Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚଳିତ ବର୍ଷ ଇଦ୍‌ରେ ରିଲିିଜ କରିବ ଆଲିଆଙ୍କ ଅଭିନୀତ ଚଳଚ୍ଚିତ୍ର ‘Gangubai Kathiawadi’!

ନୂଆଦିଲ୍ଲୀ: ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ଗଙ୍ଗୁବାଇ କାଥିଆୱାଡି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଛି। ଏବେ ଫିଲ୍ମ ବିଷୟରେ ଏକ ଭଲ ଖବର ଶୁଣିବାକୁ ମିଳିଛି। ସଦ୍ୟତମ ଖବର ଅନୁଯାୟୀ, 'ଗଙ୍ଗୁବାଇ କାଠିଆୱାଡି'ର ସୁଟିଂ ଶେଷ ହେବାକୁ ଯାଉଛି।…

ପରଲୋକରେ ଅଭିନେତା ରାଜୀବ କପୁର

ନୂଆଦିଲ୍ଲୀ: ଆସ୍‌ମାନ, ଲଭର୍ ବଏ, ଜବରଦସ୍ତ ଏବଂ ହମ୍ ତୋ ଚଲେ ପରଦେଶ, ରାମ ତେରୀ ଗଙ୍ଗା ମେଲି, ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଦିଗ୍‌ଗଜ ଅଭିନେତା ରାଜୀବ କପୁରଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ସେ ୫୮ ବର୍ଷ ବୟସ ହୋଇଥିଲା। ଅଭିନେତା ତଥା ନିର୍ଦ୍ଦେଶକ ରାଜ…

ଆଉ ଏକ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଛି ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’

ବ୍ରହ୍ମପୁର: ଓଡିଶା ପ୍ରଶାସନିକ ସେବା (ଓଏଏସ୍) ର ଜଣେ ବରିଷ୍ଠ ଅଧିକାରୀ ଡ. ଶ୍ୱେତା କୁମାର ଦାଶଙ୍କ ନିର୍ଦ୍ଦେଶିତ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’ ଅନ୍ୟ ଏକ ଆନ୍ତର୍ଜାତୀୟ ପୁରସ୍କାର ଲାଭ କରିଛି। ନିକଟରେ ସାନ ଫ୍ରାନ୍ସିସ୍କୋରେ ଆୟୋଜିତ ସାମାଜିକ ଏବଂ ଅର୍ଥନୈତିକ ଜଷ୍ଟିସ୍ ଫିଲ୍ମ…

ସାମ୍‌ନାକୁ ଆସିଲା ଫିଲ୍ମ ‘ଲୁପ୍‌ ଲପେଟା’ର‌େ ତାହିର୍‌ଙ୍କ ପ୍ରଥମ ଝଲକ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ 'ଲୁପ୍‌ ଲପେଟା'ର ନିର୍ମାତା ମଙ୍ଗଳବାର ତାହିର ରାଜ ଭାସିନଙ୍କ ପ୍ରଥମ ଝଲକୁ ଆଣିଛନ୍ତି। ତାହିର ଏଥିରେ ସତ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଯେଉଁଥିରେ ମୁଖ୍ୟ ଭୂମିକାରେ ତାପସୀ ପନ୍ନୁ ଅବତୀର୍ଣ୍ଣ ହୋଇଛନ୍ତି। ତାପସୀ ପନ୍ନୁ ଏବଂ ତାହିର ରାଜ ଭାସିନଙ୍କ ଅଭିନୀତ…

ଏହି ଦିନ ରିଲିଜ କରିବ ସିରିଜ୍‌ ‘ବମ୍ବେ ବେଗମ୍‌ସ’

ନୂଆଦିଲ୍ଲୀ: ମାର୍ଚ୍ଚ ୮ରେ ନେଟଫ୍ଲିକ୍ସ ସିରିଜ୍ ବମ୍ବେ ବେଗମ୍ ରିଲିଜ୍ ହେବାକୁ ପ୍ରସ୍ତୁତ ହେଇସାରିଛି। 'ବମ୍ବେ ବେଗମ୍‌ସ' ମୁମ୍ବାଇର ପ୍ରାୟ ପାଞ୍ଚଜଣ ମହିଳାଙ୍କ କାହାଣୀକୁ ନେଇ ଗତିଶୀଳ। ଯେଉଁମାନେ "ଅଭିଳାଷ, ଇଚ୍ଛା, ଶକ୍ତି ଏବଂ ଦୁର୍ବଳତା ପାଇଁ ସଂଗ୍ରାମ" ସହିତ ଅଙ୍ଗାଙ୍ଗୀ ଜଡ଼ିତ।…

୩୩ ବର୍ଷ ପୁରୁଣା ଭିଡିଓ ସେୟାର୍‌ କରି ବନ୍ଧୁଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଲେ ସଲ୍‌ମାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ଦବାଙ୍ଗ ବଏ୍ ସଲମାନ ଖାନ ସୋସିଆଲ ମିଡିଆରେ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ସମୟରେ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସୋ ବିଗ୍‌ ବୋସ୍‌କୁ ଭାଇଜାନ୍‌ ଏବେ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି।…

କୃଷକଙ୍କ ବିରୋଧକୁ ନେଇ କାହିଁକି ଚୁପ୍‌ ପ୍ରିୟଙ୍କା; ମିୟା ଖଲିଫା

ନୂଆଦିଲ୍ଲୀ: ତିନୋଟି କୃଷି ନିୟମ ବିରୁଦ୍ଧରେ ସମଗ୍ର ଦେଶରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନର ପ୍ରତିଧ୍ୱନୀ ଦେଶ ତଥା ବିଦେଶରେ ମଧ୍ୟ ଶୁଣିବାକୁ ମିଳୁଛି। ଆମେରିକାର ବହୁ ବଡ ସେଲିବ୍ରିଟି କୃଷକ ଆନ୍ଦୋଳନରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ସେମାନଙ୍କ ମଧ୍ୟରେ ପୂର୍ବତନ…

ବଲିଉଡ୍‌ର ଏହି ଦୁଇ ମହାନ କଳାକାରଙ୍କ ପାକିସ୍ତାନର ପୈତୃକ ଘରକୁ ନେଇ ବିବାଦ ଜାରି

ନୂଆଦିଲ୍ଲୀ: ବଲିଉଡର ଟ୍ରାଜେଡି କିଙ୍ଗ ଦିଲୀପ କୁମାର ଏବଂ ଶୋମ୍ୟାନ୍ ରାଜ କପୁରଙ୍କ ପାକିସ୍ତାନର ପୈତୃକ ଘର ଉପରେ ବିବାଦ ଜାରି ରହିଛି। ଖାଇବରପାଖୁଣ୍ଟଖୱା ପ୍ରାଦେଶିକ ସରକାର ଉଭୟ କଳାକାରଙ୍କ ଘର ସଂଗ୍ରହାଳୟ କରିବାକୁ ଚାହୁଁଛନ୍ତି, କିନ୍ତୁ ଉଭୟ ଘରର ମାଲିକମାନେ ସରକାର ସ୍ଥିର କରିଥିବା…

ନିଜ ମୃତ୍ୟୁ ଗୁଜବକୁ ଖଣ୍ଡନ କରିଛନ୍ତି ଅଭିନେତା ମୋହନ କପୁର

ନୂଆଦିଳ୍ଲୀ: ଟେଲିଭିଜନ ଅଭିନେତା ମୋହନ କପୁର ସୋସିଆଲ ମିଡିଆକୁ ନେଇ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ସେୟାର୍‌ କରିଛନ୍ତି। ତାଙ୍କର 'ମୃତ୍ୟୁ' ଖବରକୁ ସେ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। "ନମସ୍କାର…

୧୬ ବର୍ଷ ବୟସରେ ସଲମାନଙ୍କ ପ୍ରେମରେ ପଡିଥିଲେ ଏହି ପାକିସ୍ତାନୀ ଅଭିନେତ୍ରୀ; ବିବାହ କରିବା ପାଇଁ ଆମେରିକାରୁ ଆସିଥିଲେ…

ନୂଆଦିଲ୍ଲୀ: ପାକିସ୍ତାନର ଜଣାଶୁଣା ଅଭିନେତ୍ରୀ ସୋମି ଅଲି ପୁଣି ଥରେ ଏହି ଖବରରେ ଅଛନ୍ତି। ୧୯୯୧ ମସିହାରେ ସେ ବଲିଉଡର ଦବାଙ୍ଗ୍‌ ବଏ୍‌ ସଲମାନ ଖାନଙ୍କୁ ବିବାହ କରିବା ପାଇଁ ଆମେରିକାରୁ ମୁମ୍ବାଇ ଆସିଥିଲେ। ସୋମି ଅଲିଙ୍କୁ ସେତେବେଳେ ମାତ୍ର ୧୬ ବର୍ଷ ହୋଇଥିଲା। ସେ କେବଳ ମୁମ୍ବାଇ ଆସି…