Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଷଷ୍ଠ ରିପୋର୍ଟ ନେଗେଟିଭ୍‌; କରୋନା କବଳରୁ ମୁକୁଳିବେ କନିକା !

ଲଖ୍ନୌ: ବଲିଉଡ ସିଙ୍ଗର କନିକା କାପୁରଙ୍କ ପ୍ରଥମ ୫ଟି ରିପୋର୍ଟ ପଜିଟିଭ ବାହାରିଥିଲା । ଶେଷରେ ତାଙ୍କର ୬ଷ୍ଠ ରିପୋର୍ଟ ନେଗେଟିଭ ବାହାରିଛି । ହେଲେ ବି ଘରକୁ ଯ।ଇପାରିବେନି ବେବି ଡଲ୍ ଫେମ୍ ସିଙ୍ଗର । କନିକାଙ୍କ ପ୍ରଥମ ଟେଷ୍ଟ ଘରେ ହୋଇଥିବାବେଳେ ଅନ୍ୟ ସମସ୍ତ ୪ଟି ଟେଷ୍ଟ PGI…

ରାମାୟଣର ଲୋକପ୍ରିୟତା କମି ନାହିଁ

ନୂଆଦିଲ୍ଲୀ: ଟିଭି ସିରିୟଲ ରାମାୟଣ ପୁନର୍ବାର ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ଦୀର୍ଘ ଦିନ ପରେ ଏହା ପୁନଃପ୍ରସାରିତ ହେଉଥିଲେ ମଧ୍ୟ ଏହାର ଲୋକପ୍ରିୟତା କମି ନାହିଁ ।  ଡିଡି ନ୍ୟାଶନାଲ୍‌ରେ ଏବେ ରାମାୟଣ ସକାଳ ୯ଟା ଓ ସନ୍ଧ୍ୟା ୯ଟା ପ୍ରସାରଣ କରାଯ।ଉଛି । ଏବେ ବି ଲୋକେ…

ଜାଣନ୍ତୁ କାହିଁକି ଗୋଟିଏ ବର୍ଷର ଦରମା ନେବେନି ଏକତା କାପୁର ?

ମୁମ୍ବାଇ: ଗୋଟିଏ ବର୍ଷର ଦରମା ନେବେନି ଏକତା କାପୁର । ବାଲାଜୀ ଟେଲିଫିଲ୍ସମର କର୍ମଚାରୀଙ୍କ ସୁବିଧା ପାଇଁ ସେ କିଛି ଏପରି ପଦକ୍ଷପ ନେଇଛନ୍ତି । କରୋନା ମହାମାରୀରେ ଟିଭି ଇଣ୍ଡଷ୍ଟ୍ରୀ ବହୁମାତ୍ରାରେ କ୍ଷତି ସହିଛି । ସୁଟିଂ ବନ୍ଦ ଥିଲାବେଳେ ବ୍ୟାଙ୍କିଂ ଏପିସୋଡ୍ ବି ସରିଗଲାଣି । ତେବେ…

ବାତିଲ୍ ହେଲା ଡେଷ୍ଟିନେସନ୍ ୱେଡିଂ; ଜାଣନ୍ତୁ କେଉଁଠି ଓ କେବେ ବିବାହ କରିବେ ରଣବୀର ଓ ଆଲିୟା ?

ମୁମ୍ବାଇ: ବଲିଉଡରେ ଚର୍ଚ୍ଚିତ ଲଭଷ୍ଟୋରୀ ରଣବୀର ଓ ଆଲିୟାଙ୍କ ଯୁଗଳବନ୍ଦୀ । ପୂର୍ବରୁ ଦୁହେଁ ଡେଷ୍ଟିନେସନ୍ ୱେଡିଂ ପ୍ଲାନିଂ କରିଥିଲାବେଳେ ଏବେ ତାହାକୁ ବାତିଲ୍ କରିଛନ୍ତି । କ୍ୟାଟ୍‌ରିନାଙ୍କ ସହ ରିଲେସନ୍‌ସିପ୍‌ରେ ଥିବାବେଳେ ହିଁ ଆଲିୟା ରଣବୀରଙ୍କୁ ପସନ୍ଦ କରୁଥିଲେ । ତେବେ…

ଉତ୍କଳ ଦିବସରେ ଓଡିଆଙ୍କୁ କ’ଣ କହିଲେ ସାରା ଅଲ୍ଲୀ ଖାନ୍‌ ?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପଟୌଦୀ ଖାନଦାନର ଲାଡ୍‌ଲି ସାରା ଅଲ୍ଲି ଖାନ୍ । ନିଆରା ଅନ୍ଦାଜରେ ଅଭିନେତ୍ରୀ ସାରା ଓଡିଆ ଫ୍ୟାନମାନଙ୍କୁ ଉତ୍କଳ ଦିବସ ଅବସରରେ ଶୁଭେଛା ଜଣାଇଛନ୍ତି । View this post on Instagram…

ଚୋରି କରି ଚର୍ଚ୍ଚାରେ; ଉର୍ବଶୀ ରୌତେଲା !

ମୁମ୍ବାଇ: ଫିଲ୍ମରେ ହଟ୍ ସିନ୍ ଛଡା ସୋସିଆଲ୍ ମିଡିଆରେ ନିଜ ପୋଷ୍ଟ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା । ନିକଟରେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ପାଇଁ ସେ ବିବାଦରେ ଫସିଛନ୍ତି । I'm rooting for her https://t.co/9Se6Myt0Vw — JP (@jpbrammer) March…

କୋଭିଡ-୧୯; ଜାଣନ୍ତୁ କେଉଁ ଫିଲ୍ମ ଅଭିନେତା ଜୋର୍ଡାନରେ ଅଟକ ?

କେରଳ: ଜୋର୍ଡାନରେ ଅଟକ ମଲୟାଲମ୍ ଫିଲ୍ମ ଆଦୁଜିଭିଥମ୍ ପୂରା ୟୁନିଟ୍ । ଅଭିନେତା ପ୍ରିଥ୍ୱୀରାଜ ଓ ନିର୍ଦ୍ଦେଶକ ବ୍ଲେସିଙ୍କ ସମେତ ୫୮ଜଣ ୟନିଟ୍ ସଦସ୍ୟ ମଧ୍ୟ ଜୋର୍ଡାନରେ ଫସିରହିଥିବା ଜଣାପଡିଛି । ୱାଦି ରମ୍ ମରୁଭୂମିରେ ସୁଟିଂ ଚାଲିଥିବାବେଳେ ଜୋର୍ଡାନ ଅଧିକାରୀ ସୁଟିଂ ବନ୍ଦ କରିବାକୁ…

‘ଷ୍ଟାର ୱାର’ ଅଭିନେତା ଆଣ୍ଡ୍ରିଉ ଜ୍ୟାକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ

ଲଣ୍ଡନ: ‘ଷ୍ଟାର ୱାର’ ଫିଲ୍ମର ଅଭିନେତା ଆଣ୍ଡ୍ରିଉ ଜ୍ୟାକଙ୍କ କରୋନା ସଂକ୍ରମଣ ଯୋଗୁଁ ମଙ୍ଗଳବାର ଦିନ ମୃତ୍ୟୁ ହୋଇଛି । ସେ ୟୁକେର ସରେ ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି । ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ତାଙ୍କ ପତ୍ନୀ ଗାବ୍ରିଏଲ ରୋଜର୍ସ ଅଷ୍ଟ୍ରେଲିୟାରେ କ୍ୱାରେଣ୍ଟାଇନରେ ଅଛନ୍ତି…

କରୋନା ନେଲା ଏହି ଲୋକପ୍ରିୟ ଅଭିନେତାଙ୍କ ଜୀବନ

ସିଡ଼ନୀ: କରୋନାରେ କବଳିତ ସାରା ବିଶ୍ୱ । ଜଣେ ଲୋକପ୍ରିୟ ଅଭିନେତାଙ୍କ ପ୍ରାଣ ନେଇଛି କରୋନା । ହଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର 'ଷ୍ଟାର ୱାର୍ସ’ର ‘ ଅଭିନେତା ଆଣ୍ଡ୍ର୍ୟୁ ଜ୍ୟାକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ୭୬ ବର୍ଷୀୟ ଆଣ୍ଡ୍ର୍ୟୁ ଜ୍ୟାକ କରୋନା ମହାମାରୀର ଶିକାର…

ବିବାଦରେ ରାପର୍ ବାଦଶାହ, ଫ୍ରାନ୍ସରୁ ଆସିଲା କପି ରାଇଟ୍ ଉଲ୍ଲଙ୍ଘନ ଅଭିଯୋଗ !

ମୁମ୍ବାଇ: ଧୁମ ମଚାଇଛି ବାଦଶାହ ଓ ଜ୍ୟାକ୍‌ଲିନ୍‌ଙ୍କ ଲେଟେଷ୍ଟ ଟ୍ରାକ୍ ଗେଣ୍ଡା ଫୁଲ୍ । ବେଙ୍ଗଲି-ପଂଜାବୀ ଫ୍ୟୁଜନ୍‌ରେ ଏହି ରିମିକ୍ସ ଗୀତଟି ୟୁଟ୍ୟୁବ୍‌ରେ ଟ୍ରେଣ୍ଡ୍ ସେଟର୍ ପାଲଟିଛି । ସୋସିଆଲ୍ ମିଡିଆରେ ଭିୟର୍ସିପ ହାସଲ କରିଥିବା ଏହି ଗୀତଟି ଏବେ କପି ରାଇଟ୍ ମାମଲାରେ ବିବାଦକୁ ଆସିଛି ।…