Latest Odisha News

BREAKING NEWS

Browsing Category

ମନୋରଞ୍ଜନ

Abhijit Majumdar: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ; ଘରୋଇ ହସ୍ପିଟାଲରେ ଭର୍ତ୍ତି

କଟକ:ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସଂଗୀତକାର ଅଭିଜିତ ମଜୁମଦାର ଅସୁସ୍ଥ । ଚିକିତ୍ସା ନିମନ୍ତେ କଟକର ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି । ଗତ କିଛି ଦିନ ଧରି ତାଙ୍କର…

ଓସ୍କାର ଦୌଡ଼ରେ ଓଡ଼ିଶାର ପାଇକ ବିଦ୍ରୋହରୁ ପ୍ରେରିତ କାହାଣୀ

ଭୁବନେଶ୍ୱର: ପାପୁଆ ନ୍ୟୁ ଗିନିର ପ୍ରଥମ ଚଳଚ୍ଚିତ୍ର ‘ପାପା ବୁକା’ ୯୮ତମ ଓସ୍କାରରେ ‘ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର’ ବିଭାଗରେ ମନୋନୀତ ହୋଇ ଇତିହାସ ରଚିଛି। ଓଡ଼ିଶାର ପାଇକ ବିଦ୍ରୋହରୁ ପ୍ରେରିତ ଏହି ଚଳଚ୍ଚିତ୍ର ଓଡ଼ିଆ ନିର୍ମାତା ଅକ୍ଷୟ କୁମାର ପରିଜାଙ୍କ ସହ-ନିର୍ମାଣରେ ତିଆରି ହୋଇଛି।…

କୁଇନ ୨, ତନୁ ୱେଡସ ମନୁ ୩ ପାଇଁ ପ୍ରସ୍ତୁତି ଆରମ୍ଭ କଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ ଓ ବିଜେପି ନେତ୍ରୀ କଙ୍ଗନା ରାନାୱତ ବଲିଉଡର ଜଣେ ପ୍ରତିଷ୍ଠିତ କଳାକାର । ସେ ଜାତୀୟ ପୁରସ୍କାର ଜିତିବା ସହ ଅନେକ ହିଟ ଫିଲ୍ମ ଦେଇଛନ୍ତି । ତାଙ୍କର ବହୁଚର୍ଚ୍ଚିତ ଫିଲ୍ମ କୁଇନ ଓ ତନୁ ୱେଡସ ମନୁ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବା ସହ ଲୋକଙ୍କୁ ପସନ୍ଦ ଆସିଥିଲା । ଏବେ…

Govinda & Sunita: ଗଣପତି ବିସର୍ଜନରେ ଏକାଠି ଝୁମୁଥିବାର ନଜର ଆସିଲେ ସୁନିତା-ଗୋବିନ୍ଦା, ଛାଡପତ୍ର ଗୁଜବରେ…

ମୁମ୍ବାଇ: ଏବେ ଗଣେଶ ଚତୁର୍ଥୀରେ ମାତିଛି ପୂରା ବଲିଉଡ୍ । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସମୟରେ, ହିରୋ ନମ୍ବର ଓ୍ବାନ ଷ୍ଟାର ଗୋବିନ୍ଦା ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ତାଙ୍କ ପରିବାର ସହିତ ବପ୍ପାଙ୍କୁ ବିଦାୟ ଦେଇଥିବାର ଭିଡିଓ ଏବେ ଭାଇରାଲ…

ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ସାଉଥ୍ ସୁପରଷ୍ଟାର ନନ୍ଦମୁରୀ ବାଲକ୍ରିଷ୍ଣ

ନୂଆଦିଲ୍ଲୀ: ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ବନାଇଛନ୍ତି ତେଲୁଗୁ ଅଭିନେତା ନନ୍ଦମୁରୀ ବାଲକ୍ରିଷ୍ଣ। ଭାରତୀୟ ସିନେମାରେ ମୁଖ୍ୟ ଅଭିନେତା ଭାବରେ ୫୦ ବର୍ଷର ଚମତ୍କାର କ୍ୟାରିଅର ପାଇଁ ରେକର୍ଡସ କରିଛନ୍ତି। ଏନେଇ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍‌ର ସିଇଓ ସନ୍ତୋଷ ଶୁକ୍ଲା…

ୱାର ୨ ପରେ ବନ୍ଦ ହୋଇଗଲା କି ଜୁନିୟର ଏନଟିଆରଙ୍କ ଏଜେଂଟ ବିକ୍ରମ

ମୁମ୍ବାଇ: ହ୍ରିତିକ ରୋଶନ ଓ ଜୁନିୟର ଏନଟିଆର ଅଭିନୀତି ୱାର ୨ ଫିଲ୍ମ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ନିରାଶ କରିଛି । ୟଶରାଜ ଫିଲ୍ମସର ଏହି ବହୁ ପ୍ରତୀକ୍ଷୀତ ଫିଲ୍ମ ଫ୍ଲପ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୟଶରାଜ ସ୍ପାଇ ୟୁନିଭର୍ସ ଏଥିସହ ଅସୁବିଧାରେ ପଡି ଯାଇଛି । ଜୁନିୟର…

ମିଳିଲା ଗ୍ରୀନ ସିଗ୍ନାଲ; ଖୁବଶୀଘ୍ର ରିଲିଜ ହେବ ଯୋଗୀଙ୍କ ‘ଅଜୟ’

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ରିଲିଜ ପାଇଁ ବର୍ତ୍ତମାନ୍ ବମ୍ୱେ ହାଇକୋର୍ଟ ତରଫରୁ ସବୁଜ ସଂକେତ ମିଳିଯାଇଛି। ନିର୍ମାତା ମାନେ ଖୁବ୍ ଶୀଘ୍ର ଫିଲ୍ମର ରିଲିଜ ଡେଟ୍ ନେଇ ଘୋଷଣା କରିବେ। ସୂଚନା ଅନୁଯାୟୀ, କୋର୍ଟରେ ଆବେଦନକାରୀ…

ପିତାମାତା ହେବାକୁ ଯାଉଛନ୍ତି ପରିଣୀତି-ରାଘବ, ଭାବବିହ୍ୱଳ ପୋଷ୍ଟ ସେୟାର କଲେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଢ଼ା ବିବାହର ଦୁଇ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି। ନିକଟରେ ପରିଣୀତି ଓ ତାଙ୍କ ସ୍ୱାମୀ ରାଘବ କପିଲ ଶର୍ମାଙ୍କ କମେଡି ଶୋ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ'ରେ ଆସିଥିବା ବେଳେ ତାଙ୍କ ଗର୍ଭଧାରଣକୁ ନେଇ ଅନେକ…

Parineeti & Raghav announce pregnancy: ମାଆ ହେବେ ପରିଣୀତି ଚୋପ୍ରା, ଇନଷ୍ଟାରେ ଖୁସି ଖବର ଦେଇ ଲେଖିଲେ-…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଶିରୋନାମାରେ ରହିଥାନ୍ତି। ଏବେ ଏହି ଦମ୍ପତି ପ୍ରଶଂସକମାନଙ୍କୁ ଏପରି ଏକ ଖୁସି ଖବର ଦେଇଛନ୍ତି ଯାହାର ଅପେକ୍ଷା ବହୁତ ଦିନ ଧରି ଥିଲା। ବିବାହର ୨ ବର୍ଷ ପରେ, ପରିଣୀତି ଚୋପ୍ରା ଏବଂ ରାଘବ…

ଦୀର୍ଘ ଦିନ ପରେ ଏକତ୍ର ଫିଲ୍ମ କରିବେ ଅକ୍ଷୟ, ସୈଫ

ମୁମ୍ବାଇ: ବଲିଉଡର ଦୁଇ ଲୋକପ୍ରିୟ ଷ୍ଟାର ଅକ୍ଷୟ କୁମାର ଓ ସୈଫ ଅଲୀ ଖାଁ ଆରଜୁ, ତୁ ଚୋର ମେଁ ସିପାହୀ ଓ କୀମତ ପରି ଫିଲ୍ମ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ଅବଶ୍ୟ ସେମାନଙ୍କୁ ଆଉ ଏକତ୍ର ଦେଖିବାକୁ ମିିଳି ନ ଥିଲା । ବଲିଉଡରେ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ୧୮ ବର୍ଷ…