Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଗାଁର ନାଁ ଗାଲୁଆପୁର’ର ଅଡିଓ ରିଲିଜ…

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’ର ଅଡିଓ ରିଲିଜ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିନେତା ମିହିର ଦାସ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ  ଓ ପ୍ରତିମା…

ଦୁବାଇରେ ଟାୱେଲ ପିନ୍ଧି ବୁଲିଲେ ହ୍ରିତିକ୍

ଦୁବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଦୁବାଇରେ ଟାୱେଲ ପିନ୍ଧି ବୁଲି ଏବେ ଚର୍ଚ୍ଚାରେ । ତାଙ୍କର ଏହି ଫଟୋ ସୋସିଆଲ ନେଟୱର୍କିଂ ସାଇଟରେ ଶେୟାର ହେବା ପରେ ଏହା ଏବେ ଭାଇରାଲ ହୋଇଛି । ସେ ଫଟୋ ତଳେ ଲେଖିଛନ୍ତି ଏହି ଷ୍ଟାଇଲ ରଣବୀର ସିଂଙ୍କଠାରୁ ପ୍ରେରିତ । ସବୁଠାରୁ ମଜା କଥା ଟାୱେଲ…

ଆସିଲା ‘ସୂର୍ଯ୍ୟବଂଶୀ’ର ଟ୍ରେଲର, ଦମଦାର ଲୁକ୍‌ରେ ଅକ୍ଷୟ

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର । ପ୍ରଥମ ଝଲକରେ ଦେଖିବାକୁ ମିଳିଛି ଦମଦାର ଆକ୍ସନ । ଟ୍ରେଲରରେ ମୁଭିର ସମସ୍ତ କଳାକାରଙ୍କ ଜବରଦସ୍ତ ଷ୍ଟଂଟ ସିନ୍ ରହିଛି । ଏହି ହାଇବଜେଟ୍ ଫିଲ୍ମର ଲିଡ୍ ରୋଲ୍ ଅକ୍ଷୟ କୁମାର ଥିବା ବେଳେ ତାଙ୍କ ଅପଜିଟ୍‌ରେ…

ଆର୍ମି ଅଫିସର ଲୁକ୍‌ରେ ଆମିର ଖାନ

ମୁମ୍ବାଇ: ଆର୍ମି ଅଫିସର ଲୁକ୍‌ରେ ନଜର ଆସିଛନ୍ତି ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ୍ । ତାଙ୍କର ଆଗାମୀ ଫିଲ୍ମ “ଲାଲ ସିଂହ ଚଡ୍ଡା”ର ସୁଟିଂରେ ସେ ଏବେ ବ୍ୟସ୍ତ ଅଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ଆମିର ଖାନଙ୍କ ଭିନ୍ନ ଭିନ୍ନ ଲୁକ୍ ସାମ୍ନାକୁ ଆସୁଛି । ଏହାରି ଭିତରେ ତାଙ୍କର…

ଦେଶ ବିରୋଧୀ ମନ୍ତବ୍ୟ ଦେଇ ଅଡୁଆରେ ଅଭିନେତ୍ରୀ ସ୍ୱରା ଭାସ୍କର

ମୁମ୍ବାଇ: ଅଡୁଆରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ଦେଶ ବିରୋଧୀ ମନ୍ତବ୍ୟ ଦେଇ ତାଙ୍କୁ ହଟହଟା ହେବାକୁ ପଡିଛି । ଲୋକଙ୍କୁ ଧର୍ମାନ୍ତିକରଣ କରିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି । ଏନେଇ କାନପୁର କୋର୍ଟରେ ସ୍ୱରା ଭାସ୍କରଙ୍କ ନାଁରେ ଏକ ପିଟିସନ ଦାଖଲ ହୋଇଛି । ଆବେଦନକାରୀ ବିଜୟ…

ହଙ୍ଗାମା-୨ରେ ଅଭିନୟ କରିବେ ଦକ୍ଷିଣ ଭାରତର ଗ୍ଲାମର ଗାର୍ଲ ପ୍ରଣିତା

ମୁମ୍ବାଇ: ବଲିଉଡର କମେଡି ଫିଲ୍ମ ହଙ୍ଗାମା-୨ରେ ଦକ୍ଷିଣ ଭାରତର ଗ୍ଲାମର କୁଇନ ପ୍ରଣିତା ସୁବାସ ଅଭିନୟ କରିବେ । ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ପାଦ ଥାପିବେ । ୨୦୦୩ରେ ପ୍ରିୟଦର୍ଶନଙ୍କ ହଙ୍ଗାମା ଫିଲ୍ମ ରିଲିଜ ହୋଇଥିଲା ଏବଂ ଦର୍ଶକ ଏହାକୁ ବେଶ ପସନ୍ଦ କରିଥିଲେ । ଏହାର ସିକ୍ୱେଲରେ…

ଦିଲୱାଲେ ଦୁହ୍ଲନିୟାଁ ଲେ ଯାଏଙ୍ଗେର ସିକ୍ୱେଲ ହେବ !

ମୁମ୍ବାଇଁ: ବଲିଉଡର ଶ୍ରେÂ ସଫଳ ଫିଲ୍ମ ମଧ୍ୟରେ ଗଣତି ହେଉଥିବା ଶାହାରୁଖ ଖାଁଙ୍କ ଦିଲୱାଲେ ଦୁହ୍ଲନିୟାଁ ଲେ ଯାଏଙ୍ଗେର ସିକ୍ୱେଲ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ଏହି ଫିଲ୍ମ କଥା ଉଠାଇଥିଲେ । ଶାହାରୁଖଙ୍କ…

‘ସୂର୍ଯ୍ୟବଂଶୀ’ର ପ୍ରଥମ ଲୁକ୍ ରିଲିଜ; ଦମଦାର ଅନ୍ଦାଜରେ ନଜର ଆସିଲେ ଅକ୍ଷୟ

ନୂଆଦିଲ୍ଲୀ: ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଅପେକ୍ଷାରେ ଦର୍ଶକ । ତେବେ ଲୋକଙ୍କ ଅପେକ୍ଷାର ଅନ୍ତ ଘଟାଇ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରଥମ ଲୁକ୍ ରିଲିଜ ହୋଇଛି । ଯେଉଁଥିରେ ଅକ୍ଷୟ କୁମାରଙ୍କ ଅନ୍ଦାଜ ସୋଶିଆଲ ମିଡିଆରେ ଧମାକା କରୁଛି । …

ହଲିଉଡ ଫିଲ୍ମରେ ନଜର ଆସିବେ ହ୍ରିତିକ!

ନୂଆଦିଲ୍ଲୀ: ବଲିଉଡର ସିନେମାର ଗ୍ରୀକ୍ ଗଡ କୁୂହାଯାଉଥିବା ହ୍ରିତିକ ରୋଶନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଅତିଶୀଘ୍ର ହଲିଉଡ ଫିଲ୍ମରେ ନଜର ଆସିପାରନ୍ତି ଏହି ଅଭିନେତା । ହିନ୍ଦୀ ସିନେମାର ଅନେକ ବଡ ବଡ ଅଭିନେତା ହଲିଉଡ ଫିଲ୍ମରେ କାମ କରି ସାରିଥିବାବେଳେ ଏବେ ହ୍ରିତିକଙ୍କ ପାଳି ଆସିଥିବା…

ଋଷୀୟ ଫିଲ୍ମ ଫେିଷ୍ଟିଭାଲ: ଜୁରୀ ଭାବେ ମନୋନୀତ ହେଲେ ଓଡ଼ିଶା ଜନ୍ମିତ ଫିଲ୍ମ ନିର୍ମାତା

ଭୁବନେଶ୍ୱର: ଓଡ଼ିଶା ଜନ୍ମିତ ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର ଋଷିଆରେ ଅନୁଷ୍ଠିତ ହେଉଥିବା ‘୧୮ତମ ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲ ଅଫ ସିନେମାଟୋଗ୍ରାଫିକ ଡେବୁଟସ ସ୍ପିରିଟ ଅଫ ଫାୟାର’ ଶିଶୁ ଓ ଯୁବ ଚଳଚ୍ଚିତ୍ର ପ୍ରତିଯୋଗିତା ଲାଗି ଜୁରୀ ଭାବେ ମନୋନୀତ ହୋଇଛନ୍ତି । ଏହି ଅନ୍ତର୍ଜାତୀୟ…