Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ହାତୀ ସହ ସାଥୀ ହେବେ ରାଣା ଡଗୁବତୀ, ରିିଲିଜ୍ ଅପେକ୍ଷାରେ ଫିଲ୍ମ !

ତେଲେଙ୍ଗାନା: ବେଶ କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ବାହୁବଲି ଫେମ୍ ଅଭିନେତା ରାଣା ଡଗୁବତୀଙ୍କୁ ହୋଇଛି ଦୁଃସାଧ୍ୟ ରୋଗ । ସେଥିପାଇଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ଏପରିକି ସେ ରୁଗ୍‌ଣ ଦେଖାଯାଉଥିବା ଓ ତାଙ୍କ ଶରୀରର ଓଜନ କମୁଥିବା ଖବର ମଧ୍ୟ ଭାଇରାଲ୍ ହୋଇଥିଲା । ଶେଷରେ…

କେବିସି ୧୨: ପ୍ରତିଯୋଗୀ ଜିତିଲେ ୧.୬ ଲକ୍ଷ ହେଲେ ମିଳିଲା ୫ ଲକ୍ଷ

ମୁମ୍ବାଇ: ଲୋକପ୍ରିୟ ରିୟାଲିଟି ସୋ କୌନ ବାନେଗା କରୋଡ଼ପତି (କେବିସି) ୧୨ ରେ ମୁମ୍ବାଇର ସ୍ୱରୂପା ଦେଶପାଣ୍ଡେ ଭାଗ ନେଇଥିଲେ। ତାଙ୍କର ସଂଘର୍ଷମୟ ଜୀବନୀ ପାଇଁ ଏହି ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ସମେତ ସମସ୍ତେ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ତାଙ୍କର ଏହି ଆଦର୍ଶ ଯାତ୍ରା ଅନ୍ୟମାନଙ୍କ…

‘ସୁରଜ୍‌ ପର୍‌ ମଙ୍ଗଲ୍‌ ଭାରୀ’ର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ: କରୋନା କାଳରେ ବି ଦର୍ଶକ ମନୋରଞ୍ଜନର ଭରପୂର ମଜା ଉଠାଇପାର‌ିବେ। ଦୀର୍ଘ ଦିନ ଧରି ବଡ଼ ତାରକାଙ୍କ ଚଳଚ୍ଚିତ୍ରକୁ ଅପେକ୍ଷା କରିଥିବା ପ୍ରଶଂସକମାନେ ବର୍ତ୍ତମାନ ମନୋରଞ୍ଜନର ବିପୁଳ ପରିମାଣ ପାଇବାକୁ ଯାଉଛନ୍ତି। ଅକ୍ଷୟଙ୍କ 'ଲକ୍ଷ୍ମୀ ବମ୍' ଏବଂ ଅଭିଷେକଙ୍କ 'ଲୁଡୋ' ପରେ ଏବେ…

‘ଶେରନୀ’ରେ ଆସୁଛନ୍ତି ବିଦ୍ୟା ବାଲାନ, ସୁଟିଂ ଆରମ୍ଭ

ମଧ୍ୟପ୍ରଦେଶ: କରୋନା ମହାମାରୀ ଭିତରେ ସୁଟିଂ ସେଟକୁ ଫେରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ । ହେଲେ ସୁଟିଂ ଆରମ୍ଭ କରିବା ପୂର୍ବରୁ ବିଦ୍ୟା କରିଛନ୍ତି ସ୍ୱତନ୍ତ୍ର ପୂଜା । ବ୍ଲାକ ସାର୍ଟ ଓ ଡେନିମ ଜିନ୍ସ ପିନ୍ଧିଥିବା ବିଦ୍ୟାଙ୍କ ମୁହଁରେ ରହିଛି ମାସ୍କ । ସୁଟିଂ ସେଟରେ କ୍ରୁ ମେମ୍ବର ପିପିଇ…

କ୍ରିକେଟ୍‌ ଟିମ୍‌ କିଣିଲେ ସଲମାନ୍‌

ନୂଆଦିଲ୍ଲୀ: ବଲିଉଡ ତାରକାଙ୍କର କ୍ରୀଡା ପ୍ରତି ଏକ ନିଆରା ସମ୍ପର୍କ ରହିଆସିଛି।  ଆଇପିଏଲରେ କ୍ରିକେଟ୍ ଦଳ କିଣିବା ହେଉ କିମ୍ବା ଦେଶରେ ଫୁଟବଲକୁ ଦଳକୁ ପ୍ରୋତ୍ସାହିତ କରିବା ହେଉ ସବୁଥିରେ ବଲିଉଡ୍‌ ତାରକାମାନେ ଆଗରେ ରହିଥାନ୍ତି।  ବର୍ତ୍ତମାନ ଶ୍ରୀଲଙ୍କାରେ ଆଇପିଏଲ କ୍ରିକେଟ୍ ଲିଗ୍ ଆରମ୍ଭ…

କୁନି ଝିଅର ନୃତ୍ୟରେ ବିମୁଗ୍ଧ ଅମିତାଭ୍‌

ନୂଆଦିଲ୍ଲୀ: ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଚିନ୍ତାଧାରା ଏବଂ ଅନୁଭୂତିକୁ ପ୍ରଶଂସକ ଏବଂ ଅନୁସରଣକାରୀଙ୍କ ସହ ବାଣ୍ଟିବାକୁ ପସନ୍ଦ କରନ୍ତି। ତେବେ ଏଇ କିଛି ଘଣ୍ଟା ପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ଜଣେ ଛୋଟ ଝିଅ ହରିୟାଣୀ…

ବିଦେଶରେ ପୁଣି ମୁକ୍ତିଲାଭ କରିବ ‘ବାହୁବଳୀ-୨’

ନୂଆଦିଲ୍ଲୀ: ପୁଣି ଥରେ ଆମେରିକାରେ ରିଲିଜ୍‌ ହେବ ବାହୁବଳୀ-୨। ବାହୁବଳୀ-୨ ହିନ୍ଦୀ ସିନେମା ଜଗତର ଏକ ସଫଳ ଚଳଚ୍ଚିତ୍ର। ତେବେ ଏହାର ଲୋକପ୍ରିୟତା ଏବଂ ସଫଳତାକୁ ଦେଖି ବାହୁବଳୀ-୨କୁ ପୁଣି ଥରେ ଆମେରିକାରେ ରିଲିଜ୍‌ କରାଯିବ। ପ୍ରଭାସଙ୍କ ଜନ୍ମଦିନ ଅବସରରେ ଅର୍ଥାତ୍‌ ଅକ୍ଟୋବର ୨୩ରେ ଏହା…

ଧୋନୀଙ୍କ ପରେ ବିଜୟଙ୍କ ଝିଅକୁ ଦୁଷ୍କର୍ମ ଧମକ !

ତେଲେଙ୍ଗାନା: ବାୟୋପିକ୍ 800ରେ ଅଭିନୟ କରିବା ନେଇ ଅଭିନେତା ବିଜୟ ସେଥୁପତି ସମାଲୋଚନାର କେନ୍ଦ୍ରରେ ରହିଥିଲେ । ହେଲେ ସୋମବାର ଖୋଦ ମୁରଲିଧରନ୍ ତାଙ୍କୁ ଫିଲ୍ମରୁ ଓହରିଯିବାକୁ କହିଥିଲେ । ଯାହା ପରେ ବିଜୟ ଫିଲ୍ମରେ ଅଭିନୟ ନ କରିବା ନେଇ ସ୍ପଷ୍ଟ କରିଥିଲେ । ହେଲେ ସୋସିଆଲ ମିଡିଆରେ ଏବେ ବି…

ମୁମ୍ବାଇ ଛାଡି କାହିଁକି ଲଖ୍ନୌ ଗଲେ ଜନ୍ ଆବ୍ରାହାମ୍ ?

ମୁମ୍ବାଇ: କାଲିଠୁ ଆରମ୍ଭ ହେବ ଫିଲ୍ମ ସତ୍ୟମେବ ଜୟତେ-୨ର ସୁଟିଂ । ପୂର୍ବଥର ଭଳି ସିକ୍ୱେଲ ପାର୍ଟରେ ନଜର ଆସିବେ ଜନ୍ ଆବ୍ରାହାମ୍ । ହେଲେ କୌଣସି ଆକ୍ଟିଭ ଅଭିନେତ୍ରୀ ନୁହେଁ ବରଂ ପ୍ରଯୋଜକ ଭୂଷଣ କୁମାରଙ୍କ ସ୍ତ୍ରୀ ଦିବ୍ୟା ଖୋସ୍‌ଲାଙ୍କ ସହ ସେ ରୋମାନ୍ସ କରିବାରେ ନଜର ଆସିବେ । ଆଜି ଜନ୍…

ଲଞ୍ଚ୍‌ ହେଲା ‘ଏ ସୁଇଟେବଲ୍‌ ବଏ୍’‌ର ଟ୍ରେଲର୍‌

ୱେବ୍ ସିରିଜ୍ 'ଏ ସୁଇଟେବଲ୍‌ ବଏ୍‌ 'ର ଟ୍ରେଲର ଲଞ୍ଚ ହୋଇସାରିଛି। ଏଥିରେ ଇଶାନ ଖତର୍‌, ତବୁ, ତାନିଆ ମାଣିକତାଲା, ରାମ କପୁର, ବିଜୟ ବର୍ମା ଏବଂ ବିଜୟ ରାଜ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ୨୩ ଅକ୍ଟୋବରରେ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହେବ। ଏହାର…