Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଉ ରୋମାନ୍ସ କରିବାକୁ ପସନ୍ଦ କରୁନାହାନ୍ତି ପରିଣିତି

ମୁମ୍ବାଇ: ଚୁଲବୁଲି ହସ, ବିନ୍ଦାସ ଅଭିନୟ । ପ୍ରିୟଙ୍କା ଚୋପ୍ରାଙ୍କ ସଂପର୍କୀୟ ହୋଇଥିଲେ ବି ନିଜ ବଳରେ ବଲିଉଡରେ ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପରିଣିତି ଚୋପ୍ରା । ପ୍ରଥମେ ରୋମାଣ୍ଟିକ ଫିଲ୍ମ କରିବାକୁ ସେ ପସନ୍ଦ କରୁଥିଲେ । ହେଲେ ଏବେ କିଛି ହଟ୍‌କେ କରିବାକୁ ଯୋଜନା କରିଛନ୍ତି ।…

ଅମିତାଭଙ୍କ ସହ ଅଭିନୟ କରିବେ ଏହି ସାଉଥ୍ ସୁନ୍ଦରୀ

ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରୀର ପପୁଲାର ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଆସନ୍ତା ବର୍ଷ ଏହି ଅଭିନେତ୍ରୀ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ତେବେ ବଲିଉଡରେ ପାଦ ଦେଉଦେଉ ତାଙ୍କ ହାତରେ ଦୁଇଦୁଇଟି ଅଫର ରହିଛି । ଉଭୟ ଦୁଇଟି ଫିଲ୍ମରେ ସେ ଦୁଇ ଜଣାଶୁଣା ଅଭିନେତାଙ୍କ ସହ ବଡ ପରଦାରେ ନଜର…

କାହିଁକି ଏହି ମହିଳାଙ୍କୁ କ୍ଷମା ମାଗିଲେ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। ନିକଟରେ ଅମିତାଭ ବଚ୍ଚନ ଜଣେ ମହିଳା ଟ୍ୱିଟର ଉପଭୋକ୍ତାଙ୍କୁ ତାଙ୍କର ଏକ ଟ୍ୱିଟ୍ ପାଇଁ କ୍ଷମା ମାଗିଛନ୍ତି। ଅମିତାଭ ରବିବାର ଦିନ ଏକ କବିତା ପୋଷ୍ଟ କରିଥିଲେ। କିନ୍ତୁ, ଯେତେବେଳେ ଏହା ଜାଣିବାକୁ ପାଇଲେ ଯେ ଏହାର…

ଖୁବ୍‌ ଶୀଘ୍ର ରିଲିଜ୍‌ ହେବ ମନୋଜ ବାଜପେୟୀଙ୍କ ‘ଦି ଫ୍ୟାମିଲି ମ୍ୟାନ୍ ୨’

ନୂଆଦିଲ୍ଲୀ: ବଲିଉଡ ଅଭିନେତା ମନୋଜ ବାଜପେୟୀ ୨୦୧୯ ରେ 'ଦି ଫ୍ୟାମିଲି ମ୍ୟାନ୍' ସିରିଜରୁ OTT ପ୍ଲାଟଫର୍ମରେ ଡେବ୍ୟୁ କରିଥିଲେ। ଏହି ସିରିଜ୍ ଆମାଜନ୍ ପ୍ରାଇମ୍ ଭିଡିଓରେ ମୁକ୍ତିଲାଭ କରିଥିଲା ​। ମନୋଜ ବାଜପେୟୀଙ୍କ 'ଦି ଫ୍ୟାମିଲି ମ୍ୟାନ୍' ଦର୍ଶକଙ୍କ ଆଦୃତ ଲାଭ କରିଥିଲା। ଏହା ଦୀର୍ଘ ଦିନ…

ମୁମ୍ବା ଦେବୀ ଏବଂ ସିଦ୍ଧିବିନାୟକଙ୍କ ଦର୍ଶନ ପରେ ମୁମ୍ବାଇରେ ନିଜକୁ ସୁରକ୍ଷିତ ମଣିଲେ କଙ୍ଗନା

ନୂଆଦିଲ୍ଲୀ: ବିଏମସି ଏବଂ ମହାରାଷ୍ଟ୍ର ସରକାରଙ୍କ ସହ ବିବାଦକୁ ନେଇ ଚଳିତ ବର୍ଷ କଙ୍ଗନା ରଣାୱତ୍‌ ଚର୍ଚ୍ଚାରେ ରହିଆସିଛନ୍ତି। ସୋମବାର Y Plus ସୁରକ୍ଷା ଭିତରେ ମୁମ୍ବାଇରେ ପହଞ୍ଚିଥିବା କଙ୍ଗନା ରଣାୱତ୍‌ ପ୍ରଥମେ ମୁମ୍ବା ଦେବୀ ଏବଂ ପରେ ସିଦ୍ଧବିନାୟକ ମନ୍ଦିର ପରିଦର୍ଶନ କରିଥିଲେ। କଙ୍ଗନା…

ଆଗାମୀ ଫିଲ୍ମ ପାଇଁ ଅକ୍ଷୟଙ୍କ ହାଇ ଡିମାଣ୍ଡ୍‌; ଫିଲ୍ମ ପାଇଁ ନେବେ ୧୩୫ କୋଟି!

ନୂଆଦିଲ୍ଲୀ: ବଲିଉଡ୍‌ର ଏକମାତ୍ର କଳାକାର ଅକ୍ଷୟ କୁମାର ଯିଏ କି ବର୍ଷ ତମାମ ନିଜ କର୍ମମୟ ଜୀବନକୁ ନେଇ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ତେବେ ଅତ୍ୟଧିକ ଚାହିଦା ହେତୁ ଅକ୍ଷୟ ତାଙ୍କର ଅଭିନୟ ଶୁଳ୍କ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ମାସ ମଧ୍ୟରେ ଅକ୍ଷୟ…

ରାଜେଶ ଖାନ୍ନାଙ୍କଠାରୁ ‘କାକା’ଙ୍କ ପର୍ଯ୍ୟନ୍ତ ଯାତ୍ରା; ଜାଣନ୍ତୁ କିପରି ରାଜେଶ ଖାନ୍ନାଙ୍କୁ ମିଳିଥିଲା…

ନୂଆଦିଲ୍ଲୀ: ଆଜି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଇତିହାସରେ ପ୍ରଥମ ସୁପରଷ୍ଟାର ଭାବେ ଜଣାଶୁଣା ଦିଗ୍‌ଗଜ ଅଭିନେତା ରାଜେଶ ଖାନ୍ନାଙ୍କ ଜନ୍ମଦିନ। ବଲିଉଡରେ ରାଜେଶ ଖାନ୍ନାଙ୍କୁ 'କାକା' କୁହାଯାଏ। ରାଜେଶ ଖାନ୍ନା ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଏପରି ଅନେକ ଚଳଚ୍ଚିତ୍ର କରିଥିଲେ, ଯାହାକୁ…

ତେଲଗୁ ଷ୍ଟାର ରାମ ଚରଣ କରୋନା ସଂକ୍ରମିତ

ହାଇଦ୍ରାବାଦ: କରୋନା ସଂକ୍ରମିତ ହୋଇଛନ୍ତି ତେଲଗୁ ଫିଲ୍ମ ଷ୍ଟାର ରାମ ଚରଣ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଆଜି ସକାଳୁ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି ରାମ ଚରଣ । ଟ୍ୱିଟ୍ କରି ରାମ ଚରଣ ଲେଖିଛନ୍ତି, ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି ।…

ଚମତ୍କାର ବ୍ୟବସାୟ କରୁଛି ୱଣ୍ଡର ଓମ୍ୟାନ ୧୯୮୪

ମୁମ୍ବାଇ:କରୋନା ମହାମାରୀ ବେଳେ ୱଣ୍ଡର ଓମ୍ୟାନ ୧୯୮୪ ରିଲିଜ ହେବା ସହ ଚମତ୍କାର ବ୍ୟବସାୟ ଜାରି ରଖିଛି । ପ୍ୟାଟି ଜେନକିନ୍ସଙ୍କ ନିର୍ଦ୍ଦେଶିତ ଓ ଗାଲ ଗାଡୋଟ ଅଭିନୀତ ଏହି ଫିଲ୍ମ ଏବେ ଚର୍ଚ୍ଚାର କାରଣ ସାଜିଛି । ଉତର ଆମେରିକାର ୩୫ ପ୍ରତିଶତ ସିନେମା ଖୋଲା ଯାଇଛି । ଏହି ହଲଗୁଡିକରେ ୱଣ୍ଡର…

ଚର୍ଚ୍ଚାରେ ଜାହ୍ନବୀଙ୍କ ନୀଳ ଲେହେଙ୍ଗା

ନୂଆଦିଲ୍ଲୀ: ଜାହ୍ନବୀ କପୁର ମଧ୍ୟ ଫ୍ୟାଶନ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏକ ଫଟୋରେ ଜାହ୍ନବୀଙ୍କ ବ୍ଲୁ ଡିଜାଇନର୍ ଲେହେଙ୍ଗା ପିନ୍ଧିଥିବାର ଦେଖିବାକୁ ମିଳିଛି। ଅର୍ପିତା ମେହେଟ୍ଟାଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ଏହି ଲେହେଙ୍ଗାର ମୂଲ୍ୟ ୭୮ ହଜାର ଟଙ୍କା। ଜାନଭୀ ଏହି ନୀଳ ଏବଂ…