ଦେହାନ୍ତ ହୋଇଛି। ନାଗପୁରରେ ଥିବା ତାଙ୍କ ବାସଭବନରେ ହୃଦଘାତ ହେତୁ ଶନିବାର ସକାଳେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବୟସ ହୋଇଥିଲା। ମୃତ୍ୟୁ ଖବର ନେଇ ତାଙ୍କ ପରିବାର ପକ୍ଷରୁ…