Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସଂସଦ ଭବନରେ ‘ଛାଭା’ ଫିଲ୍ମର ହେବ ସ୍ପେଶାଲ ସ୍କ୍ରିନିଂ

ନୂଆଦିଲ୍ଲୀ: ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନଙ୍କ ପାଇଁ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଉପରେ ଆଧାରିତ ହିନ୍ଦୀ ଫିଲ୍ମ 'ଛାଭା'ର ସ୍ପେଶାଲ ସ୍କ୍ରିନିଂ କରାଯିବ। ତେବେ ଏହି ଫିଲ୍ମ ଗୁରୁବାର ସଂସଦର ବାଲଯୋଗୀ ଅଡିଟୋରିୟମ୍‌ରେ  ପ୍ରଦର୍ଶିତ…

‘ମିଲ୍କି ବିଉଟି’ ଟ୍ୟାଗ୍ ଉପରେ କିଛି ଏମିତି ପ୍ରତିକ୍ରିୟା ରଖିଲେ ତମନ୍ନା…

ମୁମ୍ବାଇ: ବାହୁବଳୀ ଅଭିନେତ୍ରୀ ତମନ୍ନା ଭାଟିଆ ଲଗାତାର ଏହି କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ପ୍ରେମିକ ବିଜୟଙ୍କ ସହ ବ୍ରେକଅପକୁ ନେଇ ହେଉକି, ତାଙ୍କର ଆଗାମୀ ସିନେମା ‘ଓଡେଲା-୨’କୁ ନେଇ ହେଉ, ଏବେ ସବୁବେଳେ ଖବର ପାଲଟିଛନ୍ତି ତମନ୍ନା ଭାଟିଆ । ତେବେ ସାଧାରଣ ଭାବେ…

ରିଲିଜ ହେଲା ‘କେସରୀ ୨’ ଟିଜର, ଭିନ୍ନ ଅନ୍ଦାଜରେ ନଜର ଆସିଲେ ଅକ୍ଷୟ କୁମାର

ମୁମ୍ବାଇ: ରିଲିଜ ହେଲା ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘କେସରୀ ଚାପ୍ଟର ୨: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍‌ ଜାଲିଆନଓ୍ବାଲା ବାଗ’ର ଟିଜର । କରଣ ସିଂହ ତ୍ୟାଗୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଘଟିଥିବା ଜାଲିଆନଓ୍ବାଲା ବାଗ ହତ୍ୟାକାଣ୍ଡ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କ୍ଲିନଚିଟ୍ ମିଳିନି; ମିଥ୍ଯା ପ୍ରଚାର କରାଯାଉଛି: ଆଇନଜୀବୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଏକ କ୍ଲୋଜର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟକୁ ନେଇ ଦିଶା ସାଲିଆନଙ୍କ ପିତାଙ୍କ ଓକିଲ କହିଛନ୍ତି ଯେ ଆଇନ ପାଖରେ ଏସବୁର କୌଣସି ମୂଲ୍ୟ ନାହିଁ। କାରଣ କୋର୍ଟ ଚାହିଁଲେ ଏହି ମାମଲାର ତଦନ୍ତ ପାଇଁ ଆଗକୁ ନିର୍ଦ୍ଦେଶ…

ସିକନ୍ଦରର ଟ୍ରେଲର ଆଉଟ୍, ଦେଖନ୍ତୁ ଭିଡିଓ..

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ସିକନ୍ଦରର ଟ୍ରେଲର ରିଲିଜ ହୋଇଛି । ପ୍ରଥମେ ଟିଜର ରିଲିଜ ହେବାର ପ୍ରାୟ ଦୁଇ ମାସ ପରେ ଏବଂ ଫିଲ୍ମ ରିଲିଜ ହେବାର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ, ଏହାର ଧମାକାଦାର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ଦେଖିବା ମାତ୍ରେ ଆପଣ ଅନୁମାନ…

ଲୋକପ୍ରିୟ ସାଉଥ ଅଭିନେତାଙ୍କ ବିରୋଧରେ ସାଇବର କ୍ରାଇମ ଅଭିଯୋଗ

ନୂଆଦିଲ୍ଲୀ: ସାଉଥ ସିନେମାର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଉପରେ ଅବୈଧ ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରିବା ସମ୍ପର୍କିତ ମାମଲା ରୁଜୁ ହେବାର ଗୋଟିଏ ଦିନ ପରେ ହିଁ ପ୍ରଭାସ, ନନ୍ଦମୁରୀ ବାଲକୃଷ୍ଣ ଏବଂ ଗୋପୀଚାନ୍ଦଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏକ ଟକ୍ ସୋ ର…

୧୭୫ କୋଟିରେ ଅଲ୍ଲୁ ଅର୍ଜୁନଙ୍କୁ ସାଇନ କଲେ ଅଟଲୀ !

ଚେନ୍ନାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଷ୍ପା ୨ ଫିଲ୍ମର ସଫଳତା ପରେ ତାଙ୍କ ଚାହିଦା ଏବେ ଆକାଶ ଛୁଆଁ ହୋଇଛି । ଅଲ୍ଲୁ ଅର୍ଜୁନ ଲୋକପ୍ରିୟ ଫିଲ୍ମମେକର୍ସ ଅଟଲୀଙ୍କ ସହ ଏକ ବଡ ଡିଲ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଯଦି ଏହି ଖବର ସତ୍ୟ ହୋଇଥାଏ ତେବେ…

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା: ସିବିଆଇର କ୍ଲୋଜର ରିପୋର୍ଟ ଦାଖଲ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ୪ ବର୍ଷ ପରେ ସିବିଆଇ ଦାଖଲ କରିଛି କ୍ଲୋଜର ରିପୋର୍ଟ। ମୁମ୍ବାଇ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛି ସିବିଆଇ। ସୂଚନାମୁତାବକ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ…

କେସରୀ ୨ରେ ପୂନର୍ବାର ଚମକିବେ ଅକ୍ଷୟ କୁମାର

ମୁମ୍ବାଇ: ୨୦୧୯ରେ ରିଲିଜ ହୋଇଥିବା କେସରୀ ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଏଥିରେ ଅକ୍ଷୟ କୁମାରଙ୍କ ଭୂମିକା ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ଏବେ ଏହାର ସୀକ୍ୱେଲର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶନିବାର ନିର୍ମାତାଙ୍କ ପକ୍ଷରୁ କେସରୀ ଚ୍ୟାପ୍ଟର ୨ର ପ୍ରୋମୋ ରିଲିଜ…