Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଚିକିଟି ମଦ ଘଟଣା; ‘ସଂପୃକ୍ତଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଚିକିଟି ଠାରେ ହୋଇଥିବା ମଦ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବେଆଇନ ମଦ କାରବାର ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ । ଏହାସହ ବେଆଇନ ତଥା…

ଚିକିଟି ମଦ ମୃତ୍ୟୁ ପରେ ତତ୍ପର ହେଲା ରାଜ୍ୟ ଅବକାରୀ ବିଭାଗ

ଭୁବନେଶ୍ଵର: ଚିକିଟି ମଦ ମୃତ୍ୟୁ ମାମଲାରେ ତତ୍ପର ହେଲା ରାଜ୍ୟ ଅବକାରୀ ବିଭାଗ । ବେଆଇନ ମଦ କାରବାର ନେଇ ୭ଦିନ ରେଡ୍‌ କରିବ ଅବକାରୀ ଟିମ୍‌ । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ଅବକାରୀ କମିଶନରଙ୍କ ସୂଚନା ଅନୁସାରେ, ଏହି ରେଡ୍ ୭ ଦିନ ଧରି ହେବ ।…

ଓଡ଼ିଶାରେ ୬ ଗୋଟି ନୂଆ ରେଳ ଲାଇନ ପ୍ରକଳ୍ପର ମଞ୍ଜୁରୀ ନେଇ ରାଷ୍ଟ୍ରପତିଙ୍କୁ ସୂଚନା ଦେଲେ ରେଳମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ରାଜ୍ୟରେ ୬ ଗୋଟି ନୂତନ ରେଳ ଲାଇନ ପ୍ରକଳ୍ପର ମଞ୍ଜୁରୀ ସମ୍ପର୍କରେ ଅବଗତ କରାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅର୍ଥନୈତିକ…

ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ଗଣେଶ ପୂଜା; ପୌରାଣିକ କଥା, ପୂଜା କରିବାର ଶୁଭ ମୂହୂର୍ତ୍ତ…

ଭୁବନେଶ୍ବର: ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଶ୍ରୀ ଗଣେଶ ମହାପ୍ରଭୁଙ୍କ ଉତ୍ସବ ପାଳନ କରାଯାଇଥାଏ । ଗଣେଶ ଭଗବାନ ବୁଦ୍ଧି ଓ ବିଦ୍ୟାର ଦେବତା ବୋଲି ମଧ୍ୟ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା…

ରାଜ୍ୟସଭା ରେସରେ ‘ଜଗନ୍ନାଥ’ ଟୁଇଷ୍ଟ

ଭୁବନେଶ୍ବର: ବିଜେପିର ରାଜ୍ୟସଭା କନଫ୍ୟୁଜନ ! ରାଜ୍ୟସଭା ପାଇଁ କାହାକୁ ସମର୍ଥନ କରିବେ ବିଜେପି ବିଧାୟକ? ଦଳ ପକ୍ଷରୁ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତ ନାମାଙ୍କନ ଭରିଛନ୍ତି ତ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମମତାଙ୍କ ନାଁ ମଙ୍ଗଳବାର ଘୋଷଣା…

ଶୁଣ ସରକାର…ହାଣ୍ଡିଶାଳରେ ହାହାକାର

ଭୁବନେଶ୍ବର: ଆଳୁ ପରେ ପିଆଜ ଦର ଆକାଶଛୁଆଁ। ପରିବା ବଜାରରେ ବି ନିଆଁ। ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ମଧ୍ୟବିତ୍ତ । ବିଗିଡିଲାଣି ବଜେଟ୍, କେମିତି ଚାଲିବ ପରିବାର? ଗତ ମାସେ ହେଲା ଆଳୁକୁ ନେଇ ଚିନ୍ତାରେ ଥିବା ଖାଉଟିଙ୍କ ଉପରେ ଏବେ ପଡିଛି ପିଆଜ ଚଡ଼କ । ପରିବା ଦର ବି ଯାହାକୁ ଯେତେ । ଆଳୁ ଦର…

ବିଜେପିର ମମତା ଅଫର !

ଭୁବନେଶ୍ବର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ମମତା ମହନ୍ତ । ବିଜେଡି ସାଂସଦ ଥିଲେ ଏବେ ବିଜେପି ସାଂସଦ ହେବା ଏକପ୍ରକାର ନିଶ୍ଚିତ । ଅର୍ଥାତ ଦଳ ଛାଡିଥିଲେ ବି ସାଂସଦ ପଦ ଅପରିବର୍ତ୍ତିତ ରହିବ । କୁଡୁମୀ ନେତ୍ରୀ ମମତା ମହନ୍ତଙ୍କୁ ପୁଣି ରାଜ୍ୟସଭା ପଠାଇବା ନିଷ୍ପତ୍ତି…

ଆହୁରି ୯ ଲକ୍ଷ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୩ କୋଟି ୨୫ ଲକ୍ଷ ୯୩ ହଜାର ୮୭୫ ଜଣଙ୍କୁ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ ଲକ୍ଷ ହଜାର ୨ ହଜାର ୧୪୪ ଜଣ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଉଛି । ରାଜ୍ୟରେ ମୋଟ ୯ ଲକ୍ଷ ୯୧ ହଜାର ୯୨୯ ଆବେଦନକାରୀ…

ସେପ୍‌ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ବିଜୁଳି

ଭୁବନେଶ୍ୱର: ସେପ୍‌ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ମିଳିବ ବିଜୁଳି l ବିଦ୍ୟୁତକରଣ ହେଇନଥିବା ଘର ଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିସହ ସବୁ ଘରକୁ ବିଜୁଳି ଯୋଗାଇ ଦେବା ପାଇଁ ୪୧୫ କୋଟି ଟଙ୍କା ସମସ୍ତ…

ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି; ମିଲ୍‌ ପିଛା ଏତିକି ଟଙ୍କା ବଢିଲା..

ଭୁବନେଶ୍ବର: ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି କରାଯିବ । ପ୍ରତି ମିଲ୍ ପିଛା ୧ ଟଙ୍କା ବୃଦ୍ଧି କରାଯିବ । ତେବେ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।…