Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଉ ନାହାନ୍ତି ସାଉଥର ନାମୀଦାମୀ ଅଭିନେତା କୋଟା ଶ୍ରୀନିବାସ ରାଓ

ନୂଆଦିଲ୍ଲୀ: ଆରପାରିରେ ବରିଷ୍ଠ ଅଭିନେତା ତଥା ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓ । ଦୀର୍ଘ ଦିନର ଅସୁସ୍ଥତା ପରେ ରବିବାର, ଜୁଲାଇ ୧୩ ସକାଳ ୪ଟାରେ ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ତାଙ୍କ…

ଡବଲ୍ ନୁହେଁ ଏକାଥରେ ୪ଟି ଚରିତ୍ରରେ ଅଭିନୟ କରିବେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ୨୦୨୪ ମସିହାରେ 'ପୁଷ୍ପା ୨' ଫିଲ୍ମ ରିଲିଜ ହୋଇଥିଲା। ଯାହା ସାରା ବିଶ୍ବରେ ୧୮୦୦ କୋଟିରୁ ଅଧିକ ରୋଜଗାର କରିଥିଲା। ତେବେ ବର୍ତ୍ତମାନ୍ ଅଲ୍ଲୁ ଅର୍ଜୁନ ତାଙ୍କ ଆଗାମୀ ଫିଲ୍ମ ମାଧ୍ୟମରେ ଧମାଲ୍ ମଚାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅଲ୍ଲୁ ଅର୍ଜୁନ ବର୍ତ୍ତମାନ୍ ନିର୍ଦ୍ଦେଶକ…

ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ପରେ କରିନାଙ୍କ କାରକୁ ଆକ୍ରମଣ ହୋଇଥିଲା…

ମୁମ୍ବାଇ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ପରେ କରୀନା କପୁର ଖାନଙ୍କ କାର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା ବୋଲି କହିଛନ୍ତି ଲୋକପ୍ରିୟ ଟିଭି ଏବଂ ଫିଲ୍ମ ଅଭିନେତା ରୋନିତ ରୟ। ସେ ଏକ ସାକ୍ଷାତକାରରେ ସୈଫଙ୍କ ଆକ୍ରମଣକୁ ନେଇ କହିଥିଲେ ଯେ ଯେତେବେଳେ ସୈଫ ହସ୍ପିଟାଲରୁ ଡିସଚାର୍ଜ…

ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ

ଭୁବନେଶ୍ବର: ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ। NBW ଆଧାରରେ ଗିରଫ କଲା ବଡଗଡ଼ ଥାନା ପୋଲିସ। କୋର୍ଟ ନିୟମ ଖିଲାପ କରିଥିବାରୁ ଗିରଫ ହେଲେ ଓଲିଉଡ ଅଭିନେତା। ଗିରଫଦାରୀ ନିର୍ଦ୍ଦେଶ ଦେଇଥିଲେ JMFC କୋର୍ଟ। ପାର୍ଥଙ୍କ ବିରୋଧରେ ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା। ତେବେ…

ବେଆଇନ ବେଟିଂ ଆପ ମାମଲା; ଇଡି ସ୍କାନରରେ ଫସିଲେ ୨୯ ସେଲିବ୍ରିଟି 

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତେଲେଙ୍ଗାନାର ୨୯ ଜଣ ତାରକାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିରେ ଅଭିନେତା, ୟୁଟ୍ୟୁବର ଏବଂ ଇନଷ୍ଟାଗ୍ରାମ ଇନଫ୍ଲୁଏନସରଙ୍କ ନାମ ସାମିଲ ରହିଛି। ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା…

ମା ଓ ବାପା ବନିବେ ରାଜକୁମାର ରାଓ ଏବଂ ପତ୍ରଲେଖା

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖା ପିତାମାତା ହେବାକୁ ଯାଉଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏହି ଖୁସି ଖବର ସେୟାର କରିବା ପରେ ଅନେକ ସେଲିବ୍ରିଟି ଏବଂ ଫ୍ୟାନ୍ସ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜକୁମାର ରାଓ ଏବଂ ପତ୍ରଲେଖା…

କିଏ ସେହି ବେଦିକା ଶେଟ୍ଟୀ? ଆଲିଆ ଭଟ୍ଟଙ୍କୁ ଲଗାଇଲା ୭୭ ଲକ୍ଷର ଚୂନା…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଲିଆ ଭଟ୍ଟଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି ଏବଂ ପଚରାଉଚରା କରୁଛି । ଆଲିଆଙ୍କ ମାଆ ଏବଂ ଅଭିନେତ୍ରୀ ସୋନି ରାଜଦାନ, ବେଦିକା ପ୍ରକାଶ ଶେଟ୍ଟୀ ନାମକ…

ମୁଁ ଗୌରୀଙ୍କୁ ବିବାହ କରିସାରିଛି: ଆମିର ଖାନ 

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟ ସମୟ ଚର୍ଚ୍ଚାରେ ରହୁଛନ୍ତି। କିଛି ଦିନ ପୂର୍ବରୁ ସେ ତାଙ୍କ ଜନ୍ମ ଦିନରେ ପ୍ରେମିକା ଗୌରୀଙ୍କୁ ସମସ୍ତଙ୍କ ସାମ୍ନାରେ ପରିଚୟ କରାଇଥିଲେ। ସେବେଠାରୁ ଗୌରୀଙ୍କୁ ଆମିରଙ୍କ ସହ ସବୁଠିି ଦେଖିବାକୁ…

ହଇଚଇ ସୃଷ୍ଟି କରିଛି ‘ବୋଉ ବୁଟୁ ଭୂତ’: ବଲିଉଡର ଏହି ସିନେମାକୁ ପଛରେ ପକାଇଲା….

ଭୁବନେଶ୍ବର: ବାବୁସାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ ବୋଉ ବୁଟୁ ଭୂତ ଏବେ ବକ୍ସ ଅଫିସରେ ଧମାକା ରଚିଛି । ସର୍ବାଧିକ ଆୟକାରୀ ଓଡ଼ିଆ ଫିଲ୍ମ ଭାବେ ଓଡିଆ ସିନେମା ଜଗତରେ ଇତିହାସ ସୃଷ୍ଟି କରିଥିବା ବେଳେ ଏବେ ବଲିଉଡ ଡାଇରିରେ ବି ସିନେମାକୁ ବୟରେ ପଛରେ ପକାଇଛି । ତାହା ପୁଣି କୋଉ ଏମିତି ସେମିତି…

ଫିଲ୍ମ ‘ଅନନ୍ତା’ ଦେଖିବେ ଡିଏଭି ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସାରା ଓଡିଶାରେ ଥିବା ୬୩ ଡିଏଭି ସ୍କୁଲର ୭୫୦୦୦ ଇଂରାଜୀ ମିଡିୟମ ଛାତ୍ରଛାତ୍ରୀଙ୍କୁ ଅନନ୍ତା ଦେଖାଇବାକୁ ସର୍କୁଲାର ଜାରି କରିଛନ୍ତି ଡିଏଭି ସ୍କୁଲ ନେଟୱର୍କର ରିଜିଓନାଲ ଡାଇରେକ୍ଟୋର DR K C Satapathy। ଅନନ୍ତା ସିନେମାରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ସାହିତ୍ୟ ଓ…