Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆସନ୍ତୁ ଜାଣିବା କାହିଁକି ବଲିଉଡର ୪ ଆସୋସିଏଶନ, ୩୪ ପ୍ରଡ୍ୟୁସର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ

ମୁମ୍ବାଇ: ବଲିଉଡର ୪ ଆସୋସିଏଶନ ଓ ୩୪ ପ୍ରଡ୍ୟୁସର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ସୁଶାନ୍ତ ସିଂ ରାଜପୁତ କେସ୍‌ରେ କେତେକ ନ୍ୟୁଜ ଚ୍ୟାନେଲ ଉଦ୍ଦେଶ୍ୟମୂଳକ ଭାବେ ବଲିଉଡକୁ ଟାର୍ଗେଟ ଓ ଅପମାନିତ କରୁଛନ୍ତି ବୋଲି ଅଭିଯୋଗ କରିବା ସହ ସେମାନେ ଏ ନେଇ ମାମଲା ରୁଜୁ କରିଛନ୍ତି ।…

ଦ୍ଵିତୀୟ ବିବାହ ବାର୍ଷିକୀରେ ଏମିତି କହିଲେ ପ୍ରିନ୍ସ ନରୁଲା!!

ମୁମ୍ବାଇ: ଅଭିନେତା ତଥା ବିଗ୍ ବସ୍ ୯ ବିଜେତା ପ୍ରିନ୍ସ ନରୁଲା ତାଙ୍କ ପତ୍ନୀ ଅଭିନେତ୍ରୀ ୟୁଭିକା ଚୌଧୁରୀଙ୍କୁ ସେମାନଙ୍କର ଦ୍ୱିତୀୟ ବିବାହ ବାର୍ଷିକୀରେ ପ୍ରେମଭରା ଚିଠି ଏବଂ ଚିତ୍ର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ସେ ତାଙ୍କ ସହିତ ସାରା ଜୀବନ ଏହିପରି ବିତାଇବାକୁ…

ଘରୋଇ ହିଂସା ମାମଲା; ଅନୁଭବଙ୍କୁ କୋର୍ଟଙ୍କ ନୋଟିସ୍‌

କଟକ: ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କୁ ଘରୋଇ ହିଂସା ମାମଲାରେ କଟକ ଏସଡିଜିଏମ୍ କୋର୍ଟ ନୋଟିସ୍ ଜାରି କରିଛନ୍ତି । ସୂଚନାନୁଯାୟୀ ନିକଟ ଅତୀତରେ ଏହି ବିଜେଡି ସାଂସଦ ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂସା ନେଇ କୋର୍ଟଙ୍କର ଦ୍ୱାରସ୍ଥ…

ସ୍ମୃତିରେ ହର ପଟ୍ଟନାୟକ….

ନାୟକ ତଥା ଖଳନାୟକ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତି ଆସିଥିବା ହର ପଟ୍ଟନାୟକ ଏବେ ଆମ ଗହଣରେ ନାହାନ୍ତି ସତ ହେଲେ ତାଙ୍କ ଜୀବନ୍ତ ଅଭିନୟ ସର୍ବଦା ଦର୍ଶକ ହୃଦୟରେ ବଞ୍ଚିରହିବ। ସେ ଏକାସଙ୍ଗେ ଥିଲେ ନିର୍ଦ୍ଦେଶକ,ଅଭିନେତା ଏବଂ ଚିତ୍ରନାଟ୍ୟକାର। ତାଙ୍କ ଜନ୍ମ ୧୨ ଅକ୍ଟୋବର ୧୯୫୮ରେ…

ସ୍ମୃତିରେ ଅକ୍ଷୟ ମହାନ୍ତି…

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଦୁନିଆର କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି ହେଉଛି ଜନ୍ମଜୟନ୍ତୀ । ଯାହାର ସୁମଧୁର କଣ୍ଠସ୍ୱର ଯେକୌଣସି ବ୍ୟକ୍ତିର ମନ ମୋହିନେବ । ୧୯୩୭ ମସିହାରେ ଅକ୍ଟୋବର ୧୨ରେ କେନ୍ଦ୍ରାପଡାର ବାଙ୍କି ମୁଣ୍ଡେଇ ଗ୍ରାମରେ ଜନ୍ମଗ୍ରହଣ…

ଲୋକପ୍ରିୟ କନ୍ନଡ଼ ସଙ୍ଗୀତ ନିର୍ଦ୍ଦେଶକ ରାଜନଙ୍କ ପରଲୋକ

ବାଙ୍ଗାଲୁରୁ: କନ୍ନଡ଼ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ସଂଗୀତକାର ରାଜନଙ୍କର ବାଙ୍ଗାଲୁରୁରେ ପରଲୋକ ହୋଇଛି। ସେ ଜଣେ ଦିଗ୍‌ଗଜ ସଙ୍ଗୀତକାର ଥିଲେ ଏବଂ ତାଙ୍କ ବଡ଼ ଭାଇ ନାଗେନ୍ଦ୍ରଙ୍କ ସହିତ ଅନେକ ଚଳଚ୍ଚିତ୍ରରେ ସଙ୍ଗୀତ ପ୍ରଦାନ କରିଥିଲେ। ସେହି ସମୟରେ ରାଜନ-ନାଗେନ୍ଦ୍ରଙ୍କ ଯୋଡି ବେଶ୍…

ଖ୍ରୀଷ୍ଟମାସ୍‌ରେ ମୁକ୍ତିଲାଭ କରିବ ଫିଲ୍ମ ‘୮୩’

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା କମ୍ପାନି ରିଲାଏନ୍ସ ଏଣ୍ଟରଟେନମେଣ୍ଟ୍‌ର ସିଇଓ ଶିବାଶିଶ ସରକାର ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କର ଆଗାମୀ ଫିଲ୍ମ '୮୩' ର ରିଲିଜ୍ ତାରିଖ ପରିବର୍ତ୍ତନ କରିବେ ନାହିଁ। ଏହି ଚଳଚ୍ଚିତ୍ରଟି ପୂର୍ବ ନିର୍ଦ୍ଧାରିତ ସମୟରେ ଦେଶର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜନ୍ମଦିନରେ ପତ୍ନୀ ନତାଶାଙ୍କ ପ୍ରେମଭରା ବାର୍ତ୍ତା

ନୂଆଦିଲ୍ଲୀ: ଗତକାଲି କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨୭ତମ ଜନ୍ମଦିନ ପାଳନ ହୋଇଛି। ଏହି ଅବସରରେ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ଇନଷ୍ଟାଗ୍ରାମରେ ଏକ ରୋମାଣ୍ଟିକ ପୋଷ୍ଟ ଲେଖି ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ନତାଶା ଲେଖିଛନ୍ତି, ମୋର ସବୁଠୁ ଖାସ୍‌ ବନ୍ଧୁ,…

ଆସନ୍ତୁ ଜାଣିବା ଆଦିତ୍ୟ ନାରାୟଣ କାହାକୁ ବାହା ହେବେ

ମୁମ୍ବାଇ:ଗାୟିକା ନେହା କକ୍କଡଙ୍କ ପରେ ତାଙ୍କର ନିକଟତମ ବନ୍ଧୁ ତଥା ପ୍ରତିଷ୍ଠିତ ଗାୟକ ଆଦିତ୍ୟ ନାରାୟଣ ମଧ୍ୟ କାହାକୁ ବାହା ହେବେ ଜଣାଇଛନ୍ତି । ଏକ ଟିଭି ସାକ୍ଷାତକାରରେ ସେ ଶ୍ୱେତା ଅଗ୍ରୱାଲଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ସ୍ୱୀକାର କରିଥିଲେ । ଶାପିତ ଫିଲ୍ମ ସେଟରେ ମୁଁ ତାଙ୍କୁ…

ପୁଣି ଥରେ ମା’ ହେବାକୁ ଚାହୁଁଛନ୍ତି ମାହି ଭିଜ୍

ମୁମ୍ବାଇ: ଟେଲିଭିଜନ୍‌ ଅଭିନେତ୍ରୀ ମାହି ଭିଜ୍‌ ପୁଣି ଥରେ ମା ହେବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କ ସ୍ୱାମୀ ଜୟ ଭାନୁଶାଲି ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି। ଏଭଳି ପରିସ୍ଥିତିରେ ମାହି ତାଙ୍କ ଇନ୍‌ଷ୍ଟାଗ୍ରାମ ସାହାଯ୍ୟରେ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି ଯେ ଜୟଙ୍କୁ ବୁଝାନ୍ତୁ ଯେ ମାହି ଆଉ…