Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ଓଡିଆ ସିନେମା ‘ଲହରୀ’

ଭୁବନେଶ୍ବର: ମେଲବୋର୍ଣ୍ଣରେ ପ୍ରଦର୍ଶିତ ହେବ ଓଡିଆ ସିନେମା ଲହରୀ । କଲିକତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପୁରସ୍କୃତ ହେବା ସହ ବିଚାରକ ତଥା ସମାଲୋଚକଙ୍କ ପ୍ରଶଂସା ସାଉଁଟି ଥିବା 'ଲହରୀ' ଏବେ ବିଦେଶରେ ପ୍ରଦର୍ଶିତ ହେବ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଠାରେ ଆସନ୍ତା…

ସଞ୍ଜୟଙ୍କ ମୃତ୍ୟୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ମା’ ରାଣୀ କପୁର

ମୁମ୍ବାଇ: ବଲିଉଡ ହିରୋଇନ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ମୃତ୍ୟୁ ପରେ, ତାଙ୍କ ସମ୍ପତ୍ତିକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ଏବେ ସଞ୍ଜୟ କପୁରଙ୍କ ପରିବାରରେ ଏକ ନୂତନ ପାରିବାରିକ ନାଟକ ସାମ୍ନାକୁ ଆସିଛି । ତାଙ୍କ ମାଆ ରାଣୀ କପୁର ବାର୍ଷିକ…

ଅଭିନେତା ଦର୍ଶନଙ୍କୁ ଜାମିନ ପ୍ରଦାନ ଘଟଣା; ହାଇକୋର୍ଟଙ୍କ ରାୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ରେଣୁକାସ୍ୱାମୀ ହତ୍ୟା ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦ୍ୱାରା ମିଳିଥିବା ଜାମିନ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ହତ୍ୟାର ମୁଖ୍ୟ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ…

ସିଂହବାହିନୀରେ ଯାତ୍ରା କରିବେ ପିୟୂଷ

କଟକ : କିଛି ଦିନର ନିରବତା ପରେ ପୁଣିଥରେ ବଡ ବୟାନ ଦେଇଛନ୍ତି ଯାତ୍ରାଜଗତର ଚର୍ଚ୍ଚିତ ଖଳନାୟକ ପୀୟୂଷ । ଆସନ୍ତା ଦଶହରାରୁ ପୁଣିଥରେ ମଞ୍ଚକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମ ଆଗରେ ସିଂହବାହିନୀରେ କାମ କରିବେ ବୋଲି ନିଜେ ସ୍ପଷ୍ଟ କରିଛନ୍ତି । ବର୍ଷେ ବିଶ୍ରାମ ପାଇଁ ଆଗରୁ ସେ…

ବିମୋହିତ କରିଛନ୍ତି ଆହାନ-ଅନୀତ: ୫୦ ବର୍ଷ ମଧ୍ୟରେ ନମ୍ବର ୧ ବନିଲା ‘ସୈୟାରା’….

ମୁମ୍ବାଇ: ସୈୟାରା ଏବେ ପୂରା ଦେଶକୁ ବିଭୋର କରିଛି । ସୈୟାରା ଗୀତରେ ଛୁମୁଛି ସାରା ବିଶ୍ବ । ମୋହିତ ସୁରିଙ୍କ ଫିଲ୍ମ 'ସୈୟାରା' ୫ମ ଦିନରେ ୧୩୨ କୋଟି ପାର୍ କରିଛି । ଯାହା ବୋଧେ ବଲିଉଡରେ କୌଣସି ଡେବ୍ୟୁଡାଣ୍ଟ ଫିଲ୍ଣରେ ପ୍ରଥମ । ଆଉ ପ୍ରଥମ ସପ୍ତାହର ୪ ଦିନରେ ହିଁ ୧୦୦ କୋଟି…

ନାଣ୍ଡୁ ବାବୁଙ୍କ ଯାତ୍ରାମଞ୍ଚରେ ଅଜଗର ସାପ

ପୁଣିଥରେ ଅଡୁଆରେ ଫସିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ । ଯାତ୍ରା ପାର୍ଟିରେ ସେ ବିବାଦୀୟ ମାଲିକ ଭାବେ ବେସ ପରିଚିତ । କୌଣସି ନା କୌଣସି କାରଣକୁ ନେଇ ସେ ସବୁବେଳେ ଭିନ୍ନ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣିଥରେ ବିବାଦ ଘେର ଭିତରକୁ ଫସିଯାଇଛନ୍ତି ନାଣ୍ଡୁବାବୁ ।…

ଏକାଠି ନଜର ଆସିବେ ଅକ୍ଷୟ ଏବଂ ଅଜୟଙ୍କ ପତ୍ନୀ, ଏହି ଶୋରେ କରିବେ ଧମାଲ….

ମୁମ୍ବାଇ: ନିଜର ସ୍ପଷ୍ଟଭାଷା ଏବଂ ବେବାକ୍ କଥା ପାଇଁ ବେଶ୍ ପରିଚିତ୍ ଏହି ବଲିଉଡ ଆକ୍ସନ ହିରୋଙ୍କ ପତ୍ନୀ । ଟକ୍ ଶୋ ହେଉକି ଇଣ୍ଟରଭି୍ୟୁ, ସବୁଥିରେ ନିଜର ଅନ୍ଦାଜ୍ ପାଇଁ ବେଶ୍ ଚର୍ଚ୍ଚାରେ ଥାଆନ୍ତି ଏହି ଦୁଇ ଜଣ । ଆଉ ଯଦି ଏହି ଦୁଇ ଜଣ ଏକାଠି ହେବେ, ତେବେ ଧମାକା ତ ନିଶ୍ଚିତ । ଆମେ…

ତେଲୁଗୁ ସିନେମାକୁ ପୁଣି ଫେରୁଛନ୍ତି ଅଭିନେତ୍ରୀ ସାମନ୍ଥା

ଚେନ୍ନାଇ: ସାଉଥ୍ ହିରୋଇନ୍ ସାମନ୍ଥା ହରର କମେଡି ଫିଲ୍ମ 'ଶୁଭମ' ଜରିଆରେ ପ୍ରଯୋଜକ ଭାବରେ ଡେବ୍ୟୁ କରିଥିଲେ ଓ ଏଥିରେ ସେ ଏକ କ୍ୟାମିଓ ଭୂମିକାରେ ନଜର ମଧ୍ୟ ଆସିଥିଲେ।ଆଉ ଏବେ ସେ ଏକ ଟଲିଉଡ୍ ଫିଲ୍ମ ପ୍ରଯୋଜନା କରିବାକୁ ଯାଉଛନ୍ତି। ଯେଉଁଥିରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ। ୨୦୧୯ରେ…

‘ସୈୟାରା’ର ରେକର୍ଡ ବ୍ରେକିଂ କେଲକ୍ସନ: ଯିଏ ଦେଖିଲା ସେ ତାଳି ମାରିଲା.. କିନ୍ତୁ କପି ହୋଇଥିବା ଅଭିଯୋଗ

ଭୁବନେଶ୍ୱର: ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ସୈୟାରା ଜୁଲାଇ ୧୮ରେ ମୁକ୍ତିଲାଭ କରି ମାତ୍ର ତିନି ଦିନରେ ୮୩ କୋଟି ଟଙ୍କା ଆୟ କରି ବକ୍ସ ଅଫିସରେ ଇତିହାସ ରଚିଛି। ନୂଆ ମୁହଁ ଅହାନ ପାଣ୍ଡେ ଓ ଅନୀତ ପଡ୍ଡାଙ୍କ ଅଭିନୀତ ଏହି ରୋମାଣ୍ଟିକ କାହାଣୀ ୨୦୨୫ର ଶ୍ରେଷ୍ଠ ପାଞ୍ଚଟି…

କପିଲ ଶର୍ମା ଶୋ ଅଧାରୁ କାହିଁକି ପଳାଇଲେ ପରିଣୀତି ଚୋପ୍ରା ଓ ରାଘବ ଚଡ୍ଡା

ମୁମ୍ବାଇ: କପିଲ ଶର୍ମା ବର୍ତ୍ତମାନ୍ ନିଜର କମେଡି ଶୋ ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ୍ ସେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ତୃତୀୟ ସିଜିନ୍ ର ସୁଟିଂ ଆରମ୍ଭ କରିସାରିଛନ୍ତି। ତାଙ୍କ ଶୋକୁ ଅନେକ ସେଲେବ୍ରିଟୀ ମଧ୍ୟ ଆସୁଛନ୍ତି। ନିକଟରେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା…