Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରଥମେ କିଏ ପ୍ରପୋଜ୍ କରିଥିଲେ ? ସବ୍ୟ ନା ଅର୍ଚ୍ଚିତା…

ଭୁବନେଶ୍ୱର: ରିଅଲ୍ ହୋଇଛି ରିଲ୍ ଯୋଡ଼ି । ମାର୍ଚ୍ଚ ୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ରାଜସ୍ଥାନରେ ରାଜକୀୟ ଢଙ୍ଗରେ ବିବାହ ସମ୍ପନ୍ନ ପରେ ସେଲିବ୍ରିଟି ନବ ଦମ୍ପତି ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ନବ…

ପ୍ରେମିକଙ୍କ ପାଇଁ ସେଫ୍‌ ସାଜିଲେ ଅଭିନେତ୍ରୀ ଶ୍ରୁତି ହାସନ

ନୂଆଦିଲ୍ଲୀ: ଅଭିନେତ୍ରୀ ଶ୍ରୁତି ହାସନ ରୋଷେଇ କରିବାକୁ ଭଲ ପାଆନ୍ତି ଏବଂ ସେ ଅନେକ ଇନଷ୍ଟାଗ୍ରାମ ପୋଷ୍ଟରେ ମଧ୍ୟ ଏହା ପ୍ରକାଶ କରିସାରିଛନ୍ତି। ନିକଟରେ ସେ ତାଙ୍କ ପ୍ରେମିକ ଶାନ୍ତନୁ ହଜାରିକାଙ୍କ ପାଇଁ ସେଫ୍‌ ପାଲଟିଥିଲେ। ଶ୍ରୁତ୍ରି ଏବଂ ଶାନ୍ତନୁ ଏକ ଡିନର ଡେଟ୍‌ର ଆୟୋଜନ କରିଥିଲେ ଏବଂ…

ନିଜ ବାୟୋପିକ୍‌ରେ ପରିନୀତିଙ୍କ ଲୁକ୍‌କୁ ସାଇନାଙ୍କ ପ୍ରଶଂସା

ନୂଆଦିଲ୍ଲୀ: ମାର୍ଚ୍ଚ ୪ରେ ସାଇନା ନେହୱାଲଙ୍କ ବାୟୋପିକ୍‌ର ଟିଜର ରିଲିଜ ହୋଇଯାଇଥିଲା। ଏଥିରେ ବଲିଉଡ୍‌ ଅଭିନେତ୍ରୀ ପରିନୀତି ଚୋପ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ପରିନୀତି ଚୋପ୍ରା ଠିକ୍‌ ସାଇନାଙ୍କ ଭଳି ବ୍ୟାଡମିଣ୍ଟନ୍ ଖେଳାଳିଙ୍କ ପରି…

ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲା: ଆଜି ୩୦,୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବ ଏନସିବି

ନୂଆଦିଲ୍ଲୀ: ଏନସିବି ଶୁକ୍ରବାର ଦିନ ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲାରେ ଏହାର ଚାର୍ଜସିଟ ଦାଖଲ କରିବ। ଏନସିବି ମୁଖ୍ୟ ସମୀର ୱାନକେଡେ ନିଜେ ଚାର୍ଜସିଟ୍ ଦାଖଲ କରିବେ ଯାହା ୩୦,୦୦୦ ପୃଷ୍ଠାର ଲମ୍ବା ବୋଲି କୁହାଯାଉଛି। ଡ୍ରଗ୍ସ ମାମଲାରେ ଏକ ମାସ ଧରି ଜେଲରେ ଥିବା ଅଭିନେତା ସୁଶାନ୍ତ…

ଫସିଲେ ଅନୁରାଗ, ତାପସୀ: ହେରଫେର କରିଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଅଭିନେତ୍ରୀ ତାପସୀ ପନ୍ନୁ ଓ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଅସୁବିଧାରେ ପଡିପାରନ୍ତି । ଆୟକର ବିଭାଗ ଚଢ଼ାଉ ପରେ ବିଭିନ୍ନ ମହଲରେ ଏଥିନେଇ ରାଜନୀତି ଆରମ୍ଭ ହୋଇ ଯାଇଥିଲା । ତେବେ ଗୁରୁବାର ଆୟକର ବିଭାଗର ବୟାନ ସାମ୍ନାକୁ ଆସିଛି । ସିବିଡିଟି ପାଖାପାଖି ୩୫୦ କୋଟି…

୬ ବର୍ଷ ପରେ ଖୁସି ଖବର ଶୁଣାଇଲେ ଶ୍ରେୟା

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ ୬ ବର୍ଷ ପରେ ଖୁସି ଖବର ଶୁଣାଇବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ସେ ବେବିବମ୍ପ ସହ ଫଟୋ ଶେୟାର କରି ଗର୍ଭବତୀ ଥିବା ଜଣାଇଛନ୍ତି । ଏପରି କି ସେ ନିଜର ଛୁଆର ନାମ ମଧ୍ୟ ଘୋଷଣା କରିଛନ୍ତି । ୩୬ ବର୍ଷୀୟ ଶ୍ରେୟା ଓ ଶିଳାଦିତ୍ୟ ମୁଖୋପଧ୍ୟାୟ…

ସର୍ଜରୀ କରି ସୁନ୍ଦରୀ ହେବାକୁ ଚାହିଁଥିଲ‌େ ଏହି ମଡେଲ୍, ଦେଖନ୍ତୁ ଫ‌ଟ‌ୋ…

ନୂଆଦିଲ୍ଲୀ: ନିଜ ଗାଲକୁ ଦୁନିଆର ସବୁଠୁ ବଡ ଗାଲ ବୋଲି ଦାବି କରୁଥିବା ୟୁକ୍ରେନର ଜଣେ ମଡେଲ ଥ୍ରୋବ୍ୟାକ୍ ଚିତ୍ର ସେୟାର କରିଛନ୍ତି। ଯେଉଁଥିରେ ସେ କସମେଟିକ୍ ସର୍ଜରୀ କରିବା ପୂର୍ବ ଓ ପରର ଫ‌ଟୋ ଶେୟାର କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୟୁକ୍ରେନର ଏହି ମଡେଲଙ୍କ ନାମ…

ଶାହାରୁଖଙ୍କ ଟିଭି ଶୋ’ ଫୌଜି ରିଲିଜ ହେବ ଓଟିଟି ପ୍ଲାଟଫର୍ମରେ

ମୁମ୍ବାଇ:ଶାହାରୁଖ ଖାଁଙ୍କ ପ୍ରଥମ ଟିଭି ଶୋ ଫୌଜିକୁ ଏବେ ୱେବସିରିଜ ମାଧ୍ୟମରେ ପ୍ରସ୍ତୁତ କରାଯାଇ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି । ୧୩ ଅଧ୍ୟାୟ ବିଶିଷ୍ଟ ଏହି ସେନା କମାଣ୍ଡୋ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବେଶିତ ସିରିୟଲ ୯୦ ଦଶକରେ ବେଶ୍ ଲୋକପ୍ରିୟ…

ଡିଜିଟାଲ୍‌ ଡେବ୍ୟୁ ପାଇଁ ପ୍ରସ୍ତୁତ ଅଭିନେତ୍ରୀ ରବୀନା ଟଣ୍ଡନ

ନୂଆଦିଲ୍ଲୀ: ଏକ ଅଲୌକିକ ଅପରାଧ ଥ୍ରୀଲର ଚଳଚ୍ଚିତ୍ର 'ଅରନ୍ୟକ୍‌' ସହିତ ନେଟଫ୍ଲିକ୍ସର ପାଦ ଥାପିବେ ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ। ସେ ତାଙ୍କ ୱେବ୍ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି। 'ଅରନ୍ୟକ୍‌'ରେ ତାଙ୍କ ଚରିତ୍ର ବିଷୟରେ ରବୀନା କହିଛନ୍ତି ଯେ, 'ଅରନ୍ୟକ୍‌' ହିମାଚଳ ଉପରେ…

ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ସମ୍ପତ୍ତି ଉପରେ ଆୟକର ଚଢାଉ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ସମ୍ପତ୍ତି ଉପରେ  ଆୟକର ବିଭାଗ ଚଢାଉ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଆୟକର ବିଭାଗର ଅନୁସନ୍ଧାନ ଦଳ ମାର୍ଚ୍ଚ ୩ରେ ତାପସୀ ଏବଂ ଅନୁରାଗଙ୍କ ସମ୍ପତ୍ତି ଉପରେ ଚଢାଉ କରିଥିଲା। ଅନେକ ସ୍ଥାନରେ…