Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭାଇରାଲ ହେଉଛି ଭାଇଜାନଙ୍କ ନିୟୁ ଲୁକ୍: ଭୁରି ଭୁରି ପ୍ରଶଂସା କଲେ ଫ୍ୟାନ୍ସ….

ମୁମ୍ବାଇ: ସଲମାନ ଖାନ ଓରଫ ବଲିଉଡ ଭାଇଯାନ ଏହି ଦିନ ମାନଙ୍କରେ ଅନେକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ପୁଣି ବଡ ପରଦାରେ ଧମାଲ କରିବାକୁ ଫେରିଛନ୍ତି ସଲମାନ । ତାଙ୍କର ଆଗାମୀ ଫିଲ୍ମ 'ବ୍ୟାଟଲ୍ ଅଫ୍ ଗାଲୱାନ୍'କୁ ନେଇ ସେ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ପ୍ରଥମ…

ରହସ୍ୟ ଉପରୁ ହଟିଲା ପରଦା: ଅନୁପମ ପଟ୍ଟନାୟକଙ୍କ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ଶୁଭ ମହୁରତ

ଭୁବନେଶ୍ୱର: ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକ ମହୁରତ ପୂଜା ସହିତ ନିଜର ଆଗାମୀ ଚଳଚ୍ଚିତ୍ର 'ମନ୍ତ୍ର ମୁଗ୍ଧ' ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ସାଙ୍କେତିକ ଭାବେ ଏମ୍ଏମ୍ ନାମରେ ଏହି ନୂଆ ଚଳଚ୍ଚିତ୍ରଟି ବିଗତ କିଛି ସପ୍ତାହ ମଧ୍ୟରେ ବେଶ୍ ଚହଳ ଓ…

‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ରେ ସ୍ମୃତି ଇରାନୀଙ୍କ ଲୁକ୍ ଭାଇରାଲ…

ମୁମ୍ବାଇ: ଏକତା କପୁରଙ୍କ ଶୋ’ 'କ୍ୟୁଙ୍କି ସାସ୍ ଭି କଭି ବହୁ ଥି' ଖୁବ୍ ଲୋକପ୍ରିୟ ହୋଇପାରିଥିଲା। ସ୍ମୃତି ଇରାନୀ ଏବଂ ଅମର ଉପାଧ୍ୟାୟ ଏହି ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ଏହି ଶୋ’ର ଦ୍ୱିତୀୟ ସିଜିନ୍ ଆସିବାକୁ ଯାଉଛି। ଶୋ’ର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ…

ଦ୍ଵିତୀୟ ସପ୍ତାହରେ ଜବରଦସ୍ତ ରୋଜଗାର କଲା ଆମିର ଖାନଙ୍କ ଫିଲ୍ମ ‘ସିତାରେ ଜମିନ୍ ପର’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଆମିର ଖାନଙ୍କ ସ୍ପୋର୍ଟ୍ସ ଡ୍ରାମା 'ସିତାରେ ଜମିନ୍ ପର' ଜୁନ୍ ୨୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ଏବେ ବି ରେକର୍ଡ ବ୍ରେକ କରି ଦର୍ଶକଙ୍କୁ ଆକର୍ଷିତ କରୁଛି। ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ସବୁବେଳେ ତାଙ୍କ ଫିଲ୍ମ…

ବହୁ ପ୍ରତୀକ୍ଷିତ ‘ରାମାୟଣ’ର ଟିଜର ଆଉଟ୍; ରାମ ଓ ରାବଣ ଝଲକ…

ମୁମ୍ବାଇ: ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର 'ରାମାୟଣ'ର ପ୍ରଥମ ଲୁକ୍ ଆଜି ଲଞ୍ଚ ହୋଇଛି। ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ପରି ଷ୍ଟାରଙ୍କ ଅଭିନୀତ ଏହି ମେଗା ଫିଲ୍ମର ପ୍ରୋମୋ ଦେଶର ୯ଟି ବଡ଼ ସହରରେ ଏକକାଳୀନ ପ୍ରଦର୍ଶିତ ହୋଇଥିଲା। ଫିଲ୍ମର ପ୍ରଥମ ଲୁକ୍…

ପାକିସ୍ତାନୀ ଚ୍ୟାନେଲ ଓ ସେଲିବ୍ରିଟିଙ୍କ ଆକାଉଣ୍ଟ ଉପରୁ ହଟିଲା ବ୍ୟାନ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ପାକିସ୍ତାନୀ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଆଉ ଏବେ ପାକିସ୍ତାନୀ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ଉଠାଇ…

ବର୍ଷ ବର୍ଷ ଧରି ପରସ୍ପର ଠାରୁ ଅଲଗା ରହିବା ପରେ ଏବେ ପୁଣି ଏକାଠି ହୋଇଛନ୍ତି ଏହି ବଲିଉଡ୍ ଯୋଡି, ଝିଅ କହିଲେ….

ମୁମ୍ବାଇ: ବଲିଉଡରେ ଅନେକ ଦମ୍ପତି ବିବାହିତ ହେବା ସତ୍ତ୍ୱେ ଅଲଗା ରହୁଛନ୍ତି। ସେମାନଙ୍କର ଛାଡପତ୍ର ହୋଇନାହିଁ କିନ୍ତୁ ସେମାନେ ବର୍ଷ ବର୍ଷ ଧରି ଅଲଗା ପରସ୍ପର ଠାରୁ ଅଲଗା ରହି ଆସୁଛନ୍ତି । ଏଥିରୁ ଜଣେ ହେଉଛନ୍ତି ହେଉଛି କରୀନା କପୁର ଆଉ କରିସ୍ମା କପୂରଙ୍କ ପିତାମାତା ରଣଧୀର କପୁର ଏବଂ…

‘ବୋଟକ୍ସକୁ କୁହ ବାଏ ବାଏ’: ଶେଫାଳୀଙ୍କ ମୃତ୍ୟୁକୁ ନେଇ ପ୍ରଶଂସକଙ୍କୁ ପରାମର୍ଶ ଦେଲେ ମଲ୍ଲିକା

ମୁମ୍ବାଇ: ୪୨ ବର୍ଷୀୟା ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି। ଏତେ କମ ବୟସରେ ସେ ହୃଦଘାତରେ ମୃତ୍ୟୁ ହେବା ଏବେ ସାଧାରଣ ଲୋକଙ୍କର ଚିନ୍ତା ବଢାଇଛି। କାରଣ ଗତ କିଛି ଦିନ ମଧ୍ୟରେ କମ୍ ବୟସରେ ହୃଦଘାତରେ ଅନେକ କଳାକାରଙ୍କ ମୃତ୍ୟୁ ନେଇ ସମସ୍ତେ…

ପ୍ରିୟଙ୍କା ଚୋପ୍ରାଙ୍କ ଓଡ଼ିଶା ପ୍ରେମ: ‘ଏସଏସଏମବି ୨୯’ ପାଇଁ ମୟୂରଭଞ୍ଜ ଛଉ ନୃତ୍ୟରେ ନେଲେ ଟ୍ରେନିଂ

ହାଇଦ୍ରାବାଦ: ଦେଶୀ ଗାର୍ଲ ପ୍ରିୟଙ୍କ ଚୋପ୍ରାଙ୍କ ଓଡିଶା ପ୍ରେମ। ତାଙ୍କ ଆଗମୀ ଫିଲ୍ମ ‘ଏସଏସଏମବି ୨୯’ ପାଇଁ ମୟୂରଭଞ୍ଜ ଛଉ ନୃତ୍ୟରେ ଟ୍ରେନିଂ ନେଇଛନ୍ତି। ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ଅଭିନୀତ ଏସଏସ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର SSMB29 ଶୀର୍ଷକରେ ଅଭିନୀତ,…

ସିଦ୍ଧାର୍ଥ ଶୁକ୍ଳାକୁ ଆଲିଙ୍ଗନ କରି ମନେପକାଇଥିଲେ….ଆଉ ଆଜି….ଭାଇରାଲ ହେଉଛି ଶେଫାଳିଙ୍କ ଶେଷ ପୋଷ୍ଟ

ମୁମ୍ବାଇ: ଆଉ ନାହାନ୍ତି ବିଗ୍ ବସ୍ ଫେମ୍ ତଥା ବଲିଉଡ ଅଭିନେତ୍ରୀ ଶେଫାଲି ଜରିୱାଲା । ୪୨ ବର୍ଷ ବୟସରେ କାଡିଆକ୍ ଆରେଷ୍ଟରେ ତାଙ୍କର ପରଲୋକ ହୋଇଛି । ଏହାରି ଭିତରେ ଏବେ ଶେଫାଲିଙ୍କ ଏକ୍ସରେ ଶେଷ ପୋଷ୍ଟ ଭାଇରାଲ ହେଉଛି। ଏହି ପୋଷ୍ଟରେ ଶେଫାଲି ତାଙ୍କ ବିଗ୍ ବସ୍-୧୩ ବନ୍ଧୁ ସିଦ୍ଧାର୍ଥ…