Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭାରତରୁ ଇଣ୍ଡୋନେସିଆକୁ ପଳାଇଲା ମଙ୍କି ମ୍ୟାନ୍

ଭୁବନେଶ୍ୱର: ଉପରୋକ୍ତ ହେଡ୍‌ଲାଇନ୍ ପଢି ଆପଣ ତାଜୁବ ହୋଇଥିବେ ନିଶ୍ଚିୟ । ହେଲେ ଷ୍ଟୋନ୍‌ମ୍ୟାନ୍ ଭଳି କୌଣସି ଭାଇରାଲ୍ ମଙ୍କି ମ୍ୟାନ୍ ନୁହଁ, ବରଂ ଏଠି ଆମେ ଏକ ଫିଲ୍ମର ସୁଟିଂ ଇଣ୍ଡୋନେସିଆ ସ୍ଥାନାନ୍ତରିତ ହୋଇଥିବା କଥା ଲେଖିଛୁ । ତେବେ କିଏ ନିର୍ମାଣ କରୁଥିଲା ଫିଲ୍ମ ମଙ୍କି ମ୍ୟାନ ଏବଂ…

ଆସିଲା ‘RRR‌’ ଟିଜର, ଦମ୍‌ଦାମର ଲୁକରେ ଜୁନିଅର ଏନ୍‌ଟିଆର୍‌

ତେଲେଙ୍ଗାନା: ଆସିଲା ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଅର୍‌ଅର୍‌’ର ଟିଜର । ଏଥିରେ ସାଉଥ ସୁପରଷ୍ଟାର ଜୁନିଅର ଏନ୍‌ଟିଆର୍‌ଙ୍କ ଦମ୍‌ଦାର ଲୁକ୍ ଦେଖିବାକୁ ମିଳିଛି । ପୁରା ଆକ୍‌ସନ୍ ମୋଡରେ ନଜର ଆସିଛନ୍ତି ଜୁନିଅର ଏନ୍‌ଟିଆର୍ । ଏଥିରେ ତାଙ୍କୁ ଭୀମ ଭୂମିକାରେ ଦେଖିବାକୁ ମିଳିବ । ଏହି…

ସୈଫଙ୍କ ପଛରେ ପଡିଥିଲେ ପରିଣୀତି, କରୀନା ବି ଜାଣନ୍ତି

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଆଜି ଜନ୍ମଦିନ । ପ୍ରଶଂସକଙ୍କ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ତେବେ ପରିଣୀତି କାହାର ପ୍ରଶଂସକ ଥିଲେ ଜାଣନ୍ତି କି ? ସେ ସୈଫ ଅଲି ଖାଁଙ୍କୁ ବହୁତ ଭଲ ପାଉଥିଲେ । ଏହି କଥା ସେ କେତେକ ସ୍ଥାନରେ କହିଛନ୍ତି । ଏକ ଟିଭି ଶୋରେ…

ରିମେକ୍ ହେବ ଅମିତାଭଙ୍କ ନମକ୍ ହଲାଲ୍‌, ହେଲେ ଷ୍ଟାରକାଷ୍ଟ କିଏ ?

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କ୍ଲାସିକାଲ୍ ଫିଲ୍ମଗୁଡିକର ରିମେକ ଲିଷ୍ଟରେ ପୂର୍ବରୁ ରହିଛି ଜଂଜିର, ଡନ୍ ଓ ଅଗ୍ନିପଥ । ଏହି ତିନୋଟି ଫିଲ୍ମର ରିମେକ ଭର୍ସନକୁ ଦର୍ଶକଙ୍କ ତରଫରୁ ମିଳିଥିଲା ମିଶ୍ରିତ ପ୍ରତିକ୍ରିୟା । ତେବେ ଆଗାମୀ ଦିନରେ ମେଗାଷ୍ଟାରଙ୍କର ଆଉ ଏକ କ୍ଲାସିକାଲ୍ ମୁଭି…

ସୁଶାନ୍ତଙ୍କ ପାଇଁ ହ୍ରିିତିକଙ୍କ ମା’ ଲେଖିଲେ ଏମିତି…

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୪ ମାସରୁ ଅଧିକ ସମୟ ବିତିଗଲାଣି । ଏତେ ଦିନ ପରେ ବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରି ନାହିଁ । ଆଜି ବି ସସ୍‌ପେନ୍ସ ଜାରି ରହିଛି । ସିବିଆଇ ଏହି ମାମଲାରେ ତଦନ୍ତ ଜାରି ରଖିଛି । ଏହାରି ଭିତରେ ବଲିଉଡର…

ସତ ହେଲା ଅଭିନେତା ରଣଦୀପ ହୁଡ୍ଡାଙ୍କ ସ୍ୱପ୍ନ !

ମୁମ୍ବାଇ: ଫିଲ୍ମ ମନ୍‌ସୁନ୍ ୱେଡିଂରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତା ରଣଦୀପ ହୁଡ୍ଡା । ଏବେ ମନ୍‌ସୁନ୍‌ରେ ୱାଇଲ୍ଡ ଲାଇଫର ମଜା ନେଉଛନ୍ତି । ଫିଲ୍ମରେ ସବୁବେଳେ ଭର୍ସାଟାଇଲ୍ କିର୍ଦାରରେ ନଜର ଆସୁଥିବା ରଣଦୀପ ଶେଷଥର ପାଇଁ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ ହୋଇଥିବା ଏକ୍ସଟ୍ରାକ୍ସନ୍‌ରେ…

ଜିତିଲେ ସଞ୍ଜୟ ଦତ୍ତ, ହାରିଲା କ୍ୟାନସର

ମୁମ୍ବାଇ: ଦଶହରାରେ ଫ୍ୟାନଙ୍କୁ ଖୁସି ଖବର ଦେଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ । ହାରିଲା କ୍ୟାନସର, ଜିତିଲେ ସଞ୍ଜୁ ବାବା । ମାରାତ୍ମକ କର୍କଟ ରୋଗ ସହ ଲଢ଼ି ସେ ସୁସ୍ଥ ହୋଇଛନ୍ତି । ନିଜେ ସୋସିଆଲ୍ ମିଡିଆରେ ଏହି ଖୁସି ଖବର ଦେଇଛନ୍ତି ସଞ୍ଜୟ ଦତ୍ତ । ଏହି ଖବର ତାଙ୍କର ଲକ୍ଷ ଲକ୍ଷ…

ଅତୀତକୁ ଭୁଲି ନୂଆ ଆରମ୍ଭ ନେଇ ଟ୍ୱିଟରରେ ବୁଦ୍ଧଙ୍କ ବାଣୀ ଲେଖିଲେ ଅନୁଭବ

ଭୁବନେଶ୍ୱର : ‘‘ବିଗତ ଦିନ ଯେତେ କଷ୍ଟକର ହେଉ, ଆପଣ ସବୁବେଳେ ଏକ ନୂଆ ଆରମ୍ଭ କରିପାରିବେ’’ ବୁଦ୍ଧଙ୍କ ଏହି ବାଣୀକୁ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଯାହାକୁ ନେଇ ତାଙ୍କ ଫଲୋୟର ଅନେକ ମତ ଦେଇଛନ୍ତି । “No matter how hard the past is, you…

କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀଙ୍କୁ ସମନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀଙ୍କୁ ଦେଶଦ୍ରୋହ ମାମଲାରେ ମୁମ୍ବାଇ ପୁଲିସ୍‌ ଜେରା କରିବ । ଏଥିପାଇଁ ଆଜି ମୁମ୍ବାଇ ପୁଲିସ କଙ୍ଗନାଙ୍କୁ ସମନ କରିଛି । ଉଭୟଙ୍କୁ ୨୬ ଓ ୨୭ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ହାଜର ହେବାକୁ ସମନରେ କୁହାଯାଇଛି ।…

ବାଣୀ କାପୁରଙ୍କୁ ଧରି ଗାଁ ଚଣ୍ଡିଗଡରେ ପହଂଚିଲେ ଅଭିନେତା ଆୟୁଷ୍ମାନ୍ !

ମୁମ୍ବାଇ: ବଲିଉଡର ଭର୍ସାଟାଇଲ୍ ଆକ୍ଟର ଆୟୁଷ୍ମାନ ଖୁରାନା । ବଜେଟ୍ କମ୍ ହେଲେ ବି ତାଙ୍କ ଫିଲ୍ମ ସବୁବେଳେ ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇଥାଏ । ଏପରିକି ଫିଲ୍ମ ନିର୍ମାତାମାନେ ବି ତାଙ୍କୁ ଗ୍ୟାରେଣ୍ଟିର ସହ ସାଇନ୍ କରାଇଥାନ୍ତି । ଆଗାମୀ ଦିନରେ ଏହି ଅଭିନେତା ଏକ ନୂଆ ପ୍ରୋଜେକ୍ଟରେ ନଜର…