Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ହଙ୍ଗମା-୨ରେ ଅକ୍ଷୟ ଖାନ୍ନାଙ୍କ ଏଂଟ୍ରି

ମୁମ୍ବାଇ: ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ସୁପରହିଟ ଫିଲ୍ମ ହଙ୍ଗାମା(୨୦୦୩)ର ସିକ୍ୱେଲ ହଙ୍ଗାମା-୨ରେ ଅକ୍ଷୟ ଖାନ୍ନାଙ୍କ ଏଂଟ୍ରି ହୋଇଛି । ଫିଲ୍ମର ଶୁଟିଂ ସମ୍ପୂର୍ଣ୍ଣ ଶେଷ ହୋଇଯାଇଥିବା ବେଳେ ଏବେ ଏହାର ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ଚାଲୁଛି । ଫିଲ୍ମରେ ଶିଲ୍ପା ସେଟ୍ଟୀ, ପରେଶ ରାୱଲ ଓ ମିଜାନ…

ଟ୍ୱିଟର୍‌ ଉପରେ ଏଭଳି ଅଭିଯୋଗ ଆଣିଲେ ଅଭିନେତ୍ରୀ ରିଚା

ନୂଆଦିଲ୍ଲୀ: ଅଭିନେତା ରିଚା ଚଢା ଅଭିଯୋଗ କରିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଲୋକଙ୍କୁ ତାଙ୍କୁ ଅନୁସରଣ କରିବାରେ ବାରଣ କରୁଛି। ସେ ନିଜ ଟ୍ୱିଟର ପ୍ରୋଫାଇଲର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି। ଯାହା ଉପରେ ସାଧାରଣ 'ଫଲୋ' ବଟନ୍ ବଦଳରେ ଏକ "ପେଣ୍ଡିଂ" ବଟନ୍ ଦେଖିବାକୁ…

ଖୁବ୍ ଶୀଘ୍ର ଦ୍ୱିତୀୟ ବିବାହ କରିବେ ଦିୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଖୁବ୍ ଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଦିୟା ମିର୍ଜା ଓ ବ୍ୟବସାୟୀ ବୈଭବ ରେଖୀଙ୍କ ବିବାହ ଫେବୃୟାରୀ ୧୫ରେ ଆୟୋଜିତ ହେବ । ଏଥିରେ ବହୁତ କମ୍ ଲୋକ ଯୋଗ ଦେବେ । ତେବେ ଏ ନେଇ ବିଧିବଦ୍ଧ ଭାବେ ଉଭୟଙ୍କ ପକ୍ଷରୁ କୌଣସି…

କଙ୍ଗନାଙ୍କ ଶୁଟିଂ ସେଟରେ କଂଗ୍ରେସ କର୍ମୀଙ୍କ ଉତ୍ପାତ

ବୈତୁଲ: ମଧ୍ୟପ୍ରଦେଶ ବୈତୁଲ ଜିଲ୍ଲାରେ କଙ୍ଗନା ରାନାୱତଙ୍କ ଧାକଡ ଫିଲ୍ମ ଶୁଟିଂ ଅବସରରେ କଂଗ୍ରେସ କର୍ମୀମାନେ ବାଧା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଥିଲେ । ପୋଲିସ କଡା ପଦକ୍ଷେପ ଗ୍ରହଣ କରିବା ଫଳରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଜିଲା ମହିଳା କଂଗ୍ରେସ ଅଧ୍ୟକ୍ଷ ସୀମା ଅତୁଲକରଙ୍କ…

(ଅନୁପମା) ସିରିଏଲ୍‌ ଆକ୍ଟର ପାରସ୍ କଲନାୱାତଙ୍କୁ କରୋନା

ନୂଆଦିଲ୍ଲୀ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ 'ଅନୁପମା'ରେ ଅଭିନୟ କରୁଥିବା ଅଭିନେତା ପାରସ୍ କଲନାୱାଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶୋ’ର ନିର୍ମାତା ରାଜନ ଶାହି ଏକ ସରକାରୀ ବିବୃତ୍ତିରେ ଏହାକୁ ନେଇ ସ୍ପଷ୍ଟୀକରଣ ହେଇଛନ୍ତି। ଏହାସହିତ ସେ କହିଛନ୍ତି ଯେ ପାରସ…

ନାଟକ ଏକାଡେମୀ ତରଫରୁ ସନ୍ୟାସୀ ମହାରଣାଙ୍କୁ ମିଳିଲା ୨୦୨୧ ମସିହାର ରଙ୍ଗମଞ୍ଚ ସମ୍ମାନ

ବ୍ରହ୍ମପୁର : ବ୍ରହ୍ମପୁର ନାଟକ ଏକାଡେମୀ ତରଫରୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ପ୍ରଯୋଜକ ନିର୍ଦ୍ଦେଶକ ସନ୍ୟାସୀ ମହରଣାଙ୍କୁ ଚଳିତ ୨୦୨୧ ମସିହା ରଙ୍ଗମଞ୍ଚ ସମ୍ମାନ ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସଚେତନ କରେଇବା ପାଇଁ ଶ୍ରୀ ମହାରଣା ଅନେକ କ୍ଷୁଦ୍ର…

ଓଡ଼ିଆ କଣ୍ଠଶିଳ୍ପୀ ସୁଧା ମିଶ୍ରଙ୍କୁ ମିଳିବ ପ୍ରଣବ ପରମ୍ପରା ସମ୍ମାନ

ଭୁବନେଶ୍ୱର : ବିଶ୍ୱ ମାତୃଭାଷା ଦିବସର ପୂର୍ବ ଦିନ ସମ୍ଭାବନା ପକ୍ଷରୁ ଓଡ଼ିଆ କଣ୍ଠଶିଳ୍ପୀ ସୁଧା ମିଶ୍ରଙ୍କୁ ପ୍ରଣବ ପରମ୍ପରା ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି ସମ୍ଭାବନାର ପରିଚାଳନା ଟ୍ରଷ୍ଟି ଦେବପ୍ରସାଦ ପରିଜା ସୂଚନା ଦେଇଛନ୍ତି। ଜୟଦେବ ଭବନ ପରିସରରେ ହେବାକୁ ଥିବା ଏହି…

ଧୁମ୍‌-୪ରେ ଲେଡି ଭିଲେନ୍

ମୁମ୍ବାଇ: ବଲିଉଡର ପପୁଲାର ଫ୍ରାଂଚାଇଜି ଧୁମ୍ ନିଜର ଚତୁର୍ଥ ପାର୍ଟ ପାଇଁ ଯୋଜନା ଚଳାଇଛି । ପୂର୍ବରୁ ଏହି ଫିଲ୍ମର ତିନୋଟି ପାର୍ଟରେ ମେଲ୍ ଭିଲେନ୍ ଥିଲାବେଳେ ଆଗକୁ କିନ୍ତୁ ବ୍ୟତିକ୍ରମ ଦେଖାଯିବ । କାହିଁକି ନା ଧୁମ୍‌-୪ରେ ଦର୍ଶକଙ୍କ ସାମ୍ନାକୁ ଆସିବେ ଜଣେ ଫିମେଲ୍ ଭିଲେନ୍ । ଖବର ଆସିଛି…

କଂଗ୍ରେସ ନେତାଙ୍କ ଧମକ ପରେ କଙ୍ଗନାଙ୍କୁ ସ୍ୱତନ୍ତ୍ର ସୁରକ୍ଷା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ କଂଗ୍ରେସ ନେତାଙ୍କ ଦ୍ୱାରା ଧମକ ଦିଆଯିବା ପରେ ମଧ୍ୟପ୍ରଦେଶ ପୋଲିସ କଙ୍ଗନା ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ବୋଲି ସେ କହିଛନ୍ତି। ସେ ତାଙ୍କ ଟ୍ୱିଟରେ ଯଦି କୃଷକଙ୍କ ନିକଟରେ କ୍ଷମା ପ୍ରାର୍ଥନା ନକରନ୍ତି ତେବେ…

ଆସିଲା ଫିଲ୍ମ ‘ରାଧେ ଶ୍ୟାମ୍‌’ର ଟିଜର୍‌ ଡେଟ୍‌

ନୂଆଦିଲ୍ଲୀ: 'ବାହୁବଲୀ' ସୁପରଷ୍ଟାର ପ୍ରଭାସଙ୍କ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ ଆଜିକାଲି ତାଙ୍କର ଦୁଇଟି ଚଳଚ୍ଚିତ୍ର 'ଆଦିପୁରୁଷ' ଏବଂ 'ରାଧେ ଶ୍ୟାମ୍‌' ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ…