Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ଦେଲେ କଙ୍ଗନା: କହିଲେ, “‘ଏମରଜେନ୍ସି’ ଆପଣଙ୍କୁ ପସନ୍ଦ ଆସିବ”

ମୁମ୍ବାଇ: କଂଗ୍ରେସ ସାଂସଦଙ୍କୁ ନିମନ୍ତ୍ରଣ ଦେଲେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ । ଖୁବଶୀଘ୍ର ସିନେମା ହଲକୁ ଆସୁଛି କଙ୍ଗନାଙ୍କ ସିନେମା ‘ଏମରଜେନ୍ସି’ । ଯାହା ପ୍ରିୟଙ୍କାଙ୍କ ଜେଜେମା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟର ଏକ…

ଫିଲ୍ମ ‘ସ୍କାଏ ଫୋର୍ସ’ର ଗୀତରେ ଗୀତିକାରଙ୍କୁ ମିଳିଲାନି ଶ୍ରେୟ, ନିର୍ମାତାଙ୍କୁ ମିଳିଲା ଧମକ

ମୁମ୍ବାଇ: ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ସ୍କାଏ ଫୋର୍ସ ପାଇଁ ଆଜିକାଲି ହେଡଲାଇନର ଶୀର୍ଷରେ ଅଛନ୍ତି। ଏହି ଚଳଚ୍ଚିତ୍ର ୨୪ ଜାନୁଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଏବଂ ଏହାକୁ ବହୁତ ପସନ୍ଦ କରାଯାଉଛି। ଅନ୍ୟପଟେ ଫିଲ୍ମକୁ…

ଦୁବାଇରେ ଟଲିଉଡ ଅଭିନେତା ଅଜିତ କୁମାରଙ୍କ କାର ଦୁର୍ଘଟଣାଗ୍ରସ୍ତ

ଦୁବାଇ: ଟଲିଉଡ ଅଭିନେତା ଅଜିତ କୁମାରଙ୍କ କାର ଦୁବାଇରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଜିତ ତାଙ୍କ ରେସିଂ କାରରେ ଅଭ୍ୟାସ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସେ ୨୪ଏଚ ଦୁବାଇ ୨୦୨୫ କାର ରେସିଂ କମ୍ପିଟେଶନରେ…

ଡନ ୩ରେ ପ୍ରିୟଙ୍କା !

ମୁମ୍ବାଇ: ଭାରତୀୟ ଫିଲ୍ମ ପ୍ରଶଂସକ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରତ୍ୟାବର୍ତନକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରିପୋର୍ଟ ମୁତାବକ ଏସଏସ ରାଜମୌଲୀଙ୍କ ୧୦୦୦ କୋଟି ବଜେଟ ଫିଲ୍ମରେ ପ୍ରିୟଙ୍କା ଅଭିନୟ କରିବାକୁ ଯାଉଥିବା ଖବର ପ୍ରକାଶ ପାଇଛି । ଏଥିରେ ମହେଶ ବାବୁଙ୍କ ସହ ସେ…

ଆଜାଦ ଟ୍ରେଲର ରିଲିଜ; ଡେବ୍ୟୁ କଲେ ରାସା ଓ ଅମନ

ମୁମ୍ବାଇ: ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ 'ଆଜାଦ'ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ 'ଆଜାଦ’ ଫିଲ୍ମ ଏକ ପିରିୟଡିକ ଡ୍ରାମା ଅଟେ  ଯାହାକି ସ୍ୱାଧୀନତା ପୂର୍ବରୁ ଦେଶର କାହାଣୀକୁ ଦର୍ଶାଇଥାଏ। ଏହାର ନିର୍ଦ୍ଦେଶନା ଅଭିଷେକ କପୁର…

ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା ଏହି ଫିଲ୍ମ; ହେଲେ ଓସ୍କାରରେ ମିଳିଲା ଏଣ୍ଟ୍ରି

ମୁମ୍ବାଇ: ତାମିଲ ସୁପରଷ୍ଟାର ସୂରିୟା ଏବଂ ବଲିଉଡ ଅଭିନେତା ବବି ଦେଓଲଙ୍କ ଫିଲ୍ମ 'କଙ୍ଗୁୱା' ନଭେମ୍ବର ୨୦୨୪ରେ ରିଲିଜ୍ ହୋଇଥିଲା । ଯାହା ସେହି ବର୍ଷର ସବୁଠାରୁ ସୁପର ଡୁପର ଫ୍ଲପ୍ ଫିଲ୍ମ ଥିଲା । ସେହି ବର୍ଷ ଏହି ବଡ ବଜେଟ୍ ଚଳଚ୍ଚିତ୍ର 'କଙ୍ଗୁୱା' ମଧ୍ୟ ଏହାର ମୂଲ୍ୟ ପୁନରୁଦ୍ଧାର କରିବାରେ…

ବଢିଲା ସଲମାନ ଖାନଙ୍କ ସୁରକ୍ଷା, ଗାଲାକ୍ସି ଆପାର୍ଟମେଣ୍ଟରେ ଲାଗିଲା ବୁଲେଟ୍ ପ୍ରୁଫ ଗ୍ଲାସ୍

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷା ଆହୁରି ବଢାଇ ଦିଆଯାଇଛି। ଏପରିକି ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ଫ୍ଲାଟର ବାଲକୋନି ବୁଲେଟ୍ ପ୍ରୁଫ ଗ୍ଲାସରେ ସମ୍ପୂର୍ଣ୍ଣ କଭର୍ କରି ଦିଆଯାଇଛି। ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ଦ୍ୱିତୀୟ ଥର ପାଇଁ ମାଆ ହେଲେ ସନା ଖାନ, ସୋସିଆଲ ମଡିଆରେ ଦେଲେ ଖୁସିଖବର

ମୁମ୍ବାଇ: ଅଭିନୟ ଛାଡି ଧର୍ମର ପଥ ଅନୁସରଣ କରିଥିବା ସନା ଖାନ ଦ୍ୱିତୀୟ ଥର ପାଇଁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏବେ ଅଭିନେତ୍ରୀ ଦ୍ୱିତୀୟ ଥର ପାଇଁ ମାଆ ହୋଇଛନ୍ତି । ପୁଅକୁ କୋଳରେ ନେଇ ତାଙ୍କ ସ୍ୱାମୀ ଅନାସଙ୍କ ସହ ନମାଜ ପାଠ କରିଛନ୍ତି। ସନା ସୋସିଆଲ ମିଡିଆରେ ପୁଅର ଆଗମନକୁ ନେଇ…

ପୁଣି ଅଡୁଆରେ ନୟନତାରା, ୫ କୋଟିର ନୋଟିସ୍ ପଠାଇଲା ‘ଚନ୍ଦ୍ରମୁଖୀ’

ଚେନ୍ନାଇ: ନେଟଫ୍ଲିକ୍ସରେ ଲେଡି ସୁପରଷ୍ଟାର ନୟନତାରାଙ୍କ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଅଣ୍ଡ୍ ଦ ଫେରିଟେଲ୍' ଷ୍ଟ୍ରିମ୍ ହେଉଛି। ଯାହାକୁ ନେଇ ସେ ଅନ୍ୟ ଏକ ଆଇନଗତ ବିବାଦରେ ଛନ୍ଦି ହୋଇଛନ୍ତି। 'ଚନ୍ଦ୍ରମୁଖୀ'ର ନିର୍ମାତାମାନେ ମଧ୍ୟ ସେମାନଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛନ୍ତି। କାରଣ…

ଭାରତ ଓ ପାକିସ୍ତାନ ଦୂର ସମ୍ପର୍କୀୟ ଭାଇ ଭଳି: ଅଭିନେତ୍ରୀ ହାନିଆ

ନୂଆଦିଲ୍ଲୀ: ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମୀର ନିଜ ଅଭିନୟ ଜରିଆରେ କେବଳ ନିଜ ଦେଶରେ ନୁହେଁ ଭାରତରେ ମଧ୍ୟ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଅଭିନୀତ ଶୋ' ଗୁଡିକ ମଧ୍ଯରୁ ଦିଲରୁବା, ତିତଲି, ଇଶ୍କିଆ, ସଙ୍ଗେ-ଏ-ମାହା ଏବଂ ମୁଝେ ପ୍ୟାର ହୁଆ ଥା ଭଳି ପାକିସ୍ତାନୀ ଶୋ…