Latest Odisha News
Browsing Category

ମନୋରଞ୍ଜନ

ଅଗଷ୍ଟରେ ପ୍ରେକ୍ଷାଳୟକୁ ଆସିବ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅତ୍‌ରଙ୍ଗୀ ରେ’

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ଅନ୍ନନ୍ଦ ଏଲ୍ ରାୟ ଆସନ୍ତା ଅଗଷ୍ଟ ୬ ରେ ଅକ୍ଷୟ କୁମାର, ସାରା ଅଲି ଖାନ ଏବଂ ସାଉଥ୍‌ ହିରୋ ଧନୁଷଙ୍କ ଅଭିନୀତ ତାଙ୍କର ଆଗାମୀ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଅତ୍‌ରଙ୍ଗୀ ରେ' ମୁକ୍ତିଲାଭ କରିବ। ଅଗଷ୍ଟ ୬, ୨୦୨୧ ରେ ଆର୍ ରହମାନ ମ୍ୟୁଜିକାଲ୍ ପରଦାରେ ଆସିବ…

ଓସ୍କାର ଦୌଡରେ ନୀଳ ମାଧବ ପଣ୍ଡାଙ୍କ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’

ଭୁବନେଶ୍ବର : ଓଡ଼ିଆ ସୀନେ ଜଗତ ପାଇଁ ଖୁସି ଖବର । କାରଣ ପ୍ରଥମ ଥର ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ । ନୀଳ ମାଧବ ପଣ୍ଡାଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମକୁ ଜେନେରାଲ କାଟେଗୋରୀର…

ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ୧୬ କୋଟି ଟଙ୍କାର ଛାତ୍ରବୃତ୍ତି ଘୋଷଣା କରିଛନ୍ତି ଅଭିନେତା ବିବେକ…

ମୁମ୍ୱାଇ: ଚଳଚ୍ଚିତ୍ର ଅଭିନେତା ବିବେକ ଓବରୋଇ ଏକ ଅଭିଯାନ ଆରମ୍ଭ କରିଛନ୍ତି ଯେଉଁଥିରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ୧୬ କୋଟି ଟଙ୍କାର ଶିକ୍ଷାଗତ ବୃତ୍ତି ଆବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ ହିତାଧିକାରୀମାନେ ଭାରତର ଗ୍ରାମାଞ୍ଚଳର କୃଷକଙ୍କ ସନ୍ତାନ ହେବେ। ଏହି…

ଏହି ଦିନ ରିଲିଜ କରିବ ଅକ୍ଷୟ କୁମାରଙ୍କ ଥ୍ରୀଲର୍‌ ମୁଭି ‘ବେଲବଟମ୍’

ନୂଆଦିଲ୍ଳୀ: ଅକ୍ଷୟ କୁମାରଙ୍କ ଆଗାମୀ ଥ୍ରୀଲର ମୁଭି 'ବେଲବଟମ୍' ର ରିଲିଜ୍ ତାରିଖ ଘୋଷଣା ହୋଇଛି। ଏଥିରେ ଅକ୍ଷୟଙ୍କୁ ଏକ ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ମେ ୨୮ ରେ ରିଲିଜ କରିବ। ୧୯୮୦ ଦଶକରେ ବିମାନ ଅପହରଣର କାହାଣୀ ଉପରେ ଫିଲ୍ମ ବେଲବଟମ୍ ଆଧାରିତ।…

ଏମ.ଜେ ଆକବର ଏବଂ ପ୍ରିୟା ରମାନି ‘ମିଠୁ’ ମାମଲା; ପ୍ରିୟାଙ୍କ ସାହସ ଏବଂ ନିଷ୍ଠାକୁ ପ୍ରଶଂସା କଲେ…

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଜଗତରେ #MeToo ପ୍ରସଙ୍ଗକୁ ନେଇ ତନୁଶ୍ରୀ ଦତ୍ତା ଏମିତି ପ୍ରତିକ୍ରିୟା ଦେଇଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମ.ଜେ ଆକବରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାରେ ପ୍ରିୟା ରମଣୀଙ୍କୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପୂର୍ବତନ…

ଏହି କାରଣ ଯୋଗୁ ପୋଷା କୁକୁର ‘ଜିନୋ’ର ଇନ୍‌ଷ୍ଟା ଆକାଉଣ୍ଟ୍‌ ବ୍ୟବହାର କରିପାରିବେନି ପ୍ରିୟଙ୍କା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ ନିକ ଜୋନାସ ନିକଟରେ ପ୍ରକାଶ କରିଛନ୍ତି ଯେ ସେମାନଙ୍କୁ ସେମାନଙ୍କର ପୋଷା କୁକୁର ଜିନୋଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟବହାରକୁ ବାରଣ କରାଯାଇଛି। ହେଲେ କଣ ରହିଛି ଏହା ପଛର କାରଣ। ନିକ୍‌ ପ୍ରିୟଙ୍କାଙ୍କୁ ପୋଷା କୁକୁର…

ଶାଶୁଙ୍କ ଜନ୍ମଦିନରେ ଭାବପ୍ରବଣ ହୋଇପଡ଼ିଲେ କାଜୋଲ୍‌; କହିଲେ ଏମିତି କଥା

ନୂଆଦିଲ୍ଲୀ: କାଜୋଲ ଏବଂ ଅଜୟ ଦେବଗନ ହେଉଛନ୍ତି ବଲିଉଡର ଆଇଡଲ ସେଲିବ୍ରିଟି ଦମ୍ପତି। ଉଭୟଙ୍କ ଯୋଡି ବଲିଉଡ୍‌ର ଏକ ହିଟ୍‌ ଯୋଡ଼ି। ତେବେ କାଜୋଲ ତାଙ୍କ ଶାଶୁ ଏବଂ ଅଜୟ ଦେବଗାନଙ୍କ ମା ବୀଣା ଦେବଗନଙ୍କ ଅତି ନିକଟତର। ଫେବୃଆରୀ ୧୯ରେ, ବୀଣା ଦେବଗନଙ୍କ ଜନ୍ମଦିନରେ, କାଜୋଲ ତାଙ୍କର ଏକ ଫଟୋ…

ସୁସ୍ଥ ହେବା ପାଇଁ ମ୍ୟୁଜିକ୍‌ ଥେରାପି ନେଉଛନ୍ତି ଅଭିନେତା ରାହୁଲ ରୟ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରାହୁଲ ରୟ ଅତୀତରେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। ଏବେ ସେ ସେଥିରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ମସ୍ତିଷ୍କ ଆଘାତ ଲାଗିଥିବା ସମୟରେ ରାହୁଲ କାର୍ଗିଲରେ 'LAC-Live the Battle' ଚଳଚ୍ଚିତ୍ରର ସୁଟିଂ କରୁଥିଲେ। ମସ୍ତିଷ୍କ ଆଘାତ ପାଇବା ମାତ୍ରେ…

ପୁରୀରେ କଙ୍ଗନା; ଜଗା ଦର୍ଶନ ସହ କଲେ ବେଢ଼ା ପରିକ୍ରମା

ପୁରୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ତେବେ ଆଜି ଭୋରରୁ କାଙ୍ଗନା ଭୁବନେଶ୍ୱରରୁ ପୁରୀ ଯାଇ ସେଠାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିବା ସୂଚନା ମିଳିଛି। https://youtu.be/DIF1LYwcEM0 କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର…

ରାମଗୋପାଳ ବର୍ମାଙ୍କ କଙ୍ଗନାଙ୍କୁ ପ୍ରଶଂସା ଟୁଇଟ ଭାଇରାଲ

ମୁମ୍ବାଇ:କଙ୍ଗନା ରାନାୱତ ତାଙ୍କର ଆଗାମୀ ଫିଲ୍ମ ଧାକଡର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । ଏହି ଅବସରରେ ସେ ଏହି ଫିଲ୍ମର କେତେକ ଫଟୋ ମଧ୍ୟ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ନିକଟରେ ତାଙ୍କର ଏହି ଫଟୋକୁ ରାମ ଗୋପାଳ ବର୍ମା ପ୍ରଶଂସା କରିଛନ୍ତି । ଏପରି କି ସେ ଟୁଇଟରେ କଙ୍ଗନାଙ୍କୁ…