Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଇନଫ୍ଲୁଏନ୍ସର ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳିମାଡ଼, ୨ ଡ଼ଜନ ରାଉଣ୍ଡରୁ ଅଧିକ ଗୁଳି କରି ଦୁର୍ବୃତ୍ତ ଫେରାର…

ଗୁରୁଗ୍ରାମ: ୟୁଟ୍ୟୁବ୍ ପ୍ରଭାବଶାଳୀ ଏବଂ ବିଗ୍ ବସ୍ ଓଟିଟି ବିଜେତା ଏଲଭିଶ ଯାଦବଙ୍କ ଗୁରୁଗ୍ରାମ ଘର ଉପରେ ଗୁଳିମାଡ଼ । କିଛି ଅଜଣା ଆକ୍ରମଣକାରୀମାନେ ଆଜି ସକାଳ ୫:୩୦ ରୁ ୬ ଟା ମଧ୍ୟରେ ଏଲଭିଶଙ୍କ ଗୁରୁଗ୍ରାମ ସ୍ଥିତ ଘର ଉପରକୁ ପାଖାପାଖି ୨୫ ରୁ ୩୦ ରାଉଣ୍ଡ ଗୁଳିଚାଳନା କରିଥିଲେ କିଛି…

ରିଲିଜ୍ ହେଲା ‘ଦି ବେଙ୍ଗଲ ଫାଇଲ୍ସ’ର ଛାତି ଥରା ଟ୍ରେଲର, କୋଲକାତା ଲଞ୍ଚ୍ ଇଭେଣ୍ଟରେ ହଙ୍ଗାମା…..

କୋଲକାତା: ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ପରବର୍ତ୍ତୀ ଫିଲ୍ମ 'ଦି ବେଙ୍ଗଲ ଫାଇଲ୍ସ'ର ଟ୍ରେଲର ରିଲିଜ୍ ହୋଇଯାଇଛି । ଯେଉଁଥିରେ ଅନୁପମ ଖେର ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋଶୀ ଏବଂ ଦର୍ଶନ କୁମାରଙ୍କ ଭଳି ଶକ୍ତିଶାଳୀ ଅଭିନେତା…

ରିଲିଜ ପୂର୍ବରୁ ବିବାଦରେ ‘ପରମ ସୁନ୍ଦରୀ’…

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଆଗାମୀ ଫିଲ୍ମ ପରମ ସୁନ୍ଦରୀକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି। କିନ୍ତୁ ରିଲିଜ ପୂର୍ବରୁ ଫିଲ୍ମଟି ବିବାଦ ଘେରକୁ ଆସିଛି। ତେବେ ୱାଚଡଗ୍ ଫାଉଣ୍ଡେସନ୍ ନାମକ ଏକ ଖ୍ରୀଷ୍ଟିଆନ ଗୋଷ୍ଠୀ ଫିଲ୍ମ ର ଏକ ଦୃଶ୍ୟକୁ କଡା…

‘ଦ ବେଙ୍ଗଲ ଫାଇଲ୍ସ’ରେ ମହାତ୍ମା ଗାନ୍ଧୀ ହେବେ ଅନୁପମ ଖେର, ସେୟାର କଲେ ଫାଷ୍ଟ ଲୁକ୍

ମୁମ୍ବାଇ: ନିର୍ଦ୍ଦେଶକ ଏବଂ ପ୍ରଯୋଜକ ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ 'ଦ ବଙ୍ଗାଲ ଫାଇଲ୍ସ' ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଆଜି ସ୍ବାଧୀନତା ଦିବସ ଅବସରରେ ସେ…

ଆଇଏମଡିବି ଜାରୀ କଲା ବିଶ୍ୱର ୧୦ ସୁନ୍ଦରୀ ଅଭିନେତ୍ରୀଙ୍କ ନାମ, ଭାରତରୁ ଜଣେ

ମୁମ୍ବାଇ: ଇଂଟରନେଟ ମୁଭି ଡାଟାବେସ (ଆଇଏମଡିବି) ନିକଟରେ ବିଶ୍ୱର ୧୦ ସୁନ୍ଦରୀ ଅଭିନେତ୍ରୀଙ୍କ ନାମ ଜାରୀ କରିଛି । ଏହି ତାଲିକାରେ ଭାରତର ଜଣେ ମାତ୍ର ଅଭିନେତ୍ରୀ ସ୍ଥାନ ପାଇଛନ୍ତି । ସେ ହେଲେ ମିମି ଫେମ ଅଭିନେତ୍ରୀ କ୍ରିତି ସାନୋନ । ୨୦୨୧ରେ ମିମିରେ ସେ ସରୋଗେଟ ମାଆର ଭୂମିକା କରି ବେଶ…

ବୁଲା କୁକୁରଙ୍କ ଉପରେ କଡ଼ା ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ଦେଲେ ଜନ୍ ଆବ୍ରାହମ, ସୁପ୍ରିମକୋର୍ଟଙ୍କୁ ଲେଖିଲେ…

ମୁମ୍ବାଇ: ବୁଲା କୁକୁର ଆକ୍ରମଣରେ ବଢୁଥିବା ଘଟଣା ଏବଂ ରେବିଜ୍ ଯୋଗୁଁ ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି, ସୋମବାର ସୁପ୍ରିମକୋର୍ଟ କର୍ତ୍ତୃପକ୍ଷଙ୍କୁ ଏହି ବୁଲା କୁକୁରମାନଙ୍କୁ ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଠାରେ ସେମାନଙ୍କୁ ଟୀକାକରଣ କରାଯିବ । ବର୍ତ୍ତମାନ ଅନେକ…

‘ଜଲି ଏଲଏଲବି ୩’ ଟିଜର ରିଲିଜ୍; ଏକାଠି ନଜର ଆସିବେ ଅକ୍ଷୟ କୁମାର ଓ ଅରଶଦ ୱାରସି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ଜଲି ଏଲଏଲବି ୩କୁ ନେଇ ବର୍ତ୍ତମାନ୍ ଚର୍ଚ୍ଚାରେ ଅଛନ୍ତି।ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ଅରଶଦ ୱାରସି ମଧ୍ୟ ନଜର ଆସିବେ। ତେବେ ଜଲି ଏଲଏଲବି ୩ ର ଟିଜର ମଙ୍ଗଳବାର ରିଲିଜ୍ ହୋଇଯାଇଛି। ଯାହାକୁ ପ୍ରଶଂସକ ବେଶ ପସନ୍ଦ ମଧ୍ୟ…

ବକ୍ସ ଅଫିସରେ ୫୦୦ କୋଟି ପାର କରିବା ପରେ, OTTରେ ରିଲିଜ୍ ହେବାକୁ ପ୍ରସ୍ତୁତ ‘ସୈୟାରା’

ମୁମ୍ବାଇ: ବକ୍ସ ଅଫିସରେ ଜବରଦସ୍ତ ସଫଳତା ପରେ, ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ରୋମାଣ୍ଟିକ ଡ୍ରାମା ‘ସୈୟାରା’ ଏବେ ଡିଜିଟାଲ ପ୍ଲାଟଫର୍ମରେ ଆସିବାକୁ ପ୍ରସ୍ତୁତ । ସିନେମା ହଲରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ, ଏବେ ଏହି ଫିଲ୍ମଟି ଖୁବ୍ ଶୀଘ୍ର ଦର୍ଶକଙ୍କୁ OTT ପ୍ଲାଟଫର୍ମରେ ମଧ୍ୟ…

ୱାର ୨ରେ ବବି ଦେଓଲଙ୍କ ଏଂଟ୍ରି ନେଇ ଚର୍ଚ୍ଚା

ମୁମ୍ବାଇ: ୨୦୨୫ରେ ୱାର ୨ ଫିଲ୍ମକୁ ଦେଖିବା ପାଇଁ ଦର୍ଶକମାନେ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି । ୟଶରାଜ ସ୍ପାଇ ୟୁନିଭର୍ସର ୱାର ୨ରେ ହ୍ରିତିକ ରୋଶନ ଓ ଜୁନିୟର ଏନଟିଆରଙ୍କୁ ଏକତ୍ର ଦେଖିବାକୁ ମିଳିବ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ପୂର୍ବରୁ କୁହାଯାଉଥିଲା ଏଜେଂଟ ପଠାନ ଓ…

ବିବାହ କରିବେ ପ୍ରଭାସ, ସୂଚନା ଦେଲେ ମାଉସୀ

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ପ୍ରଭାସଙ୍କ ବିବାହ ନେଇ ବେଶୀ ଦିନ ହେବ ଚର୍ଚ୍ଚା ଜୋର ଧରିଛି । ପ୍ରଶଂସକମାନେ ତାଙ୍କ ବିବାହ ଖବର ଶୁଣିବା ପାଇଁ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଦୀର୍ଘ ଦିନ ପରେ ପ୍ରଭାସଙ୍କ ମାଉସୀ ଶ୍ୟାମଳା ଦେବୀ ଏକ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି…