Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆସନ୍ତା ବର୍ଷ ବଲିଉଡ୍‌କୁ ଫେରିବେ ପ୍ରିୟଙ୍କା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଶେଷ ଥର ପାଇଁ ୨୦୧୯ରେ ଦେଖିବାକୁ ମିଳିଥିଲା। ସୋନାଲି ବୋଷଙ୍କ ଚଳଚ୍ଚିତ୍ର 'ଦ ସ୍କାଏ ଇଜ୍‌ ପିଙ୍କ୍‌'ରେ ପ୍ରିୟଙ୍କାଙ୍କ ଅଭିନୟ ଶେଷ ଥର ପାଇଁ ଦେଖିଥିଲେ ଦର୍ଶକ। ତେବେ ପୁଣି ଥରେ ପିସିଙ୍କୁ ଆସନ୍ତା ବର୍ଷ ଦେଖିବାକୁ ମିଳିବ…

ଟିକା ନେଲା ପରେ କରୋନା ସଂକ୍ରମିତ ହେଲେ ଅଭିନେତା ପରେଶ ରାୱଲ

ନୂଆଦିଲ୍ଲୀ: କରୋନା ପୁଣି ଥରେ କାୟା ବିସ୍ତାର କରୁଛି। ଏଭଳି ପରିସ୍ଥିତିରେ ବଲିଉଡ ଚଳଚ୍ଚିତ୍ର ଶିଳ୍ପ ଉପରେ କୋଭିଡ-୧୯ ର ପ୍ରଭାବ ମଧ୍ୟ ବଢିବାରେ ଲାଗିଛି। ସମ୍ପ୍ରତି ବଲିଉଡ୍‌ ଅଭିନେତା ରଣବୀର କପୁର, କାର୍ତ୍ତିକ ଆର୍ଯ୍ୟନ୍, ମନୋଜ ବାଜପେୟୀ, ଆର ମାଧବନ୍ ଏବଂ ଆମୀର ଖାନଙ୍କର କରୋନା ଭାଇରସ୍…

ଆଗକୁ ଆସୁଛି ଓଡିଆ ଫିଲ୍ମ “ଲଭ ୟୁ ଜାନୁ”

ଭୁବନେଶ୍ୱର: ଆଗାମୀ ଦିନରେ ଓଲିଉଡ ଆଣୁଛି ଭିନ୍ନ ସ୍ୱାଦର ଫିଲ୍ମ ଲଭ ୟୁ ଜାନୁ । ନିକଟରେ ଏହି ଫିଲ୍ମର ଶୁଭ ମହୁରତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟଙ୍କ ସମେତ କ୍ରିଉ ମେମ୍ବର ଉପସ୍ଥିତ ଥିଲେ । ଦେବଜ୍ୟୋତି ପାତ୍ରଙ୍କ ନିର୍ଦ୍ଦେଶନାରେ ଏହି…

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଫିଲ୍ମ ‘ସାଇନା’, ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ଫିଲ୍ମ 

ନୂଆଦିଲ୍ଲୀ: ରିଲିଜ୍‌ ହେଲା ଚଳଚ୍ଚିତ୍ର ‘ସାଇନା’ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ହଲ୍କୁ ଆସିଛି ଫିଲ୍ମ । ଚଳଚ୍ଚିତ୍ରରେ ପରିଣୀତି ଜଣେ ଖେଳାଳି ଭୂମିକାରେ ନଜର ଆସିଛନ୍ତି । ସୋସିଆଲ୍‌ ମିଡିଆରେ ତାଙ୍କ ଦମଦାର ଅଭିନୟ ପ୍ରଶଂସକଙ୍କ କ୍ରେଜ ବଢାଉଛି । ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା…

କୁଇନ କଙ୍ଗନାଙ୍କୁ ମିଳିଲା ଜାମିନ

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତଙ୍କୁ ଜାମିନ ମିଳିଛି । ଗୀତିକାର ଜାଭେଦ ଅଖତାର ପକ୍ଷରୁ ତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରାଯାଇଥିଲା । କଙ୍ଗନା ୱାରେଂଟକୁ ଖାରଜ କରିବା ସହ ଜାମିନ ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । କୋର୍ଟ ତାଙ୍କ ଜାମିନ ମଂଜୁର କରିଛି । ଏକ…

ଫିଟ ମ୍ୟାନ ମିଲିନ୍ଦଙ୍କୁ ବି କରୋନା

ମୁମ୍ବାଇ: ବଲିଉଡର ଫିଟମ୍ୟାନ ଭାବେ ବିବେଚିତ ମିଲିନ୍ଦ ସୋମନ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅସୁସ୍ଥ ଅନୁଭବ କରିବାରୁ ସେ ନିଜ ଟେଷ୍ଟ କରାଇଥିଲେ ଏବଂ ଏହା ପଜିଟିଭ ଆସିଛି । ସୋସିଆଲ ମିଡିଆରେ ମିଲିନ୍ଦ ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ମୁଁ ଏବେ କ୍ୱାରେଂଟାଇନରେ ରହିଛି । ଯଦି…

ଘୁଞ୍ଚିଲା ‘ବଣ୍ଟି ଔର୍‌ ବବ୍ଲି‌ ୨’ର ରିଲିଜ୍ ଡେଟ୍‌

ମୁମ୍ବାଇ: ସାରା ଦେଶରେ କରୋନାଭାଇରସ୍ ମାମଲା ବୃଦ୍ଧି ହେତୁ ରାନୀ ମୁଖାର୍ଜୀ, ସୈଫ ଅଲ୍ଲୀ ଖାନ୍, ସିଦ୍ଧାନ୍ତ ଚତୁର୍ବେଦୀ, ଶର୍ଭରୀ-ଅଭିନୀତ 'ବଣ୍ଟି ଔର୍‌ ବବଲି ୨' ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ବଣ୍ଟି ଔର୍‌ ବବଲି ୨ ନିର୍ମାତା ଆଦିତ୍ୟ ଚୋପ୍ରା ଫିଲ୍ମ ରିଲିଜକୁ ସ୍ଥଗିତ…

ଗୋଟିଏ ଫିଲ୍ମ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିବେ ୩ ଷ୍ଟାର କିଡ୍ସ !

ମୁମ୍ବାଇ: ୩ ଷ୍ଟାର କିଡ୍ସ ଗୋଟିଏ ଫିଲ୍ମ ମାଧ୍ୟମରେ ସେମାନଙ୍କ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ସେମାନେ ହେଲେ ସଲମାନ ଖାଁଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ, ସନୀ ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲ ଓ ସୁରଜ ବଡଜାତ୍ୟାଙ୍କ ପୁତ୍ର ଅବନୀଶ । ରାଜବୀର ଓ ଅଲିଜେହ ଫିଲ୍ମର ହିରୋ ଏବଂ…

ଅଭିନେତା ଆର୍‌ ମାଧବନ୍ କୋଭିଡ୍‌ ପଜିଟିଭ୍

ନୂଆଦିଲ୍ଲୀ: ଚଳଚ୍ଚିତ୍ର ୩ ଇଡିୟଟ୍ସ୍‌ ଲୋକପ୍ରିୟ ଅଭିନେତା ଆର୍‌ ମାଧବନ୍‌ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ତାଙ୍କ ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି। ମାର୍ଚ୍ଚ ୨୪ ବୁଧବାର ଦିନ ଆମୀର ଖାନଙ୍କ କରୋନା ସଂକ୍ରମିତ…

ଦବଙ୍ଗଷ୍ଟାର ସଲମାନ ଖାନ୍ ନେଇଛନ୍ତି କରୋନା ଟିକା 

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ୍ ନେଇଛନ୍ତି କରୋନା ଟିକା । ସେ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସଲ୍ଲୁ ଭାଇ ।  ସେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ପହଞ୍ଚି ଟିକା ନେଇଛନ୍ତି ।  ଦେଶରେ କରୋନା ଏବେ ପୁଣି ତାର କାୟା ମେଲାଇଛି । ଧୀରେ…