Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏହି ଦିନ ରିଲିଜ କରିବ ଓଡ଼ିଆ ଚଳଚ୍ଚିତ୍ର ମାମା ୱେଡ୍ସ ପାପା’

ଭୁବନେଶ୍ୱର: କରୋନା ମହାମାରୀ ହେତୁ ପ୍ରାୟ ଏକ ବର୍ଷର ବିରତି ପରେ ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପୁଣି ଥରେ ଟ୍ରାକ୍‌କୁ ଫେରିଛି। ଆଗକୁ ଅନେକ ଓଡ଼ିଆ ଚଳଚ୍ଚିତ୍ର ରିଲିଜ ଅପେକ୍ଷାରେ ରହିଛି। ଅକ୍ଟୋବରରେ ଦୁର୍ଗା ପୂଜା ସମୟରେ ମୁକ୍ତିଲାଭ କରୁଥିବା ଏହିପରି ଗୋଟିଏ ଓଲିଉଡ୍ ଚଳଚ୍ଚିତ୍ର…

କରୋନା ଟିକା ନେଲେ ଅଭିନେତା ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଏଭରଗ୍ରୀନ୍ ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର କରୋନାଭାଇରସ୍ ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ତାଙ୍କ ପତ୍ନୀ ହେମା ମଲିନୀ ମଧ୍ୟ କରୋନା ଟିକା ନେଇଥିଲେ। ଏ ନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଏବଂ ଲୋକଙ୍କୁ ଟିକା ନେବା ସହିତ କରୋନା କଟକଣାକୁ…

ଜାଣନ୍ତୁ କ’ଣ ରହିବ ପ୍ରିୟଙ୍କାଙ୍କ ରେସ୍ତୋରାଁର ସିଗ୍‌ନେଚର୍‌ ଡିସ୍‌

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ନିକଟରେ ନ୍ୟୁୟର୍କରେ ନିଜର ନୂତନ ଭାରତୀୟ ରେସ୍ତୋରାଁ 'ସୋନା'କୁ ଉନ୍ମୋଚନ କରିଥିଲେ। ତେବେ ପ୍ରିୟଙ୍କାଙ୍କ ଏହି ଭାରତୀୟ ରେସ୍ତୋରାଁରେ କଣ ରହିଛି ଖାଦ୍ୟ ତାଲିକା ଜାଣିବାକୁ ଚାହୁଁଛନ୍ତି କି? ତେବେ ସୋନା ରେସ୍ତୋରାଁର ସେଫ୍‌ ହରି ନାୟକ…

ସ୍ପାଇସ୍‌ଜେଟ୍‌ ପକ୍ଷରୁ ସୋନୁ ସୁଦଙ୍କୁ ମିଳିଲା ଏହି ସ୍ୱତନ୍ତ୍ର ସମ୍ମାନ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କୁ ମିଳିଲା ସ୍ବତନ୍ତ୍ର ସମ୍ମାନ। କରୋନା ମହାମାରୀ ସମୟରେ ତାଙ୍କ ଉଦ୍ୟମ ପାଇଁ ସ୍ପାଇସଜେଟ ଦ୍ୱାରା ସ୍ୱତନ୍ତ୍ର ବିମାନରେ ତାଙ୍କ ପ୍ରତିଛବି ଅଙ୍କାଯାଇ ତାଙ୍କୁ ସମ୍ମାନିତ କରାଯାଇଛି। ସ୍ପାଇସଜେଟ୍ ଏହାର ବୋଇଙ୍ଗ ୭୩୭ ବିମାନରେ ଆବୃତ ସୋନୁ ସୁଦଙ୍କ…

ହାତକୁ ଦି’ହାତ ହେବେ ଅଭିନେତା ହରମନ ବାୱେଜା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଫିଲ୍ମ ଲଭ୍ ଷ୍ଟୋରୀ ୨୦୫୦ର ନାୟକ ହରମନ ବାୱେଜା ଶାଶା ରାମଚାନ୍ଦନୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେମାନଙ୍କର ବିବାହ ପୂର୍ବରୁ ପ୍ରି ୱେଡିଙ୍ଗ୍‌ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି। ରାଜ କୁନ୍ଦ୍ରା ସେୟାର କରିଥିବା ଏକ ଭିଡିଓରେ ହରମନ ତାଙ୍କ ସାଙ୍ଗ ଏବଂ ପରିବାର…

ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ (FIAF) ପୁରସ୍କାରରେ ସମ୍ମାନିତ ହେଲେ ବିଗ୍‌ ବି

ନୂଆଦିଲ୍ଲୀ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ସମ୍ମାନଜନକ FIAF ପୁରସ୍କାରରେ ସମ୍ମାନିତ କରାଯାଇଛି। ମାର୍ଚ୍ଚ ୧୯ରେ ଶୁକ୍ରବାର ସନ୍ଧ୍ୟାରେ ଏକ ଭର୍ଚୁଆଲ୍ ଇଭେଣ୍ଟରେ ଅମିତାଭ ବଚ୍ଚନ ହଲିଉଡ ଚଳଚ୍ଚିତ୍ର ନିର୍ମାତା ମାର୍ଟିନ ସ୍କୋରସେ ଏବଂ ଖ୍ରୀଷ୍ଟୋଫର ନୋଲାନଙ୍କଠାରୁ ଏହି ସମ୍ମାନ ଗ୍ରହଣ…

ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ପରିଣୀତି, ସାଇନା ନେହୱାଲଙ୍କ ଲୁକରେ ସେୟାର କଲେ ଫଟୋ 

ମୁମ୍ବାଇ: ସାଇନା ନେହୱାଲଙ୍କ ଲୁକରେ ଫଟୋ ସେୟାର କରିଛନ୍ତି ପରିଣୀତି ଚୋପ୍ରା ।  ଏକଦମ୍ ସାଇନାଙ୍କ ଲୁକ୍ ଓ ଷ୍ଟାଇଲରେ ସେ ଫଟୋ ପୋଷ୍ଟ କରିଛନ୍ତି । ପରିଣୀତି ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଗୋଟିଏ ଫଟୋ ସାଇନାଙ୍କର ଏବଂ ଅନ୍ୟଟି ପରିଣୀତିଙ୍କର । ଟ୍ବିଟର ୟୁଜର୍ସ ଏହି ଫଟୋରେ ପରିଣୀତିଙ୍କ…

ଫିଲ୍ମ ବିଗ୍‌ ବୁଲ୍‌ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ଅଭିନେତା ଅଭିଷେକ ବଚ୍ଚନଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ବିଗ୍ ବୁଲ୍‌ର‌ ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ଷ୍ଟକବ୍ରୋକର ଭୂମିକାରେ ଅଭିନୟ କରୁଛନ୍ତି ଅଭିଷେକ। କୁକି ଗୁଲାଟିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ହର୍ଷଦ ମେହେଟ୍ଟାଙ୍କ ଷ୍ଟକ୍ ମାର୍କେଟ ସ୍କାମ…

କୋହଲିଙ୍କ ପରେ ଉର୍ବଶୀ ବି ପିଉଛନ୍ତ ଦାମୀ ପାଣି, ଦାମ୍ ଶୁଣିଲେ ଚିନ୍ତାରେ ପଡିଯିବେ

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରୌତାଲା ମୁମ୍ବାଇ ଏୟାରପୋର୍ଟରୁ ଘରକୁ ଆସୁଥିବା ବେଳେ ସେ ଧରିଥିବା ପାଣି ବୋତଲ ଉପରେ ସମସ୍ତଙ୍କ ନଜର ପଡିଥିଲା । ବାସ୍ ଆରମ୍ଭ ହୋଇଯାଇଥିଲା ଆଲୋଚନା । ଉର୍ବଶୀ ଧରିଥିବା ବ୍ଲାକ ୱାଟରର ଲିଟର ପିଛା ମୂଲ୍ୟ ୩୦୦୦ରୁ ୪୦୦୦ ଟଙ୍କା । ଏଥିରେ ପିଏଚ ଭାଲ୍ୟୁ ଅଧିକ…

କଙ୍ଗନାଙ୍କ ଜନ୍ମଦିନରେ ରିଲିଜ ହେବ ଥାଲାଇଭି

ମୁମ୍ବାଇ:ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଅଭିନୀତ ଥାଲାଇଭି ଫିଲ୍ମ ଆରମ୍ଭରୁ ଏ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହି ଆସିଛି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିତାଙ୍କ ଜୀବନୀଙ୍କ ଉପରେ ଏହା ଆଧାରିତ । ଏହାର ଟ୍ରେଲର କଙ୍ଗନାଙ୍କ ଜନ୍ମଦିନ ୨୩ ମାର୍ଚ୍ଚରେ ରିଲିଜ ହେବ…