Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଜାଜ ଖାଁଙ୍କୁ ଅଟକ ରଖିଲା ଏନସିବି

ମୁମ୍ବାଇ: ନିଶା କାରୋବାରରେ ଲିପ୍ତ ଥିବା ଅଭିଯୋଗରେ ମଙ୍ଗଳବାର ନାର୍କୋଟିକ୍ସ କଂଟ୍ରୋଲ ବୋର୍ଡ (ଏନସିବି) ଅଭିନେତା ଅଜାଜ ଖାଁଙ୍କୁ ଗିରଫ କରିଛି । ମୁମ୍ବାଇ ବିମାନବନ୍ଦରରେ ଏନସିବି ତାଙ୍କୁ ଅଟକ ରଖିଥିଲା । ଡ୍ରଗ୍ସ ପ୍ୟାଡଲର ଶାଦାବ ବଟାଟାଙ୍କ ପୁତ୍ର ଶଦାବ ବଟାଟା ଗିରଫ ହେବା ପରେ ଅଜାଜଙ୍କ…

ଆଙ୍କର୍‌ଙ୍କ ହିନ୍ଦୀ କହିବା ଶୈଳୀକୁ ଥଟ୍ଟା କରି ଟ୍ରୋଲ୍‌ ହେଲେ ଏ.ଆର୍ ରହମାନ

ନୂଆଦିଲ୍ଲୀ: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍ ରହମାନ ବର୍ତ୍ତମାନ କିଛି କଥା ପାଇଁ ଏବେ ସୋସିଆଲ୍‌ ମିଡିଆରେ ‌ଟ୍ରୋଲ୍‌ର ଶିକାର ହେଉଛନ୍ତି। ବାସ୍ତବରେ, ନିକଟରେ ଏ ଆର୍ ରହମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର '୯୯ ସଙ୍ଗ୍‌ସ'ର ପ୍ରମୋସନ୍ ପାଇଁ ପହଞ୍ଚିଥିଲେ। ଯେଉଁଥିରେ କିଛି ଘଟଣା…

ଘୁଞ୍ଚିଲା ଫିଲ୍ମ ‘ଚେହ୍‌ରେ’ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ଘୁଞ୍ଚିଲା ଫିଲ୍ମ 'ଚେହ୍‌ରେ'ର ରିଲିଜ ଡେଟ୍‌। ସମଗ୍ର ଦେଶରେ କୋଭିଡ-୧୯ ମାମଲା ସଂଖ୍ୟା ବୃଦ୍ଧି ହେତୁ ଅମିତାଭ ବଚ୍ଚନ, ଇମ୍ରାନ ହାସମି ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଳ୍ମ 'ଚେହ୍‌ରେ' ରିଲିଜ ତାରିଖ ସ୍ଥଗିତ ରଖାଯାଇଛି। ଏହି ଫିଲ୍ମର ନିର୍ମାତାମାନେ ଏକ ବିବୃତ୍ତି…

ନୂଆ ରୂପରେ ପ୍ରଶଂସକଙ୍କ ମନ ମୋହିଲେ ଅକ୍ଷୟ କୁମାର

ମୁମ୍ବାଇ: ହୋଲିର ଗୋଟିଏ ପରେ ଅକ୍ଷୟ କୁମାରଙ୍କ 'ରାମ ସେତୁ' ସୁଟିଂ ଆରମ୍ଭ କରିଛନ୍ତି। ଏହି ସମୟରେ ଅକ୍ଷୟ କୁମାରଙ୍କ ଭିନ୍ନ ଅବତାର ସାମ୍‌ନାକୁ ଆସିଛି। ଅକ୍ଷୟ କୁମାର ନିଜେ ସୋସିଆଲ ମିଡିଆରେ ଫିଲ୍ମରେ ତାଙ୍କ ଚରିତ୍ରର ପ୍ରଥମ ଲୁକ୍ ପ୍ରକାଶ କରିଛନ୍ତି। ଅକ୍ଷୟ ଏହି ଚଳଚ୍ଚିତ୍ରରେ ଜଣେ…

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନି

କଟକ: ଓଡ଼ିଆ ଫିଲ୍ମର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କ ପରଲୋକ ଘଟିଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଆଦେନି ଅନେକ ହିଟ୍ ଓଡ଼ିଆ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ…

ବୟସ ବଢିଛି, କିନ୍ତୁ ଥକି ପଡିନି ପାଦ.. ମନଖୋଲା କଥାରେ ଭେଟନ୍ତୁ ଓଡିଶୀ ଗୁରୁ ସୁଧାକର ସାହୁ

ଗୁରୁ ସୁଧାକର ସାହୁ, ବୟସ ୮୬ ଛୁଇଁଲାଣି । ଏବେ ବି ମଞ୍ଚରେ ମଞ୍ଚରେ ସେ ଓଡିଶୀ ନାଚନ୍ତି । ତାଙ୍କୁ ବିଶ୍ୱରେ ସେ ସବୁଠୁ ବୟସ୍କ ଓଡିଶୀ ନୃତ୍ୟ ଶିଳ୍ପୀ କହିଲେ ଭୁଲ ହେବ ନାହିଁ । ଆଜିବି ସେ ନୃତ୍ୟଶିକ୍ଷା ଦେବା ପାଇଁ ରାଜ୍ୟ ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାର ଯଥା ଅହମ୍ମଦାବାଦ ଓ…

ଯାଦୁଗର ଅକ୍ଷୟଙ୍କ ଅତରଂଗୀ ରେ ଫିଲ୍ମର ଶୁଟିଂ ସମ୍ପୂର୍ଣ୍ଣ

ମୁମ୍ବାଇ:ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ଅତରଂଗୀ ରେ ଶୁଟିଂ ସମ୍ପୂର୍ଣ୍ଣ ହୋଇଛି । ଇନଷ୍ଟାଗ୍ରାମରେ ସେ ଏ ନେଇ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ସେ ଏଥିନେଇ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ସେ ଜଣେ ଯାଦୁଗରର ଭୂମିକା କରୁଥିବା ସ୍ପଷ୍ଟ ହୋଇଛି । ଆନନ୍ଦ ଏଲ ରାୟଙ୍କ…

ରିଲିଜ ହେଲା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଥମ ମ୍ୟୁଜିକ୍ ଭିଡିଓ

ନୂଆଦିଲ୍ଲୀ: ନୱାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଥମ ସିଙ୍ଗଲ୍ ମ୍ୟୁଜିକ୍‌ ଭିଡିଓ 'ବାରିଶ୍‌ କି ଜାଏ' ରିଲିଜ ହୋଇଛି। ଏହି ଗୀତରେ ଅଭିନେତ୍ରୀ ତଥା ଗାୟକ ସୁନନ୍ଦା ଶର୍ମା ମଧ୍ୟ ଅଭିନୟ କରିଛନ୍ତି। ଏହାର ସଙ୍ଗୀତ ସଂରଚନା କରିଛନ୍ତି ଜାନୀଙ୍କ। ଏହା ଦେଶୀ ମେଲୋଡିଜ୍ ବ୍ୟାନରରେ ନିର୍ମିତ।…

ଏହି ପିଢିର ସବୁଠୁ ଦାମିକା ଅଭିନେତା ହେଲେ କାର୍ତ୍ତିକ ଆର୍ଯ୍ୟନ୍!‌

ମୁମ୍ବାଇ: ବର୍ତ୍ତମାନର ବଲିଉଡରେ ସବୁଠୁ ଦାମିକା ଅଭିନେତା ଦୌଡରେ କାର୍ତ୍ତିକ ଆର୍ଯ୍ୟନ୍‌ ବେଶ୍‌ ଆଗରେ ରହିଥିବା ଜଣାପଡ଼ିଛି। ସେ ରାମ ମାଧବାନୀଙ୍କ ଆତଙ୍କୀ-ଥ୍ରୀଲର 'ଧମାକା' ପାଇଁ ୨୦ କୋଟି ପାରିଶ୍ରମିକ ନେଇଛନ୍ତି। ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ପ୍ୟାର କା ପଞ୍ଚନାମା' ସେ ୧.୨୫ ଲକ୍ଷ…

ନୂଆ ଅବତାରରେ ସନ୍ନି ଲିଓନି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନଙ୍କର ପ୍ରତ୍ୟେକ ଶୈଳୀ ସ୍ୱତନ୍ତ୍ର। ସନ୍ନି ଲିଓନଙ୍କ ଆଗାମୀ ମନସ୍ତାତ୍ତ୍ୱିକ ଥ୍ରୀଲର ଫିଲ୍ମ 'ଶେରୋ'ର ଟିଜର ରିଲିଜ ‌ହୋଇଛି। ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଟିଜର ବର୍ତ୍ତମାନ ପର୍ଯ୍ୟନ୍ତ ଅଢେଇ ଲକ୍ଷରୁ ଅଧିକ ଥର ଦେଖାସରିଲାଣି।…