Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ ପୂର୍ବରୁ କଙ୍ଗନାଙ୍କୁ ଝଟକା, ବାଂଲାଦେଶରେ ଫିଲ୍ମ ବ୍ୟାନ

ମୁମ୍ବାଇ: ବହୁ ବାଧାବିଘ୍ନ ପରେ ପରିଶେଷରେ କଙ୍ଗନା ରାଣାୱତଙ୍କ 'ଏମର୍ଜେନ୍ସି' ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି। କିନ୍ତୁ ରିଲିଜ୍ ପୂର୍ବରୁ ପୁଣି ଥରେ ଫିଲ୍ମକୁ ଝଟକା ଲାଗିଛି। ପଡ଼ୋଶୀ ଦେଶ ବାଂଲାଦେଶରେ ଏହି ଫିଲ୍ମର ରିଲିଜକୁ ବିରୋଧ କରାଯିବା ସହ ବ୍ୟାନ ମଧ୍ଯ କରାଯାଇଛି।…

‘ନାଗବନ୍ଧମ’ର ପ୍ରଥମ ଝଲକ୍‌ ଆଉଟ, ବିରାଟ କର୍ଣ୍ଣଙ୍କ ରୁଦ୍ର ଅବତାର ଦେଖି ଦର୍ଶକ ଉତ୍ସାହିତ

ହାଇଦ୍ରାବାଦ: ୨୦୨୫ ଆରମ୍ଭରୁ ଆଉ ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ରର ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି। ଦକ୍ଷିଣ ଭାରତୀୟ ଅଭିନେତା ବିରାଟ କର୍ଣ୍ଣଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ନାଗବନ୍ଧମ’ରେ ରୁଦ୍ର ଅବତାରରେ ଦେଖିବାକୁ ମିଳିଛି। ଯାହାକୁ ଦେଖି ସାରା…

ପରଦାକୁ ଆସିଲା ‘ରଙ୍ଗଶୁର’, ବିଲୁପ୍ତ ପରମ୍ପରାକୁ ପୁଣି ଦେଖିଲେ ଦର୍ଶକ

ଭୁବନେଶ୍ବର: ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ 'ରଙ୍ଗଶୁର' । ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ‘ବାଘନାଚ’ ଏବଂ ନାରୀ ସଶକ୍ତୀକରଣ ଉପରେ ନିର୍ମିତ ଫିଲ୍ମଟିକୁ ଭଲ ରେସପନ୍ସ ମିଳିଛି । ରିଲିଜ ହେବାର ପ୍ରଥମ ଦିନରେ ହାଉସଫୁଲ ରହିଥିଲା । ଓଲିଉଡ଼ର ଅନେକ ଅଭିନେତା,…

୯୦ ଦଶକର ଏହି ନାୟିକା କହିଲେ ସଫଳତା ମୋତେ ଗର୍ବୀ କରାଇ ଦେଇଥିଲା

ମୁମ୍ବାଇ: ନେପାଳୀ ଲଳନା ମନୀଷା କୋଇରାଲା ୯୦ ଦଶକରେ ବଲିଉଡରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେ ସମୟରେ ଅନେକ ହିଟ ଦେଇଥିଲେ । ଏବେ ଏକ ସାକ୍ଷାତକାରରେ ମନୀଷା କହିଛନ୍ତି ଯେ, ସେ ସମୟରେ ମୁଁ ସଫଳତା ପାଇ ଗର୍ବୀ ହୋଇ ଯାଇଥିଲି । କମ ପରିଶ୍ରମରେ ସଫଳତା ପାଇଥିବାରୁ ମୁଁ ପଥଭ୍ରଷ୍ଟ ହୋଇ…

ଏକ ଦଶନ୍ଧି ପରେ ଇଞ୍ଜିନିୟରିଂ ଡିଗ୍ରୀ ପାଇଲେ କାର୍ତ୍ତିକ ଆର୍ୟନ

ମୁମ୍ବାଇ: କାର୍ତ୍ତିକ ଆର୍ୟନ ବଲିଉଡର ଜଣେ ଜଣାଶୁଣା ଅଭିନେତା। ନିଜର ଦମଦାର ଆକ୍ଟିଂ ବଳରେ ବଲିଉଡର ଶ୍ରେଷ୍ଠ ଷ୍ଟାରମାନଙ୍କ ମଧ୍ୟରେ ସେ ନିଜର ପରିଚୟ ବନାଇ ପାରିଛନ୍ତି। ତେବେ କାର୍ତ୍ତିକ ଅଭିନେତା ହେବା ପୂର୍ବରୁ ଇଞ୍ଜିନିୟରିଂ ପଢୁଥିଲେ। କିନ୍ତୁ ସେ ଇଞ୍ଜିନିୟର ହେବା ପରିବର୍ତ୍ତେ…

ଅଭିନେତା ଟିକୁ ତଲସାନିଙ୍କୁ ହୋଇଛି ବ୍ରେନ୍‌ ଷ୍ଟ୍ରୋକ୍‌, ସ୍ପଷ୍ଟ କଲେ ପତ୍ନୀ

ମୁମ୍ବାଇ: ବଲିଉଡ ଓ ଗୁଜୁରାଟ ସିନେମାର ଲୋକପ୍ରିୟ ଅଭିନେତା ଟିକୁ ତଲସାନିଆ ହୃଦଘାତର ଶିକାର ହୋଇଛନ୍ତି ବୋଲି ସକାଳେ ଅଭିନେତାଙ୍କୁ ହୃଦଘାତ ହୋଇଥିବା ନେଇ ଖବର ଆସିଥିଲା। ହେଲେ ଏବେ ତାଙ୍କ ପତ୍ନୀ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବା ସ୍ପଷ୍ଟ କରିଛନ୍ତି। ତାଙ୍କ ପତ୍ନୀ ଦୀପ୍ତି କହିଛନ୍ତି,…

ଦୀର୍ଘଦିନ ପରେ ପରଦାକୁ ଫେରୁଛନ୍ତି ହୀନା ଖାନ, କର୍କଟରେ ଥିଲେ ପିଡିତ

ମୁମ୍ବାଇ: ପ୍ରସିଦ୍ଧ ଟିଭି ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ ରୋଗରେ ପିଡିତ। ସେ ସାହସର ସହିତ ତୃତୀୟ ପର୍ଯ୍ୟାୟ କର୍କଟ ରୋଗ ସହିତ ଲଢ଼ୁଛନ୍ତି। ଏହା ସତ୍ତ୍ୱେ ମଧ୍ଯ ଅଭିନେତ୍ରୀ କାମ କରିବା ବନ୍ଦ କରିନାହାଁନ୍ତି। ଅଭିନେତ୍ରୀଙ୍କ ଆଗାମୀ ୱେବ୍ ସିରିଜ୍ 'ଗୃହ ଲକ୍ଷ୍ମୀ'ର ଟ୍ରେଲର ରିଲିଜ୍…

ପୁଅ ସହ ସମୟ ବିତାଇବାକୁ ଆପଏଣ୍ଟମେଣ୍ଟ ନେବାକୁ ପଡେ: ଜାଭେଦ ଅଖତର

ମୁମ୍ବାଇ: ସିନେମା ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ହେଉଛନ୍ତି ଜାଭେଦ ଅଖତର। ନିକଟରେ ସେ ଆମେରିକା ଯାଇଥିବା ବେଳେ ତାଙ୍କୁ ପୁଅ ତଥା ଅଭିନେତା ଫରହାନ ଅଖତରଙ୍କ ବିଷୟରେ ପଚରା ଯାଇଥିଲା। ଯାହାକୁ ନେଇ ସେ କିଛି ରୋଚକ ତଥ୍ଯପ୍ରକାଶ କରିଥିଲେ। ତେବେ ସେ ଏହା ମଧ୍ୟ କହିଥିଲେ ଯେ ଫରହାନଙ୍କୁ ଭେଟିବା…

ଆଉ କେବେ ରାଜନୀତି ଭିତ୍ତିକ ଫିଲ୍ମ କରିବିନି: କଙ୍ଗନା ରାଣାୱତ

ମୁମ୍ବାଇ: ଫିଲ୍ମ 'ଏମର୍ଜେନ୍ସି'କୁ ନେଇ ଭିନ୍ନଭିନ୍ନ ସମୟରେ ବିବାଦ ଲାଗି ରହିଛି। ଏହା ଜରିଆରେ କଙ୍ଗନା ରାଣାୱତ ଦ୍ୱିତୀୟ ଥର ପାଇଁ ଚଳଚ୍ଚିତ୍ର ପ୍ରଯୋଜନା-ନିର୍ଦ୍ଦେଶନାରେ ପାଦ ଦେଇଥିଲେ। ଏହା ପୂର୍ବରୁ ଅଭିନେତ୍ରୀଙ୍କ ହୋମ୍ ପ୍ରଡକ୍ସନ୍ ଫିଲ୍ମ ମଣିକର୍ଣ୍ଣିକା ଥିଲା। ଫିଲ୍ମ…

ଫରହାନ ବାପା ହେବା ଖବର ଗୁଜବ

ମୁମ୍ବାଇ: ଅଭିନେତା ତଥା ନିର୍ଦ୍ଦେଶକ ଫରହାନ ଅଖତାର ବାପା ହେବା ଖବର ଗୁଜବ ବୋଲି ଜଣାପଡିଛି । ଅଭିନେତ୍ରୀ ଶାବନା ଆଜମୀ ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହି ଖବର ସମ୍ପୂର୍ଣ୍ଣ ଭାବେ ଭିତିହୀନ । ଫରହାନଙ୍କ ଦ୍ୱିତୀୟ ପତ୍ନୀ ଶିବାନୀ ଦାଣ୍ଡେକର ଏବେ ମାଆ ହେବାକୁ ଚାହୁଁ ନାହାନ୍ତି ।…