Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁସ୍ଥ ହେଲେ କ୍ୟାଟ୍ରିନା

ନୂଆଦିଲ୍ଲୀ: ସୁସ୍ଥ ହେଲେ ଅଭି‌ନେତ୍ରୀ କ୍ୟାଟ୍ରିନା କୈଫ। ସେ ୧୭ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ।ଏହି ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି। କ୍ୟାଟ୍ରିନା କୈଫ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ଯେ ତାଙ୍କ କରୋନା…

‘ଦୋସ୍ତାନା ୨’ରୁ ଆଉଟ୍‌ ହେବା ପରେ କାର୍ତ୍ତିକଙ୍କୁ ଅନ୍‌ଫଲୋ କଲେ କରଣ?

ନୂଆଦିଳ୍ଲୀ: 'ଦୋସ୍ତାନା ୨'ରୁ ବାହାରିବା ପରେ କରଣ ଜୋହର କାର୍ତ୍ତିକ ଆର୍ଯ୍ୟନଙ୍କୁ ଅଣଦେଖା କରିଥିବା ଜଣାଯାଇଛି। ଶୁକ୍ରବାର ଦିନ କରଣଙ୍କ ଧର୍ମା ପ୍ରଡକ୍ସନ୍ସ ଦ୍ୱାରା ପ୍ରସ୍ତୁତ ଦୋସ୍ତାନା ସିକ୍ୱେଲରେ କାର୍ତ୍ତିକଙ୍କୁ ଆଉଟ୍‌ କରାଯାଇଥିବା ଜଣାଯାଇଛି। ଏହାର କାରଣକୁ ନେଇ ନିର୍ମାତା କିମ୍ବା…

ଭେଟେରାନ୍ ତାମିଲ ଅଭିନେତା ବିବେକଙ୍କ ଦେହାନ୍ତ

ଚେନ୍ନାଇ: ତାମିଲ ଅଭିନେତା ବିବେକଙ୍କର ଶନିବାର ଚେନ୍ନାଇରେ ଦେହାନ୍ତ ହୋଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ଅନୁଯାୟୀ ଚେନ୍ନାଇ ଡାକ୍ତରଖାନାରେ ସକାଳ ୪:୪୫ରେ ହୃଦଘାତ ପରେ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତରଙ୍କ…

ଫ୍ୟାଶନ୍‌ ଡିଜାଇନର୍ ମନୀଷ ମଲ୍‌ହୋତ୍ରା କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍‌ ଫ୍ୟାଶନ୍‌ ଡିଜାଇନର୍ ମନୀଷ ମଲହୋତ୍ରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ସେ ସୂଚନା ଦେଇଛନ୍ତି ଯେ ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍ ଆସିଛି। ଏହାସହ ସେ ଏବେ କ୍ବାରେଣ୍ଟାଇନ୍‌ରେ ରହିଥିବା ମଧ୍ୟ କହିଛନ୍ତି। ଏହାଛଡ଼ା ସେ…

ଏହି ଦିନ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ କରିବ ମୁଭି ‘ସାଇନା’

ମୁମ୍ବାଇ: ମାର୍ଚ୍ଚ ୨୬ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ପରିଣୀତି ଚୋପ୍ରାଙ୍କ 'ସାଇନା' ଫିଲ୍ମ ଖୁବ ଶୀଘ୍ର ଆମାଜନ ପ୍ରାଇମ ଭିଡିଓରେ ରିଲିଜ କରିବ। ଭାରତୀୟ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ସାଇନା ନେହୱାଲଙ୍କ ବାୟୋପିକ୍ ଏପ୍ରିଲ୍ ୨୩ ରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ଏହି…

‘ଦୋସ୍ତାନା ୨’ରୁ ଆଉଟ୍‌ ହେଲେ କାର୍ତ୍ତିକ

ମୁମ୍ବାଇ: ୨୦୧୮ରେ କରଣ ଜୋହରଙ୍କ ଦୋସ୍ତାନା ୨ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଥିବା କାର୍ତ୍ତିକ ଆର୍ଯ୍ୟନ ବର୍ତ୍ତମାନ ଫିଲ୍ମରୁ ବାହାରିଯାଇଛନ୍ତି। ତେବେ କାର୍ତ୍ତିକ ଆର୍ଯ୍ୟନଙ୍କୁ କିଏ ଏହି ଫିଲ୍ମରୁ ବାହାର କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ତାରିଖର ଧାର୍ଯ୍ୟ ନଥିବାରୁ…

ସୁସ୍ମିତା ଦାସଙ୍କ କଣ୍ଠରେ ଶୁଭିବ ‘ପ୍ରେମର ପରିଭାଷା’

ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଅୟିଗିରି ନନ୍ଦିନୀ ଗୀତର ବିପୁଳ ସଫଳତା ପରେ ଆଉ ଏକ ସୁନ୍ଦର ସଙ୍ଗୀତ ଭେଟି ଦେବାକୁ ଯାଉଛନ୍ତି । ନିର୍ଦ୍ଦେଶକ ରାଜେଶ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପ୍ରସିଦ୍ଧ କବି ମାୟାଧର ମାନସିଂଙ୍କ କବିତା 'ପ୍ରେମର ଭାଷା'କୁ ସେ ସଙ୍ଗୀତର…

ନିଜ ଆଗାମୀ ଚଳଚ୍ଚିତ୍ରର ଘୋଷଣା କଲେ ଅଜୟ ଦେବଗନ

ମୁମ୍ବାଇ: ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ୍‌ ଅଜୟ ଦେବଗନ୍ ତାଙ୍କ ନୂଆ ଚଳଚ୍ଚିତ୍ର 'ଗୋବାର' ବିଷୟରେ ଘୋଷଣା କରିଛନ୍ତି। ଏହି ସିନେମାର ନିର୍ଦ୍ଦେଶନା ଦେବେ ସବଲ ଶିଖାୱତ୍‌ ଏବଂ ସିଦ୍ଧାର୍ଥ ରୟ କପୁର। ଅଜୟ ଇନଷ୍ଟାଗ୍ରାମରେ ଏହି ଫିଲ୍ମ ବିଷୟରେ ଘୋଷଣା କରିଥିଲେ। ସେ ସିଦ୍ଧାର୍ଥ ଏବଂ ସବଲଙ୍କ…

ଦ୍ୱିତୀୟ ସନ୍ତାନର ପ୍ରଥମ ଝଲକ ଦେଖାଇଲେ କରୀନା!

ମୁମ୍ବାଇ: କରୀନା କପୁର ଖାନ ତାଙ୍କ ଦ୍ବିତୀୟ ସନ୍ତାନର ପ୍ରଥମ ଝଲକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କରୀନା ଏକ ଆକର୍ଷଣୀୟ ଫଟୋ ପୋଷ୍ଟ କରିଛନ୍ତି ଯେଉଁଠାରେ ତୈମୁର ଅଲି ଖାନ ଏବଂ ସୈଫ ଅଲି ଖାନ ନବଜାତ ଶିଶୁଙ୍କ ସହ ଖେଳୁଥିବାର ନଜର ଆସିଛନ୍ତି। କିନ୍ତୁ କରୀନାଙ୍କ ଏହି ପୋଷ୍ଟରେ…

ଭାଇରାଲ ହେଉଛି ସୋନୁ ସୁଦଙ୍କ ଆଉ ଏକ ନୂଆ ଟାଲେଣ୍ଟ; ଦେଖନ୍ତୁ ଭିଡିଓ‌

ନୂଆଦିଲ୍ଲୀ: ସୋନୁ ସୁଦଙ୍କ ଆଉ ଏକ ନୂଆ ଟାଲେଣ୍ଟ ଦେଖିବାକୁ ମିଳିଛି। ସେ ଏକ ବିବାହ ବ୍ୟାଣ୍ଡ ବଜାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସେ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମ ସେୟାର କରି ପ୍ରଶଂସକଙ୍କୁ ବୁକିଂ ପାଇଁ ନିମନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର୍‌ କରି ସୋନୁ…