Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆସିଲା ଫିଲ୍ମ ‘ରାଧେ ଶ୍ୟାମ୍‌’ର ଟିଜର୍‌ ଡେଟ୍‌

ନୂଆଦିଲ୍ଲୀ: 'ବାହୁବଲୀ' ସୁପରଷ୍ଟାର ପ୍ରଭାସଙ୍କ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ ଆଜିକାଲି ତାଙ୍କର ଦୁଇଟି ଚଳଚ୍ଚିତ୍ର 'ଆଦିପୁରୁଷ' ଏବଂ 'ରାଧେ ଶ୍ୟାମ୍‌' ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ…

ଆର୍ମସ୍‌ ଲାଇସେନ୍ସ ମାମଲାରେ ଆଶ୍ୱସ୍ତି ପରେ ପ୍ରଶଂସକଙ୍କୁ ଧନ୍ୟବାଦ ଦେଲେ ସଲ୍‌ମାନ

ନୂଆଦିଲ୍ଲୀ: କଳା ହରିଣ ଶିକାର ମାମଲା ସହ ଜଡିତ ଆର୍ମସ୍‌ ଲାଇସେନ୍ସ ମାମଲାରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ଯୋଧପୁରର ଜିଲ୍ଲା ଓ ଅଧିବେଶନ କୋର୍ଟ ଗୁରୁବାର ସଲମାନଙ୍କ ବିରୋଧରେ ରାଜସ୍ଥାନ ସରକାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଯେଉଁଥିରେ ଅଭିଯୋଗ…

ବସନ୍ତ ନାୟକ ଏଣ୍ଟରଟେନମେଣ୍ଟର ଆଲବମ ଦିଲ ବେଚାରାର ମ୍ୟୁଜିକ ରିଲିଜ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୋଟେଲରେ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ମାଧ୍ୟମରେ ଏକ ମଡର୍ଣ୍ଣ ମ୍ୟୁଜିକ ଆଲବମ "ଦିଲ ବେଚାରା" ରିଲିଜ ହୋଇଯାଇଛି । ପ୍ରେମ ମ୍ୟୁଜିକ ମାଧ୍ୟମରେ ଏହି ପ୍ରଡକ୍ସନ ହାଉସର ପ୍ରେମ ଅଡିଓ ଅଫିସିଆଲ ପକ୍ଷରୁ ପକ୍ଷରୁ "ଛକିଶୁନ" ନାମକ ମ୍ୟୁଜିକ ଭିଡିଓ ରିଲିଜ କରିଛି।…

ସଫ୍ଟ ପର୍ଣ୍ଣ ଫିଲ୍ମ ର‌୍ୟାକେଟରେ ଗିରଫ ହୋଇଥିବା ଗହନାଙ୍କୁ କରୋନା

ମୁମ୍ବାଇ: ନିକଟରେ ସଫ୍ଟ ପର୍ଣ୍ଣ ଫିଲ୍ମ ର‌୍ୟାକେଟରେ ସମ୍ପୃକ୍ତି ନେଇ ଗିରଫ ହୋଇଥିବା ଗହନା ବଶିଷ୍ଠ ଓରଫ ବନ୍ଦନା ତିୱାରୀ କରୋନା ପଜିଟିଭ ଥିବା ଜଣାପଡିଛି । ଗହନା ୧୦ ଫେବୃୟାରୀରୁ କ୍ରାଇମବାଂଚ କଷ୍ଟଡିରେ ରହିଛି । ତାଙ୍କୁ ଗିରଫ ଏବଂ ଜେରା କରିଥିବା ଅଧିକାରୀମାନଙ୍କୁ କ୍ୱାରେଂଟାଇନରେ…

ନିକ୍‌ ଜୋନାସ୍‌ଙ୍କୁ ଏହି ସ୍ୱତନ୍ତ୍ର ଉପହାର ଦେଲେ ରଣବୀର

ନୂଆଦିଲ୍ଲୀ: ରଣବୀର ସିଂ ତାଙ୍କ ସହ-ତାରକା ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ 'ଜିଜୁ' ନିକ ଜୋନାସଙ୍କୁ ଏକ ଖାସ୍‌ ଉପହାର ଦେଇଛନ୍ତି। ସେ ଏକ ବିଶେଷ ନ୍ୟୁଟେଲା ଜାର୍‌ର ଚିତ୍ର ସେୟାର୍‌ କରିଛନ୍ତି। ସେହି ଜାର୍‌ରେ ନିକ୍‌ଙ୍କ ଫଟୋ ମଧ୍ୟ ଚିତ୍ରିତ ହୋଇଥିବା ଦେଖିବାକୁ ମିଳିଛି। ନ୍ୟୁଟେଲା…

ପରମ୍ପରାକୁ ସମ୍ମାନ ଦେବାକୁ ଯାଇ ନାମ ବଦଳାଇଥିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ଜୋନାସ ସଂଗୀତଜ୍ଞ ନିକ ଜୋନାସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ଚୋପ୍ରାଙ୍କରୁ ପ୍ରିୟଙ୍କା ଚୋପ୍ରା ଜୋନାସ ନାମ କାହିଁକି ବଦଳାଇଲେ ତାହା ପ୍ରକାଶ କରିଛନ୍ତି। ସେ ଏହି କାର୍ଯ୍ୟକୁ ତାଙ୍କ ପିତାମାତାଙ୍କ ପରମ୍ପରାକୁ ସମ୍ମାନ ଦେବାପାଇଁ…

ଓସ୍କାର ଦୌଡରୁ ବାଦ୍ ପଡିଲା ଜଲ୍ଲିକଟ୍ଟୁ, ବିଟ୍ଟୁ ରେସରେ ଅଛି

ମୁମ୍ବାଇ: ସମ୍ମାନଜନକ ୯୩ତମ ଓସ୍କାର ଏକାଡେମୀ ପୁରସ୍କାର ପାଇଁ ଭାରତ ପକ୍ଷରୁ ଜଲ୍ଲିକଟ୍ଟୁକୁ ମନୋନୀତ କରାଯାଇଥିଲା । ତେବେ ଏହା ଶର୍ଟଲିଷ୍ଟରେ ସ୍ଥାନ ପାଇବାରେ ବିଫଳ ହୋଇଛି । ତେବେ ଲାଇଭ ଆକ୍ସନ ଶର୍ଟଫିଲ୍ମ କାଟାଗୋରିରେ କରିଶ୍ମା ଦୁବେଙ୍କ ବିଟ୍ଟୁ ଏବେ ବି ଦୌଡରେ ରହିଛି । ଫାଇନାଲ…

ସନ୍ନି ଲିଓନିଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ଥିରୁଅନନ୍ତପୁରମ୍: ୨୯ ଲକ୍ଷ ଟଙ୍କାର ଠକେଇ ମାମଲାରେ ଗିରଫ ହେବେନି ସନ୍ନି ଲିଓନି । ଅଭିନେତ୍ରୀ ସନ୍ନି ଲିଓନିଙ୍କ ଗିରଫଦାରୀ ଉପରେ କେରଳ ହାଇକୋର୍ଟ ରୋକ୍ ଲଗାଇଛନ୍ତି । ସନ୍ନିଙ୍କ ଆଣ୍ଟିସିପାଟୋରୀ ବେଲ୍ ଆବେଦନର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି କେରଳ ହାଇକୋର୍ଟ । ୨୯ ଲକ୍ଷ ଟଙ୍କା ଠକେଇ…

ମା ହେଲେ ଅଭିନେତ୍ରୀ ଅନୀତା ହସାନନ୍ଦିନୀ

ନୂଆଦିଲ୍ଲୀ: ମା ହେଲେ ଅଭିନେତ୍ରୀ ଅନୀତା ହସାନନ୍ଦିନୀ। ଅନୀତା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏହା ହେଉଛି ଦମ୍ପତିଙ୍କର ପ୍ରଥମ ସନ୍ତାନ। ଏହି ଖୁସି ଖବର ନିଜେ ରୋହିତ ଇନଷ୍ଟାଗ୍ରାମରେ ସେୟାର୍‌ କରିଛନ୍ତି। ରୋହିତ ଅନୀତାଙ୍କୁ ଚୁମ୍ବନ ଦେଉଥିବା ଏକ ଆକର୍ଷଣୀୟ ଫଟୋ ସେୟାର କରି ସେ…

ଏଥର ଖଣ୍ଡଗିରିରେ ହେବନି ଯାତ୍ରା

ଭୁବନେଶ୍ୱର : ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ଶୁଭିବନି ଡାଇଲଗ୍ । ଜଳିବନି ଯାତ୍ରା ପେଣ୍ଡାଲର ଝିଲ୍‌ମିଲ୍‌ ଆଲୁଅ। ମଞ୍ଚରେ ଦେଖିବାକୁ ଆଇଟମ୍ ଡ୍ୟାନ୍ସ । କାରଣ ଏଥର ଏଥର ଖଣ୍ଡଗିରି ଯାତ୍ରା ଓ ମେଳାକୁ ନାଁ କହିଛି ଭୁବନେଶ୍ୱର ମହାନଗର ନିଗମ । କେବଳ ବିଧି ରଖିବା ପାଇଁ ପୂଜା କରାଯିବ।…