Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଉଜୁଡ଼ା ଫସଲ ଦେଖିଲେ ନବୀନ; ତୁରନ୍ତ କ୍ଷତିପୂରଣ ପାଇଁ କଲେ ଦାବି

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହ କ୍ଷତିଗ୍ରସ୍ତ ଶେରଗଡ଼ର ଟକରଡ଼ା, ହିଞ୍ଜିଳିର ପୋଡିଙ୍ଗି, ଆସ୍କାର ବରଗାଁ, କବିସୂର୍ଯ୍ୟନଗରର…

ଓଡିଶା ଫେରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର: ଆଜି ଓଡିଶା ଫେରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କାରଣରୁ ତାଙ୍କର ନୋଏଡାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ସେ ସୁସ୍ଥ ହୋଇ ଆଜି ଓଡ଼ିଶା ଫେରିଥିବା ସୂଚନା ରହିଛି । ସାଂସଦ ପ୍ରତାପ ଷଡ଼ଙ୍ଗୀ…

୩୧ ଓ ୧ ରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ

ପୁରୀ: ଆସନ୍ତା ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଭକ୍ତ। ନୂଆବର୍ଷକୁ ଆଖିଆଗରେ ରଖି ଏପରି କରାଯାଇଛି। ନୂଆବର୍ଷ ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କ…

ଦିନେ ବଢିଲା କ୍ଷୟକ୍ଷତି ଆବେଦନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦିନଟିଏ ବଢିଲା କ୍ଷୟକ୍ଷତି ଆବେଦନ ତାରିଖ। ଏନେଇ ନିଷ୍ପତ୍ତି ନେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଦିନିଆ ଲଘୁଚାପ ବର୍ଷା କାରଣରୁ ଚାଷ କ୍ଷୟକ୍ଷତି ଆକଳନ ଅବଧି ବଢ଼ାଇବେ ରାଜ୍ୟ ସରକାର। ସେହିପରି କ୍ଷୟକ୍ଷତି ଆବେଦନ ନିମନ୍ତେ ସମୟ ଆଉ ଦିନେ ବୃଦ୍ଧି ହୋଇଛି। ଏହି…

ନନ୍ଦନକାନନରେ ଜନ୍ମ ନେଲା ସିମ୍ପାଞ୍ଜି ଶାବକ

ଭୁବନେଶ୍ୱର: ପ୍ରକୃତିପ୍ରେମୀଙ୍କ ପାଇଁ ବଡ ଖବର। ଭୁବନେଶ୍ୱର ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଜନ୍ମ ନେଇଛି ଏକ ସିମ୍ପାଞ୍ଜି ଶାବକ। ଫଳରେ ନନ୍ଦନକାନନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ମା’ ଏବଂ ଛୁଆଙ୍କୁ ଅଲଗା ରଖାଯାଇଛି। ଏକ ଡାକ୍ତରୀ…

ବନ ବିଭାଗର ଟ୍ରାଙ୍କୁଲାଇଜ୍ ଉଦ୍ୟମ, ଚକ୍‌ମା ଦେଉଛି ଜିନ୍ନତ

ଭୁବନେଶ୍ଵର: ବନ ବିଭାଗ ଟିମ୍‌କୁ ପୁଣି ଚକ୍‌ମା ଦେଇଛି ବାଘୁଣୀ ଜିନ୍ନତ। ଆଜି ଅପରାହ୍ଣରେ ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ରାଣୀବାଗ କଂସାବତୀ ଜଳଭଣ୍ଡାର ନିକଟକୁ ପାଣି ପିଇବାକୁ ଆସିଥିବା ବେଳେ ବାଘୁଣୀ ଜିନ୍ନତକୁ ସାଟେଲାଇଟ୍‌ ଟ୍ରାକ୍‌ କରି ଟାଙ୍କୁଲାଇଜ୍‌ କରିବାକୁ ବନ ବିଭାଗର ସ୍ବତନ୍ତ୍ର…

ଫୁଲ ତୋଡା ବଦଳରେ ଚାରାଗଛ ଉପହାର ଦିଅନ୍ତୁ: ମନ୍ତ୍ରୀ

ଭୁବନେଶ୍ବର: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ବୃକ୍ଷରୋପଣକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବା ସହ ନୂଆବର୍ଷ ଅବସରରେ ‘ଫୁଲଟିଏ ବଦଳରେ ଗଛଟିଏ’ ଉପହାର ଦେବା ପାଇଁ ଓଡ଼ିଶାର…

୨ ଦିନ ବର୍ଷିବ, ୭ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ଵର: ପୁରୁଣାବର୍ଷକୁ ବିଦାୟ ଦେବ ଝିପିଝିପି ବର୍ଷା ସହ କୋହଲା ପାଗ । ଆଜି ଓ ଆସନ୍ତାକାଲି ୨ ଦିନ ଧରି ଭିଜିପାରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶା । ପଶ୍ଚିମାଝଡ଼ ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି, ପଶ୍ଚିମ ଓ ଉତ୍ତର…

ଅମିତ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ବାତିଲ

ନୂଆଦିଲ୍ଲୀ: ବାତିଲ ହୋଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ  କାରଣରୁ ରାଷ୍ଟ୍ରୀୟ  ଶୋକକୁ ଦୃଷ୍ଟିରେ ରଖି ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଏନେଇ…

ଗଠନ ହେଲା ଓଡ଼ିଶା ଲ’ କମିଶନ; ଜଷ୍ଟିସ ବିଶ୍ବନାଥ ରଥ ଅଧ୍ୟକ୍ଷ

ଭୁବନେଶ୍ୱର: ଆଜି ଓଡ଼ିଶା ଲ’ କମିଶନ ଗଠିତ ହୋଇଛି । ଜଷ୍ଟିସ ବିଶ୍ବନାଥ ରଥ ହେଲେ ନୂଆ ଆଇନ କମିଶନ ଅଧ୍ୟକ୍ଷ । ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କମିଶନ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଓଡିଶା ଲ’ କମିଶନରେ…