Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କରୋନା ଟିକା ନେଲେ ଅଭିନେତା ଜିତେନ୍ଦ୍ର ଏବଂ ପତ୍ନୀ ଶୋଭା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ତଥା ନିର୍ମାତା ଜିତେନ୍ଦ୍ର ଏବଂ ପତ୍ନୀ ଶୋଭା କପୁରଙ୍କ ସହ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଜିତେନ୍ଦ୍ରଙ୍କ ପୁଅ ଅଭିନେତା ତୁଷାର କପୁର ଏହି ଖବର ଘୋଷଣା କରିବାବେଳେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ତାଙ୍କ ପିତାମାତାଙ୍କ ଫଟୋ ସେୟାର କରିଛନ୍ତି।…

ହଲିଉଡ୍‌ ଚଳଚ୍ଚିତ୍ରର ନିର୍ଦ୍ଦେଶକ ହୋଇଥାନ୍ତେ କଙ୍ଗନା…ଫିଲ୍ମ ‘କୁଇନ୍‌’ ପାଇଁ ବଦଳିଗଲା ଜୀବନ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଅଭିନୟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। କଙ୍ଗନା ରାଣାୱତ ଫିଲ୍ମ କୁଇନ୍‌ ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ତାଙ୍କ ଚଳଚ୍ଚିତ୍ର କୁଇନ୍‌ ୨୦୧୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଆଜି…

ଭିନ୍ନ ଅନ୍ଦାଜରେ ନିଜ ପିତାମାତାଙ୍କୁ ମନେ ପକାଇଲେ ଶାହାରୁଖ୍‌; ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଶାହରୁଖ ଖାନ ତାଙ୍କ ପିତାମାତାଙ୍କୁ ଖୁବ୍ କମ୍ ବୟସରେ ହରାଇଥିଲେ। ଯେତେବେଳେ ବି ସେ ନିଜ ସହର ଦିଲ୍ଲୀ ଯାଆନ୍ତି, ସେତେବେଳେ ସେ ତାଙ୍କ ପିତାମାତାଙ୍କ ଶରୀରକୁ କବର ଦିଆଯାଇଥିବା ସ୍ଥାନକୁ ପରିଦର୍ଶନ କରିବାକୁ ଯାଇଥାନ୍ତି। ନିକଟରେ ସେ ଦିଲ୍ଲୀ ଯାତ୍ରା ସମୟରେ ତାଙ୍କ ପିତାମାତାଙ୍କ…

ଏହି ଗୀତରେ ଏକାଠି ନଜର ଆସିବେ ଅମୀର୍‌ ଖାନ୍‌ ଏବଂ ଏଲି ଆବ୍ରାହମ୍‌

ନୂଆଦିଲ୍ଲୀ: ଶନିବାର ଅଭିନେତ୍ରୀ ଏଲି ଆବ୍ରାହମ୍‌ ତାଙ୍କର ଆଗାମୀ ଗୀତ "ହର ଫନ୍‌ ମୌଲା" ର ପ୍ରଥମ ଲୁକ୍ ସେୟାର କରିଛନ୍ତି। ଯେଉଁଥିରେ ଏଲି ଏବଂ ବଲିଉଡର ସୁପରଷ୍ଟାର ଆମୀର ଖାନ ଏକାଠି ନଜର ଆସିବେ। କୋଇ ଜାନେ ନା ଗୀତ 'ହର ଫନ ମୌଲା'ରେ ଆମୀର ଖାନ ଏବଂ ଏଲି ଆବ୍ରାହମ୍‌ ଏକତ୍ର ନୃତ୍ୟ…

ନ୍ୟୁୟର୍କରେ ନୂଆ ଭାରତୀୟ ରେସ୍ତୋରାଁ ଖୋଲିଲେ ପ୍ରିୟଙ୍କା ଚୋପ୍ରା; କଣ ରହିଛି ରେସ୍ତୋରାଁର ନାଁ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ସୁନାମ ଅର୍ଜନ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଯେଉଁଥିପାଇଁ ସେ ପସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଅଭିନୟ ପରେ ସେ ଏବେ ଭାରତୀୟ ଖାଦ୍ୟକୁ ବିଦେଶରେ ପ୍ରସିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ପ୍ରିୟଙ୍କା…

ଫିଲ୍ମ ହଲରେ ରିଲିଜ ହେବନି ଫରହାନଙ୍କ ତୁଫାନ

ମୁମ୍ବାଇ: ଫରହାନ ଅଖତାରଙ୍କ ଆଗାମୀ ସ୍ପୋର୍ଟ୍ସ ଡ୍ରାମା ତୁଫାନ ଥିଏଟର କିମ୍ବା ହଲରେ ରିଲିଜ ହେବ ନାହିଁ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ପ୍ରଯୋଜକ ବିଚାର କରୁଛନ୍ତି । ଯେତେଦୂର ସମ୍ଭବ ଏହା ଆମାଜନ ପ୍ରାଇମରେ ରିଲିଜ ହେବ ।…

ମହିଳା ଦିବସରେ ଓଡିଆ ଫିଲ୍ମ ‘ବିସର୍ଜନ’ର ପ୍ରିମିଅର

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡିଆ ଫିଲ୍ମ 'ବିସର୍ଜନ'ର ପ୍ରିମିଅର ମଂଜରୀ ଚ୍ୟାନେଲରେ କରାଯିବ । ଶ୍ରଦ୍ଧାଂଜଳି ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ଦର୍ଶକ ସୋମବାର ସନ୍ଧ୍ୟା ୬ଟାରେ ମଂଜରୀ ଚ୍ୟାନେଲରେ ଦର୍ଶକ ଦେଖିପାରିବେ । ଫିଲ୍ମ ବିସର୍ଜନ ଘରୋଇ…

ଆୟକର ଚଢାଉ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ତାପସୀ ପନ୍ନୁ

ନୂଆଦିଲ୍ଲୀ: ଆୟକର ବିଭାଗ ବୁଧବାର ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଉପରେ ଟିକସ ହେର୍‌ଫେର୍‌ ଘଟଣାରେ ଚଢାଉ କରିଛନ୍ତି।  ଅନୁରାଗ ଏବଂ ତାପସୀଙ୍କୁ ଆୟକର ବିଭାଗ ଅନେକ ଘଣ୍ଟା ଧରି ପଚରାଉଚରା କରିଥିଲା। ଏହି ସମୟରେ ପ୍ରଥମ ଥର ପାଇଁ ତାପସୀ ପନ୍ନୁଙ୍କ…

ନିଜ ଭଉଣୀ ବାହାଘରରେ ସଲ୍‌ମାନଙ୍କ ଟାୱେଲ ଲୁକ୍‌; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କ ତାଙ୍କ ଭଉଣୀ ଅର୍ପିତା ଖାନଙ୍କୁ ବହୁତ ଭଲପାଆନ୍ତି। ଏ କଥା ତ ସମସ୍ତେ ଜାଣନ୍ତି। ଏମିତିକି ସଲମାନ ଅର୍ପିତାଙ୍କର ସମସ୍ତ ଇଚ୍ଛା ମଧ୍ୟ ପୂରଣ କରିଥାନ୍ତି। ୨୦୧୪ରେ, ଅର୍ପିତାଙ୍କ ବିବାହ ଆୟୁଷ ଶର୍ମାଙ୍କ ସହିତ ବେଶ୍‌ ଧୁମ୍‌ଧାମ୍‌ରେ ହୋଇଥିଲା।…

ପ୍ରଥମେ କିଏ ପ୍ରପୋଜ୍ କରିଥିଲେ ? ସବ୍ୟ ନା ଅର୍ଚ୍ଚିତା…

ଭୁବନେଶ୍ୱର: ରିଅଲ୍ ହୋଇଛି ରିଲ୍ ଯୋଡ଼ି । ମାର୍ଚ୍ଚ ୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ରାଜସ୍ଥାନରେ ରାଜକୀୟ ଢଙ୍ଗରେ ବିବାହ ସମ୍ପନ୍ନ ପରେ ସେଲିବ୍ରିଟି ନବ ଦମ୍ପତି ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ନବ…