Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ସ୍ପିରିଟ’ରେ ପ୍ରଭାସଙ୍କ ସହ ନଜର ଆସିପାରନ୍ତି ମୃଣାଳ!

ଚେନ୍ନାଇ: ସନ୍ଦୀପ ରେଡ୍ଡୀ ବଙ୍ଗା ଦୁଇ ଦୁଇଟି ହିଟ୍ ଫିଲ୍ମ 'କବୀର ସିଂ' ଏବଂ 'ଆନିମଲ୍' ନିର୍ମାଣ କରି ବଲିଉଡରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ସେ ପାନ୍ ଇଣ୍ଡିଆ ଷ୍ଟାର ପ୍ରଭାସଙ୍କୁ ନେଇ ନୂଆ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଯାହାର ନାଁ ରହିଛି…

ଗୋଟିଏ ଯୁଗର ଅବସାନ, ଚାଲିଗଲେ ଉସ୍ତାଦ୍ ହୁସେନ୍: ସ୍ପଷ୍ଟ କଲେ ପରିବାର ଲୋକେ

ନୂଆଦିଲ୍ଲୀ: ଆଉ ନାହାନ୍ତି ଉସ୍ତାଦ୍ ଜାକିର ହୁସେନ୍ । ମୃତ୍ୟୁ ଖବର ଗୁଜବ ଭିତରେ ସ୍ପଷ୍ଟ କରିଛନ୍ତି ପରିବାର ଲୋକେ । ପ୍ରସିଦ୍ଧ ତବଲା ବାଦକ ତବଲା ବାଦକ ଜାକିର ହୁସେନଙ୍କ ହୃଦଘାତ ଜନିତ ଜଟିଳତା ଯୋଗୁଁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ…

କପିଲଙ୍କ ଉପରେ ବର୍ଷିଲେ ମୁକେଶ ଖାନ୍ନା, କହିଲେ ସେ ରାମଙ୍କୁ ସମ୍ମାନ ଦିଅନ୍ତି ନାହିଁ

ମୁମ୍ବାଇ: କପିଲ ଶର୍ମା ଶୋ’କୁ ନେଇ ମୁକେଶ ଖାନ୍ନା ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ କପିଲଙ୍କ ଶୋ’ରେ ଅଶ୍ଳୀଳତା ଏବଂ ଡବଲ୍ ମିନିଂ ଡାଏଲଗ୍ ଭରି ରହିଥାଏ। ଏହା ଉପରେ ଲୋକମାନେ ହସିପାରନ୍ତି କିନ୍ତୁ ଏଥିରେ କୌଣସି ଶାଳୀନତା ନାହିଁ। ସେ ଆହୁରି ମଧ୍ଯ କହିଛନ୍ତି ଯେ ଥରେ…

ଅମିତ ଶାହଙ୍କୁ ଭେଟିଲେ ବରୁଣ ଧୱନ; କହିଲେ, ଆମେ ବେବି… 

ନୂଆଦିଲ୍ଲୀ: ବରୁଣ ଧୱନ ନିଜର ଅପକମିଂ ଚଳଚ୍ଚିତ୍ର 'ବେବି ଜନ୍'ର ପ୍ରମୋସନ ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏହି ଅବସରରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାରର ଏକ ଫଟୋ ରବିବାର ଦିନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଏହାକୁ ଆନନ୍ଦଦାୟକ…

‘ପୁଷ୍ପା-୨’ ଫିଲ୍ମର ସ୍କ୍ରିନିଂ ସମୟରେ ଦଳାଚକଟା; ଭେଣ୍ଟିଲେଟରରେ ୮ ବର୍ଷର ବାଳକ, ପୂର୍ବରୁ…

ହାଇଦ୍ରାବାଦ: ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଅଭିନେତା ଅଲୁ ଅର୍ଜୁନଙ୍କ ଫିଲ୍ମର ସ୍କ୍ରିନିଂ ସମୟରେ ହୋଇଥିବା ଦଳା ଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ପୁଅ ବର୍ତ୍ତମାନ ଭେଣ୍ଟିଲେଟରରେ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ୮ ବର୍ଷର…

ବିନା ହିଜାବରେ ଗୀତ ଗାଉଥିଲେ ସିଙ୍ଗର, ଉଠାଇନେଲା ପୋଲିସ

ତେହେରାନ: ଗୀତ ଗାଇବାରୁ ଇରାନରେ ୨୭ ବର୍ଷ ବୟସ୍କା ଗାୟିକାଙ୍କୁ ଗିରଫ କରାଯାଇଛି। କାରଣ ସେ ଗୀତ ଗାଇବା ସମୟରେ ହିଜାବ ପିନ୍ଧିନଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଦର୍ଶକ ଏହି ଗୀତକୁ ଦେଖି ସାରିଲେଣି। ଖବର ଅନୁଯାୟୀ, ଗାୟିକା ଜଣକ ପାରାଷ୍ଟୁ ଅହମ୍ମଦ ବୋଲି ଜଣାପଡିଛି।…

୮୦୦ କ୍ଲବରେ ଏଣ୍ଟ୍ରୀ କରି ରେକର୍ଡ ସୃଷ୍ଟି କଲା ପୁଷ୍ପା-୨

ମୁମ୍ବାଇ: ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ଫିଲ୍ମର ରେକର୍ଡ ଭାଙ୍ଗିବାରେ ଲାଗିଛି ଫିଲ୍ମ ’ପୁଷ୍ପା-୨’ । ଆଲ୍ଲୁ ଅର୍ଜୁନଙ୍କ ଅଭିନୀତ ଏହି ଫିଲ୍ମ କେବଳ ଦର୍ଶକଙ୍କ ମହଲରେ ଆଦୃତ ନୁହେଁ ବରଂ ଭଲ ରୋଜଗାର ମଧ୍ୟ କରୁଛନ୍ତି । ରିଲିଜ ହେବାର ୧୦ଦିନ ଭିତରେ ଦମଦାର ରୋଜଗାର କଲାଣି ପୁଷ୍ପା ୨ ।…

ସିକ୍ସ ପ୍ୟାକ୍ ଆବ୍ସ, ହଟ୍ ବେବ୍ ପଛରେ ବଲିଉଡ୍; କାହିଁକି ଏଭଳି କହିଲେ କଙ୍ଗନା ରଣାୱତ

ମୁମ୍ବାଇ: ଅଲୁ ଅର୍ଜୁନଙ୍କ 'ପୁଷ୍ପା-୨'କୁ ପସନ୍ଦ କରିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ। ଏଥିସହ ବଲିଉଡକୁ ଟାର୍ଗେଟ୍ କରିବାକୁ ମଧ୍ଯ ପଛାଇନାହାନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଅଲ୍ଲୁଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିବା ଚରିତ୍ରଟି ବହୁତ କଷ୍ଟସାଧ୍ୟ। କିନ୍ତୁ ଯଦି ସମାନ ଭୂମିକା…

ମଲାଇକାଙ୍କ ଫିଟନେସ୍ ଲୁକ୍ ଦେଖି ଦିୱାନା ହେଲେ ଫ୍ୟାନ୍ସ, କହିଲେ ସୌନ୍ଦର୍ଯ୍ୟ ରାଣୀ…

ମୁମ୍ବାଇ: ମଲାଇକା ଆରୋରା ବି-ଟାଉନର ଜଣେ ଲୋକପ୍ରିୟ ଅଭିନେତ୍ରୀ। ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଫିଟନେସ୍ ପାଇଁ ସର୍ବଦା ଖବରର ଶୀର୍ଷରେ ଥାନ୍ତି। ୫୧ ବର୍ଷ ବୟସରେ ମଧ୍ୟ ଅଭିନେତ୍ରୀ ଚମତ୍କାର ଫିଟ୍ ଦେଖାଯାଉଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଉପରେ ବହୁତ ଫିଦା ଅଛନ୍ତି। ବର୍ତ୍ତମାନ…

ମା’ ହେଲେ ରାଧିକା ଆପ୍ଟେ , ସପ୍ତାହେ ପରେ ବେବି ସହ କଲେ ଫଟୋ ସେୟାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ତାଙ୍କ ନବଜାତ ଶିଶୁ ସହିତ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ରାଧିକା ନିଜ ବ୍ୟକ୍ତିଗତ ଜୀବନକୁ ସର୍ବଦା ଲାଇମଲାଇଟ୍ ଠାରୁ ଦୂରେଇ ରଖିଛନ୍ତି, ସେଥିପାଇଁ ତାଙ୍କ ସନ୍ତାନର ଜନ୍ମ ବିଷୟରେ କେହି ଜାଣି ନଥିଲେ । ଅଭିନେତ୍ରୀ ନିଜେ ଏବେ…