Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ରାଜଧାନୀର ଲାଇଫ୍ ଲାଇନ୍ ‘ଜୟଦେବ ବିହାର-ନନ୍ଦନକାନନ’ ରାସ୍ତାରେ ଟ୍ରାଫିକ୍ ସମସ୍ୟା: ସ୍ଥାୟୀ ସମାଧାନ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ବ୍ୟସ୍ତବହୁଳ ତଥା ପ୍ରମୁଖ ରାସ୍ତା ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଏବେ ଉଗ୍ର ରୂପ ଧାରଣ କରିଛି। ପ୍ରତିଦିନ ଲକ୍ଷାଧିକ ଯାନବାହନ ଚଳାଚଳ କରୁଥିବା ଏହି ରାସ୍ତାରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍‌ରେ ଫସି…

ଭକ୍ତଙ୍କ ସୁବିଧାକୁ ପ୍ରାଧାନ୍ୟ: ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଚାଲିବ ରଥଯାତ୍ରା ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ପ୍ରସିଦ୍ଧ ରଥଯାତ୍ରା ସମୟରେ ଭକ୍ତମାନଙ୍କ ଯାତ୍ରା ସୁବିଧା ଏବଂ ଯାତ୍ରୀମାନଙ୍କ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ସ୍ବାଗତ ଯୋଗ୍ୟ ପଦକ୍ଷେପ ନିଆଯାଇଛି । ବିଭାଗ ପକ୍ଷରୁ ମହାରାଷ୍ଟ୍ରର ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଏକ ଯୋଡ଼ା ରଥଯାତ୍ରା ସ୍ପେଶାଲ…

ପାଠ୍ୟ ପୁସ୍ତକରେ ତୃଟି ପ୍ରସଙ୍ଗ; ପିଲାମାନଙ୍କ ଆସ୍ଥା ଓ ବିଶ୍ୱାସର ମୂଳଦୁଆକୁ ଦୁର୍ବଳ କରାଯାଉଛି: ନବୀନ

ଭୁବନେଶ୍ବର: ପ୍ରଥମରୁ ୮ମ ଶ୍ରେଣୀ ନୂଆ ପାଠ୍ୟ ପୁସ୍ତକରେ ତୃଟି ପ୍ରସଙ୍ଗ । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ନବୀନ ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ବିଦ୍ୟାଳୟର ପୁସ୍ତକ କେବଳ ବହି…

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଉନ୍ନତ ସୁରକ୍ଷା ମଡ୍ୟୁଲର ଶୁଭାରମ୍ଭ; ନାଗରିକଙ୍କୁ ମିଳିବ ଏହି ସବୁ ସୁବିଧା

ଭୁବନେଶ୍ବର: ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଉନ୍ନତ ସୁରକ୍ଷା ମଡ୍ୟୁଲର ଶୁଭାରମ୍ଭ କଲେ ରାଜ୍ୟ ସରକାର । ଏହି ମଡ୍ୟୁଲ୍ ସାମିଲ କରିବା ପରେ ଏହାକୁ ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ କରାଯାଇଛି । ନୂଆ କରି ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲକୁ…

ରାଜ୍ୟର ଚାଷୀମାନଙ୍କୁ ସଠିକ୍ ସମୟରେ ସାର ଉପଲବ୍ଧ କରାଇବାକୁ ବଡ ପଦକ୍ଷେପ ନେଲେ ରାଜ୍ୟସରକାର

ଭୁବନେଶ୍ଵର: ଏଣିକି ଚାଷୀମାନଙ୍କୁ ସଠିକ୍ ସମୟରେ ମିଳିବ ସାର । ସମବାୟ ସମିତିଗୁଡ଼ିକ ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ନେଲେ ବଡ ପଦକ୍ଷେପ । ୪୨ କୋଟି ଟଙ୍କାର ସୁଦ୍ଧ ରିହାତି ଯୋଜନା ମଞ୍ଜୁର କଲେ ରାଜ୍ୟ ସରକାର । କଳାବଜାରୀ ରୋକିବାକୁ ସମବାୟ ବିଭାଗ ଦ୍ଵାରା ଏକ ନୂତନ…

ରାଜଧାନୀରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ; ବାପା-ଭଉଣୀ ଆଗରେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୁତ୍ତ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ବିଭତ୍ସ ହତ୍ୟା କାଣ୍ଡ । ଖଣ୍ଡଗିରି ଥାନା ଠାରୁ ମାତ୍ର କିଛି ଦୂର କୋଳଥିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୁତ୍ତମାନେ । ମୃତ ଯୁବକ ହେଲେ କୃଷ୍ଣଚନ୍ଦ୍ର ପାଢ଼ୀ ଓରଫ ବୁଦ୍ଧି (୨୦) । କୃଷ୍ଣଚନ୍ଦ୍ରଙ୍କ ସମେତ ତାଙ୍କ…

ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ବହି, ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ: ମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷ ଶିକ୍ଷାବର୍ଷ ପାଇଁ ତ୍ରୁଟିପୂର୍ଣ୍ଣ ବହି ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବା ପରେ ସାରା ରାଜ୍ୟ ସହ ଦେଶରେ ମଧ୍ୟ ଓଡିଶା ସରକାରଙ୍କ ଛବି ଖରାପ ହେବାରେ ଲାଗିଛି । ଏହା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜଣେ ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୩…

ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଜିଲ୍ଲା କମିଟି ଘୋଷଣା, ୯ ଜଣ ଦକ୍ଷ ସଂଗଠକଙ୍କୁ ସଭାପତି ଭାବେ ନିଯୁକ୍ତ

ଭୁବନେଶ୍ବର: ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବିଭିନ୍ନ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । ଓଜେସି ସଭାପତି ଇଂ ମହମ୍ମଦ ମୋକିମଙ୍କ ଅନୁମୋଦନ କ୍ରମେ, ୯ ଜଣ ଦକ୍ଷ ଓ ଦୃଢ ସଂଗଠକଙ୍କୁ ୯ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି ।…

ବୋଷ୍ଟନ ରଥଯାତ୍ରାର ସମୟ ବଦଳାଇବାକୁ ଇସ୍କନ ପ୍ରମୁଖଙ୍କୁ ବିଶ୍ୱ ଜଗନ୍ନାଥ ଭକ୍ତଙ୍କ ଜୋରଦାର ଅପିଲ୍

ଭୁବନେଶ୍ବର: ଆମେରିକାର ବୋଷ୍ଟନଠାରେ ଆୟୋଜିତ ରଥଯାତ୍ରାର ସମୟ ନିର୍ଘଣ୍ଟକୁ ବଦଳାଇବାକୁ ଇସ୍କନ ବୋଷ୍ଟନର ସଭାପତି ବନମାଳୀ ପଣ୍ଡିତ ଦାସଙ୍କୁ ଏକ ଆନୁଷ୍ଠାନିକ ଚିଠି ଲେଖିଲେ ସାରା ବିଶ୍ୱର ଭକ୍ତମାନେ । ଶାସ୍ତ୍ରୀୟ ପରମ୍ପରାକୁ ଅଣଦେଖା କରି ରଥଯାତ୍ରା ଆୟୋଜନ କରିବାକୁ ନେଇ ବିଶ୍ୱବ୍ୟାପୀ…

ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପରିସରରେ ଜଣେ ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ୩ ଜଣ ଅଭିଯୁକ୍ତ । ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିବା, ରୋଗି ସେବାରେ…