Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପରମ୍ପରାକୁ ସମ୍ମାନ ଦେବାକୁ ଯାଇ ନାମ ବଦଳାଇଥିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ଜୋନାସ ସଂଗୀତଜ୍ଞ ନିକ ଜୋନାସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ଚୋପ୍ରାଙ୍କରୁ ପ୍ରିୟଙ୍କା ଚୋପ୍ରା ଜୋନାସ ନାମ କାହିଁକି ବଦଳାଇଲେ ତାହା ପ୍ରକାଶ କରିଛନ୍ତି। ସେ ଏହି କାର୍ଯ୍ୟକୁ ତାଙ୍କ ପିତାମାତାଙ୍କ ପରମ୍ପରାକୁ ସମ୍ମାନ ଦେବାପାଇଁ…

ଓସ୍କାର ଦୌଡରୁ ବାଦ୍ ପଡିଲା ଜଲ୍ଲିକଟ୍ଟୁ, ବିଟ୍ଟୁ ରେସରେ ଅଛି

ମୁମ୍ବାଇ: ସମ୍ମାନଜନକ ୯୩ତମ ଓସ୍କାର ଏକାଡେମୀ ପୁରସ୍କାର ପାଇଁ ଭାରତ ପକ୍ଷରୁ ଜଲ୍ଲିକଟ୍ଟୁକୁ ମନୋନୀତ କରାଯାଇଥିଲା । ତେବେ ଏହା ଶର୍ଟଲିଷ୍ଟରେ ସ୍ଥାନ ପାଇବାରେ ବିଫଳ ହୋଇଛି । ତେବେ ଲାଇଭ ଆକ୍ସନ ଶର୍ଟଫିଲ୍ମ କାଟାଗୋରିରେ କରିଶ୍ମା ଦୁବେଙ୍କ ବିଟ୍ଟୁ ଏବେ ବି ଦୌଡରେ ରହିଛି । ଫାଇନାଲ…

ସନ୍ନି ଲିଓନିଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ଥିରୁଅନନ୍ତପୁରମ୍: ୨୯ ଲକ୍ଷ ଟଙ୍କାର ଠକେଇ ମାମଲାରେ ଗିରଫ ହେବେନି ସନ୍ନି ଲିଓନି । ଅଭିନେତ୍ରୀ ସନ୍ନି ଲିଓନିଙ୍କ ଗିରଫଦାରୀ ଉପରେ କେରଳ ହାଇକୋର୍ଟ ରୋକ୍ ଲଗାଇଛନ୍ତି । ସନ୍ନିଙ୍କ ଆଣ୍ଟିସିପାଟୋରୀ ବେଲ୍ ଆବେଦନର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି କେରଳ ହାଇକୋର୍ଟ । ୨୯ ଲକ୍ଷ ଟଙ୍କା ଠକେଇ…

ମା ହେଲେ ଅଭିନେତ୍ରୀ ଅନୀତା ହସାନନ୍ଦିନୀ

ନୂଆଦିଲ୍ଲୀ: ମା ହେଲେ ଅଭିନେତ୍ରୀ ଅନୀତା ହସାନନ୍ଦିନୀ। ଅନୀତା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏହା ହେଉଛି ଦମ୍ପତିଙ୍କର ପ୍ରଥମ ସନ୍ତାନ। ଏହି ଖୁସି ଖବର ନିଜେ ରୋହିତ ଇନଷ୍ଟାଗ୍ରାମରେ ସେୟାର୍‌ କରିଛନ୍ତି। ରୋହିତ ଅନୀତାଙ୍କୁ ଚୁମ୍ବନ ଦେଉଥିବା ଏକ ଆକର୍ଷଣୀୟ ଫଟୋ ସେୟାର କରି ସେ…

ଏଥର ଖଣ୍ଡଗିରିରେ ହେବନି ଯାତ୍ରା

ଭୁବନେଶ୍ୱର : ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ଶୁଭିବନି ଡାଇଲଗ୍ । ଜଳିବନି ଯାତ୍ରା ପେଣ୍ଡାଲର ଝିଲ୍‌ମିଲ୍‌ ଆଲୁଅ। ମଞ୍ଚରେ ଦେଖିବାକୁ ଆଇଟମ୍ ଡ୍ୟାନ୍ସ । କାରଣ ଏଥର ଏଥର ଖଣ୍ଡଗିରି ଯାତ୍ରା ଓ ମେଳାକୁ ନାଁ କହିଛି ଭୁବନେଶ୍ୱର ମହାନଗର ନିଗମ । କେବଳ ବିଧି ରଖିବା ପାଇଁ ପୂଜା କରାଯିବ।…

ଚଳିତ ବର୍ଷ ଇଦ୍‌ରେ ରିଲିିଜ କରିବ ଆଲିଆଙ୍କ ଅଭିନୀତ ଚଳଚ୍ଚିତ୍ର ‘Gangubai Kathiawadi’!

ନୂଆଦିଲ୍ଲୀ: ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ଗଙ୍ଗୁବାଇ କାଥିଆୱାଡି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଛି। ଏବେ ଫିଲ୍ମ ବିଷୟରେ ଏକ ଭଲ ଖବର ଶୁଣିବାକୁ ମିଳିଛି। ସଦ୍ୟତମ ଖବର ଅନୁଯାୟୀ, 'ଗଙ୍ଗୁବାଇ କାଠିଆୱାଡି'ର ସୁଟିଂ ଶେଷ ହେବାକୁ ଯାଉଛି।…

ପରଲୋକରେ ଅଭିନେତା ରାଜୀବ କପୁର

ନୂଆଦିଲ୍ଲୀ: ଆସ୍‌ମାନ, ଲଭର୍ ବଏ, ଜବରଦସ୍ତ ଏବଂ ହମ୍ ତୋ ଚଲେ ପରଦେଶ, ରାମ ତେରୀ ଗଙ୍ଗା ମେଲି, ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଦିଗ୍‌ଗଜ ଅଭିନେତା ରାଜୀବ କପୁରଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ସେ ୫୮ ବର୍ଷ ବୟସ ହୋଇଥିଲା। ଅଭିନେତା ତଥା ନିର୍ଦ୍ଦେଶକ ରାଜ…

ଆଉ ଏକ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଛି ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’

ବ୍ରହ୍ମପୁର: ଓଡିଶା ପ୍ରଶାସନିକ ସେବା (ଓଏଏସ୍) ର ଜଣେ ବରିଷ୍ଠ ଅଧିକାରୀ ଡ. ଶ୍ୱେତା କୁମାର ଦାଶଙ୍କ ନିର୍ଦ୍ଦେଶିତ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’ ଅନ୍ୟ ଏକ ଆନ୍ତର୍ଜାତୀୟ ପୁରସ୍କାର ଲାଭ କରିଛି। ନିକଟରେ ସାନ ଫ୍ରାନ୍ସିସ୍କୋରେ ଆୟୋଜିତ ସାମାଜିକ ଏବଂ ଅର୍ଥନୈତିକ ଜଷ୍ଟିସ୍ ଫିଲ୍ମ…

ସାମ୍‌ନାକୁ ଆସିଲା ଫିଲ୍ମ ‘ଲୁପ୍‌ ଲପେଟା’ର‌େ ତାହିର୍‌ଙ୍କ ପ୍ରଥମ ଝଲକ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ 'ଲୁପ୍‌ ଲପେଟା'ର ନିର୍ମାତା ମଙ୍ଗଳବାର ତାହିର ରାଜ ଭାସିନଙ୍କ ପ୍ରଥମ ଝଲକୁ ଆଣିଛନ୍ତି। ତାହିର ଏଥିରେ ସତ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଯେଉଁଥିରେ ମୁଖ୍ୟ ଭୂମିକାରେ ତାପସୀ ପନ୍ନୁ ଅବତୀର୍ଣ୍ଣ ହୋଇଛନ୍ତି। ତାପସୀ ପନ୍ନୁ ଏବଂ ତାହିର ରାଜ ଭାସିନଙ୍କ ଅଭିନୀତ…

ଏହି ଦିନ ରିଲିଜ କରିବ ସିରିଜ୍‌ ‘ବମ୍ବେ ବେଗମ୍‌ସ’

ନୂଆଦିଲ୍ଲୀ: ମାର୍ଚ୍ଚ ୮ରେ ନେଟଫ୍ଲିକ୍ସ ସିରିଜ୍ ବମ୍ବେ ବେଗମ୍ ରିଲିଜ୍ ହେବାକୁ ପ୍ରସ୍ତୁତ ହେଇସାରିଛି। 'ବମ୍ବେ ବେଗମ୍‌ସ' ମୁମ୍ବାଇର ପ୍ରାୟ ପାଞ୍ଚଜଣ ମହିଳାଙ୍କ କାହାଣୀକୁ ନେଇ ଗତିଶୀଳ। ଯେଉଁମାନେ "ଅଭିଳାଷ, ଇଚ୍ଛା, ଶକ୍ତି ଏବଂ ଦୁର୍ବଳତା ପାଇଁ ସଂଗ୍ରାମ" ସହିତ ଅଙ୍ଗାଙ୍ଗୀ ଜଡ଼ିତ।…