Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନୂଆ ବର୍ଷରେ ନୂଆ ଅବତାର ପାଇଁ ପ୍ରସ୍ତୁତ ରଣବୀର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର କପୁର ନୂଆ ବର୍ଷର ପ୍ରଥମ ଦିନରେ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୧ ଜାନୁୟାରୀ ୨୦୨୧ରେ ରଣବୀର କପୁର୍‌ଙ୍କ ଆଗାମୀ ଚଳଚ୍ଚିତ୍ର ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରର ନାମ 'ଆନିମଲ୍‌'। ଏଥିରେ ରଣବୀର କପୁରଙ୍କ ସହ ଅନିଲ କପୁର୍, ପରିନୀତି…

ନୂଆ ବର୍ଷରେ ଖାଲି ହେଲା ଦୀପିକାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ତାଙ୍କ ସ୍ୱାମୀ ତଥା ବଲିଉଡ ଅଭିନେତା ରଣଭୀର ସିଂଙ୍କ ସହ ରାଜସ୍ଥାନ ଜୟପୁରରେ 'ନୂଆ ବର୍ଷ' ପାଳନ କରୁଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଦୀପିକା ପାଦୁକୋନଙ୍କ…

ହାପି ବାର୍ଥ ଡେ ବିଦ୍ୟା

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଚେହେରା ବିଦ୍ୟା ବାଲାନ। କାହାନୀ, ଡର୍ଟି ପିକ୍ଚର, କାହାନି-୨ ଭଳି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ନିଜ ଅଭିନୟର ଦକ୍ଷତା ଦେଖାଇଛନ୍ତି। ଆଜି ଅର୍ଥାତ୍‌ ଜାନୁଆରୀ ୧ ତାରିଖ ଦିନ ସେ ତାଙ୍କ ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ୧ ଜାନୁୟାରୀ…

୫୦ ବର୍ଷରେ ପୁନର୍ବାର ବାପା ହେଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ଅଭିନେତା ତଥା ବିଜେପି ଦଳର ପ୍ରମୁଖ ନେତା ମନୋଜ ତିୱାରୀ ଗୁରୁବାର କନ୍ୟା ସନ୍ତାନର ବାପା ହୋଇଛନ୍ତି । ସୋସିଆଲ ସାଇଟରେ ଏ ନେଇ ମନୋଜ ସୂଚନା ଦେଇଛନ୍ତି । ଏହା ତାଙ୍କର ଦ୍ୱିତୀୟ କନ୍ୟା ସନ୍ତାନ । ପୂର୍ବରୁ ପ୍ରଥମ ସ୍ତ୍ରୀ ରାନୀଙ୍କ ତରଫରୁ ଜିୟା ନାମକ ସନ୍ତାନ ରହିଛି । ରାନୀ ଓ…

ଅତରଙ୍ଗି ରେ ଫିଲ୍ମର ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କୁ କରୋନା

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଅତରଙ୍ଗି ରେ ଫିଲ୍ମର ଶୁଟିଂ ପରେ ସେ ନିଜର କରୋନା ଟେଷ୍ଟ କରାଇଥିଲେ । ଏବେ ଏହା ପଜିଟିଭ ଆସିଛି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା…

ସଙ୍ଗୀତ ପାଇଁ ଏକାଠି ହେଲେ ବଚ୍ଚନ ପରିବାର

ମୁମ୍ବାଇ: ନୂଆବର୍ଷକୁ ଟିକେ ନିଆରା ଅନ୍ଦାଜରେ ସ୍ୱାଗତ କରିବାକୁ ଯୋଜନା କରିଛି ବଚ୍ଚନ ପରିବାର । ବୋଧ ହୁଏ ସେଥିପାଇଁ ସମସ୍ତେ ଏକାଠି ହୋଇ ପହଂଚିଥିଲେ ରେକର୍ଡିଂ ଷ୍ଟୁଡିଓରେ । ଅଥଚ ସମସ୍ତେ ମାସ୍କ ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାରେ ନଜର ଆସିଥିଲେ । ମୁମ୍ବାଇରେ ଏକ ଗୀତ ରେକର୍ଡିଂ…

ଆଉ ଖୋଲିବନି ଦିଲ୍ଲୀର ମାଡାମ୍ ତୁସୋ ମ୍ୟୁଜିୟମ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଅନେକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା । ନିକଟରେ ଏହି ଖବର ତାଲିକାରେ ସାମିଲ ହୋଇଛି ଦିଲ୍ଲୀର ମାଡାମ୍ ତୁସୋ ମ୍ୟୁଜିୟମ୍ । ଲକ୍‌ଡାଉନ୍ ପରଠୁ ଏହି ମ୍ୟୁଜିୟମ୍ ଅସ୍ଥାୟୀ ରୂପେ ବନ୍ଦ ରହିଥିଲା । ହେଲେ ଅତ୍ୟଧିକ କ୍ଷୟକ୍ଷତି ଯୋଗୁଁ ଏହାକୁ ସ୍ଥାୟୀ ରୂପେ…

୪୫ ବର୍ଷରେ ୨୫ ପରି ଦେଖା ଯାଉଛନ୍ତି ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଫିଟନେସ ପ୍ରତି ସର୍ବଦା ସଜାଗ ରହିଥାନ୍ତି । ଏବେ ତାଙ୍କୁ ୪୫ ବର୍ଷ ହୋଇଥିଲେ ମଧ୍ୟ ସେ ୨୫ ପରି ଦେଖାଯାଉଛନ୍ତି । ଗୋଆରେ ଛୁଟି କାଟୁଥିବା ବେଳେ ବୁଧବାର ସେ ଏକ କଳା ରଙ୍ଗର ମୋନାକିନି ପିନ୍ଧି ଫଟୋ ଉଠାଇଥିଲେ । ଏହାକୁ ସୋସିଆଲ ସାଇଟରେ…

ବେବି ବମ୍ପ ସହ ମ୍ୟାଗାଜିନ ପାଇଁ ଫଟୋ ସୁଟ କଲେ ଅନୁଷ୍କା

ମୁମ୍ବାଇ: କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡର ସଫଳ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଏହି ଅବସରରେ ବୁଧବାର ସେ ଭୋଗ ଇଣ୍ଡିଆ ମ୍ୟାଗାଜିନ ପାଇଁ ବେବି ବମ୍ପ ସହ ଫଟୋ ସୁଟ କରିଛନ୍ତି । ପତ୍ରିକାର ଇନଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିଛି । ଯାହା…

ଦୁବାଇରେ ପରଫର୍ମାନ୍ସ କରିବେ ଉର୍ବଶୀ, ୧୫ ମିନିଟକୁ ୪କୋଟି

ମୁମ୍ବାଇ:ବଲିଉଡ ଫିଲ୍ମ ଅଭିନେତ୍ରୀ ଉର୍ବଶୀ ରୌତାଲାଙ୍କୁ ଦୁବାଇରେ ପରଫର୍ମାନ୍ସ କରିବା ପାଇଁ ସୁଯୋଗ ମିଳିଛି । ୩୧ ଡିସେମ୍ବର ରାତିରେ ସେ ଫାଇଭ ଷ୍ଟାର ହୋଟେଲ ପାଲାଜୋ ଭସର୍ସରେ ଏହି ଶୋ କରିବେ । ରିପୋର୍ଟ ମୁତାବକ ଉର୍ବଶୀଙ୍କ ମାତ୍ର ୧୫ ମିନିଟ ଶୋ ପାଇଁ ୪ କୋଟି ଟଙ୍କା ମିଳିବ । ମୋତେ…