Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏହି ୨୦ଟି ଗାଁର ଲୋକଙ୍କୁ ଶୀତରୁ ରକ୍ଷା କଲେ ସୋନୁ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ଅସହାୟ ଲୋକଙ୍କୁ ସାହାଯ୍ୟ ଜାରି ରଖିଛନ୍ତି। ଅଭିନେତାଙ୍କ ସହାୟତା ବର୍ତ୍ତମାନ ସେହି ଅଞ୍ଚଳରେ ପହଞ୍ଚୁଛି ଯେଉଁଠାରେ ସରକାରଙ୍କ ନୀତି ମଧ୍ୟ ପହଞ୍ଚିବା କଷ୍ଟକର ହୋଇପଡ଼ୁଛି। ଉଭୟ ସୋନଭଦ୍ର ଏବଂ ମିର୍ଜାପୁରରେ ୨୦ ଟି ଗାଁ ଅଛି ଯେଉଁଠାରେ ପର୍ଯ୍ୟାପ୍ତ…

ନୂଆ ବର୍ଷ ପୂର୍ବରୁ ଜରୁରୀକାଳୀନ ଅସ୍ତ୍ରୋପଚାର କରାଇଲେ ଅଭିନେତ୍ରୀ ଶ୍ରୁତି ସେଠ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଯୋଗୁ ୨୦୨୦ ବର୍ଷ ସ୍ମରଣୀୟ ହୋଇରହିବ। ସବୁ କ୍ଷେତ୍ର ପାଇଁ ଏହା ଏକ ଅବିସ୍ମରଣୀୟ ବର୍ଷ। ଅଭିନେତ୍ରୀ ଶ୍ରୁତି ସଠେ୍‌ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ଏହି ଅଭିନେତ୍ରୀ ଚଳିତ ବର୍ଷର ବିଦାୟ ପାଇଁ ଯୋଜନା କରୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍‌ ଖରାପ ହୋଇଥିଲା…

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ।…

କାହିଁକି ବିଗ୍‌ ବି ସର୍ବଦା ନିଜ ଟ୍ୱିଟ୍ ଗଣନା କରନ୍ତି? ଜାଣନ୍ତୁ କଣ ଏହା ପଛର କାରଣ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି। ପ୍ରଶଂସକମାନେ ମଧ୍ୟ ସେମାନଙ୍କର ମଜାଳିଆ ଏବଂ ପ୍ରେରଣାଦାୟକ ପୋଷ୍ଟକୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ଅମିତାଭ ବଚ୍ଚନଙ୍କ ବିଷୟରେ ଏକ ବିଶେଷ କଥା ହେଉଛି ଯେ ସେ ପୋଷ୍ଟରେ ନିଜ ଟ୍ୱିଟର…

ଫକ୍ସ ଷ୍ଟାର ଷ୍ଟୁଡିଓ ଭାରତରେ ଫିଲ୍ମ ବିଜନେସରୁ ଓହରିଯିବ !

ମୁମ୍ବାଇ: ଫକ୍ସ ଷ୍ଟାର ଷ୍ଟୁଡିଓ ଭାରତରେ ଫିଲ୍ମ ବିଜନେସ ନେଇ ଆଗ୍ରହ ପ୍ରକାଶ କରିଥିଲା । ତେବେ ମଙ୍ଗଳବାର ମିଳିଥିବା ରିପୋର୍ଟ ମୁତାବକ ଫକ୍ସ ଷ୍ଟାର ଭାରତରେ ଫିଲ୍ମ ବିଜନେସ ନ କରିବା ପାଇଁ ନିଷ୍ପତି ନେଇଛି । ୨୦୧୮ରେ ଅକ୍ଷୟ କୁମାରଙ୍କ ସହ ୩ଫିଲ୍ମ କମ୍ପାନୀ ଚୁକ୍ତି କରିଥିଲା । ଅକ୍ଷୟଙ୍କ…

ହସ୍ପିଟାଲରେ ଭର୍ତ୍ତି ହେଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ଶାନ୍ତନୁ ମହାପାତ୍ର । ନିମୋନିଆ ତଥା ଏକାଧିକ ରୋଗରେ ପୀଡିତ ହୋଇଥିବା ଶାନ୍ତନୁଙ୍କୁ ତାଙ୍କ ପରିବାର ଲୋକେ ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।…

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ହତ୍ୟା ଧମକ

ଉତ୍ତରପ୍ରଦେଶ: ଟିଭି ଓ ଚଳଚ୍ଚିତ୍ର ଜଗତରେ ଦର୍ଶକଙ୍କୁ ହସାଇଥିବା ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କୁ ମିଳିଛି ହତ୍ୟା ଧମକ । ବର୍ତ୍ତମାନ ସ୍ଥିତିରେ ସେ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ମୁଖ୍ୟ ପଦରେ ରହିଛନତି । କେହି ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଫୋନ୍ କଲ୍ ଜରିଆରେ ହତ୍ୟା ଧମକ…

ଆଇଏମଡିବି ରେଟିଂରେ ରେସ୩,ହିମ୍ମତୱାଲାଠାରୁ ଖରାପ ରେଟିଂ ପାଇଲା କୁଲୀ ନଂ୧

ମୁମ୍ବାଇ: ବରୁଣ ଓ ସାରା ଅଲୀ ଖାଁ ଅଭିନୀତ କୁଲି ନଂ୧ ଫିଲ୍ମ ନାମରେ ଆଉ ଏକ ଖରାପ ରେକର୍ଡ ଯୋଡି ହୋଇଯାଇଛି । ଦର୍ଶକ ମହଲରେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖିତ ହୋଇଥିବା କୁଲୀ ନଂ୧ ଫିଲ୍ମ ରେସ୩, ହିମ୍ମତୱାଲାଠାରୁ କମ୍ ଆଇଏମଡିବି ରେଟିଂ ପାଇଛି । ହିମ୍ମତୱାଲା ୧.୭, ରେସ୩ ଫିଲ୍ମ ୧.୯ , ସଡକ-୨…

ବିଦାୟ ୨୦୨୦; ସୋସିଆଲ୍‌ ମିଡିଆରେ ଝଡ ସୃଷ୍ଟି କରିଥିବା ବଲିଉଡ୍‌ର କିଛି ଚର୍ଚ୍ଚିତ ବିବାଦ

ନୂଆଦିଲ୍ଲୀ: ଏହି ବର୍ଷ କରୋନା ମହାମାରୀ ଏବଂ ଲକଡାଉନ୍ ପାଇଁ ସ୍ମରଣୀୟ ହୋଇଥିବାବେଳେ ଚଳିତ ବର୍ଷ ବଲିଉଡରେ ବିବାଦ ସଂଖ୍ୟା ମଧ୍ୟ ଭରି ହୋଇ ରହିଛି। ଦେଶରେ ଲକ୍‌ଡାଉନ୍‌ ଥିଲେ ସୁଦ୍ଧା ବିବାଦ ଉପର‌େ କିନ୍ତୁ କୌଣସି ଲକ୍‌ ନଥିଲା। ଗୋଟିଏ ପରେ ଗୋଟିଏ ବିବାଦ ଦିନକୁ ଦିନ ଜୋର୍‌ ଧରିଥିଲା।…

ଅର୍ଜୁନଙ୍କୁ ଅପେକ୍ଷା କରିଛନ୍ତି ଦିଗାଙ୍ଗନା ସୂର୍ଯ୍ୟବଂଶୀ

ମୁମ୍ବାଇ: ବିଗତ ଦିନରେ ଦୁଇଦୁଇଥର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଦ୍ୱାରା ଜେରାର ସମ୍ମୁଖୀନ ହୋଇଥିଲେ ଅଭିନେତା ଅର୍ଜୁନ ରାମପାଲ । ଡ୍ରଗ୍ସ ମାମଲାରେ ତାଙ୍କ ଶାଳକ ଗିରଫ ହେବା ପରେ ଅର୍ଜୁନ ବାରମ୍ବାର ଏନସିବି କାର୍ଯ୍ୟାଳୟ ଦୌଡିଦୌଡି ନୟାନ୍ତ ହୋଇଗଲେଣି । ତଥାପି ଏହାର ପ୍ରଭାବ…