Latest Odisha News
Browsing Category

ଭଦ୍ରକ

Bhadrak

ପାଖରେ ଥାନା ତଥାପି ମନ୍ଦିରରୁ ଚୋରିି

ଭଦ୍ରକ : ଭଦ୍ରକରେ ମାତିଛନ୍ତି ଲୁଟେରା। ଭଦ୍ରକ ପୁରୁଣା ବଜାର ଥାନାକୁ ଲାଗିଥିବା ମନ୍ଦିରରୁ ଚୋରି। ଗତକାଲି ବିଳମ୍ବିତ ରାତିରେ ଲୁଟେରା ମାନେ ମନ୍ଦିରରେ କଳାକନା ବୁଲାଇଥିଲେ। ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟେରାମାନେ ବାବା କଦମ୍ବସ୍ୱର ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସମସ୍ତ ପୂଜା ସାମଗ୍ରୀ…

ମା’ ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ

ଭଦ୍ରକ: ଶେଷ ହୋଇଛି ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ । ମା’କାଳୀ ଶ୍ରଦ୍ଧାଳୁ ମାନଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି । ଶେଷ ଦିନରେ ମା’ ଭଦ୍ରକାଳୀ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ମା’ ପଦ୍ମ ଉପରେ ଉପବେଶନ କରିଥିବା ବେଳେ ଧବଳ ହସ୍ତୀ ବାହାନ ରୂପରେ…

ମହା ସରସ୍ଵତୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ: ମହା ସରସ୍ଵତୀ ବେଶରେ ମା’ ଭଦ୍ରକାଳୀ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ଷଷ୍ଠ ଦିନ ପୂଜାରେ ମହା ସରସ୍ଵତୀ ବେଶରେ ଦର୍ଶନ ଦେଉଛନ୍ତି ମା’ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମା’ ଭଦ୍ରକାଳୀଙ୍କ ପୀଠ । ସକାଳ ସମୟରେ ପହଡ଼ ଖୋଲିବା ପରେ ମା’ଙ୍କର ସକାଳ ରୀତିନୀତି ଅନୁଯାୟୀ…

ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ : କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି । ମା’ ୭ ଦିନରେ ୭ଟି ବେଶ ଧାରଣ କରନ୍ତି । ଶନିବାର ସପ୍ତମାତୃକା ବେଶର ତୃତୀୟ ଦିନରେ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ମା’ । ପୃଥିବୀକୁ ଶତୃଙ୍କୁ ସଂହାର କରିବା ପାଇଁ…

ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ପୂଜା ଗତକାଲିଠାରୁ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ଦିନରେ ମା’ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମାଆ ଭଦ୍ରକାଳୀ ସବୁଦିନ ଶାନ୍ତ ସ୍ୱରୂପଭାବେ ଦର୍ଶନ…

ବଢୁଛି ନକଲି ନୋଟ୍ କାରବାର , ଜଣେ ଗିରଫ

ଚାନ୍ଦବାଲି: ଦିନକୁ ଦିନ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନକଲି ନୋଟ୍ କାରବାର ବଢ଼ିବାରେ ଲାଗିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୀରାହାଟ ଥାନା ଅଞ୍ଚଳରେ। ବାଁସଡା ଥାନା ନୂଆଗାଁ ପଞ୍ଚାୟତ ହଟପୁର ଗ୍ରାମରେ ନିରଞ୍ଜନ ଜେନା ବୋଲି ଜଣାପଡିଛି । ଯୁବକ ଜଣକ ଗଦି ବଜାରରେ ଥିଲା…

ଭଦ୍ରକରେ ଜନ୍ମନେଲା ବିରଳ ପ୍ରଜାତିର ବାଛୁରୀ ଛୁଆ, ଦେଖିବା ପାଇଁ ଲୋକଙ୍କ ଭିଡ

ଭଦ୍ରକ : ଜନ୍ମନେଲା ବିରଳ ପ୍ରଜାତିର ବାଛୁରୀ ଛୁଆ । ଭଦ୍ରକ ଚରମ୍ପାରେ ବିରଳ ପ୍ରଜାତିର ବାଛୁରୀ ଛୁଆ ଜନ୍ମ ନେଇଥିବା ଦେଖିବାକୁ ମିଳିଛି। ଏହି ବାଛୁରୀର ଗୋଟିଏ ଆଖି,ଗୋଟିଏ ସିଙ୍ଘ ଓ ଗୋଟିଏ ନାକ ରହିଛି। ଏହି ବିରଳ ପ୍ରଜାତିର ବାଛୁରୀ ଛୁଆଟି ଭଦ୍ରକ ଚରମ୍ପା ବରାଳପୋଖରୀ ହନୁମାନ ସାହିର ଅକ୍ଷୟ…

ବନ୍ଧୁକ ମୁନରେ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍, ପୋଲିସର ତଦନ୍ତ ଜାରି

ଭଦ୍ରକ: ପୁଣି ଲୁଟିଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନ ସୁଦର୍ଶନପୁରରୁ ଲୁଟ୍ ହୋଇଛି। ମାଛ ହାଟ ଛକରେ ଜଣେ ସୁନା ଦୋକାନୀଙ୍କଠାରୁ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ, ଚକାଡ଼ୋଳା ସୁନା ଦୋକାନର ତାପସ କୁମାର ସାହୁ ରବିବାର…

ଭଦ୍ରକରେ କାଳୀପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ,କଟକଣାରେ ହେବ ମା’ଙ୍କ ପୂଜାର୍ଚ୍ଚନା

ଭଦ୍ରକ : ଆସୁଛି କାଳୀପୂଜା। ଏନେଇ ଭଦ୍ରକ ସହରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । କୋଭିଡ କଟକଣାରେ ଏଥର ପୂଜା ମଣ୍ଡପରେ ପୂଜା ପାଇବେ ମା’ କାଳୀ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ସପ୍ତମ ଦିବସ ବ୍ୟାପି ସପ୍ତମାତୃକା ବେଶରେ ମା ଙ୍କ ପୂଜାର୍ଚ୍ଚନା କରାଯିବ ବୋଲି…

ବିନା ଭକ୍ତରେ ୭ଜଣ ସେବାୟତରେ ମାଆ କାଳୀଙ୍କ ପୂଜା

ଭଦ୍ରକ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ପୂଜାର୍ଚ୍ଚନା ପାଇଁ କଟକଣା । ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତ ଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା…