Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବିଡିଓ ଦାୟିତ୍ୱ ତୁଲାଇବେ ୨୦୨୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ୮ ଆଇଏଏସ୍ ଅଫିସର

ଭୁବନେଶ୍ବର: ୮ ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ବ୍ଲକର ବିଡ଼ିଓ ଭାବେ ଅବସ୍ଥାପିତ କଲେ ରାଜ୍ୟ ସରକାର । ଏହି ସମସ୍ତ ଆଇଏଏସ୍ ଅଫିସର ୨୦୨୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର । ସମ୍ପୃକ୍ତ ବ୍ଲକରେ ଥିବା ବିଡିଓମାନଙ୍କୁ ସେହି ଜିଲ୍ଲାର ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ବଦଳି ହୋଇଛି । ଏନେଇ ରାଜ୍ୟ…

ପ୍ରଥମଥର ପତାକା ଉଡ଼ାଇ ପ୍ରତିଶ୍ରୁତିବଦ୍ଧ କଥା ଦୋହୋରାଇଲେ ମୋହନ ମାଝୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୋହନ ମାଝି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ପରେ ସେ ଗାନ୍ଧୀମାର୍ଗରେ ରାଜ୍ୟବାସୀଙ୍କୁ…

ଚଳିତ ରାକ୍ଷୀପୂର୍ଣ୍ଣିମା ହେବ ଅତ୍ୟନ୍ତ ଶୁଭପ୍ରଦ; ଦେଖାଯିବ ‘ବ୍ଲୁ ମୁନ୍’, ଏହି ରାଶିର ବ୍ୟକ୍ତିଙ୍କ…

ଭୁବନେଶ୍ବର: ଆସନ୍ତା ୧୯ ତାରିଖରେ ଭାଇ ଓ ଭଉଣୀଙ୍କ ପବିତ୍ର ପର୍ବ ରାକ୍ଷୀପୂର୍ଣ୍ଣିମା ପାଳନ କରାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷର ରାକ୍ଷୀପୂର୍ଣ୍ଣିମା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । କାରଣ ଏହି ଦିନ, ଆକାଶରେ 'ବ୍ଲୁ ମୁନ୍' ମଧ୍ୟ ଦେଖାଯିବ, ଏହା ସହିତ ଏହି…

ଓଡ଼ିଶା ପାଇଁ କଂଗ୍ରେସର ଗଠନ ହେଲା ଷ୍ଟିୟରିଂ କମିଟି, ଜାଣନ୍ତୁ କେଉଁ ମାନଙ୍କୁ ମିଳିଲା ସଦସ୍ୟତା…

ଭୁବନେଶ୍ବର: ଓଡ଼ିଶା କଂଗ୍ରେସ ପାଇଁ ଷ୍ଟିୟରିଂ କମିଟି ଗଠିତ । ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ଷ୍ଟିୟରିଂ କମିଟି ଗଠନ ହୋଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ଅଜୟଙ୍କ ସମେତ ୧୪ ଜଣ ସଦସ୍ୟ ଅଛନ୍ତି । ତେବେ କମିଟିରେ…

ପାଣ୍ଡିଆନଙ୍କ ବିରୁଦ୍ଧରେ ଥାନାରେ ଏତଲା, ହେବ କି କାର୍ଯ୍ୟାନୁଷ୍ଠାନ?

ଭୁବନେଶ୍ୱର: ବିଜେଡିର ପୂର୍ବତନ ନେତା ତଥା ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ଥାନାରେ ଏତଲା । ଆଇନଜୀବୀ ସୁଧୀର କୁମାର ମହାନ୍ତିଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଏହି ଏତଲା ଦାୟର ହୋଇଛି । ଅର୍ଥ ତୋଷରପାତ ଓ ବିପୁଳ କଳା ଟଙ୍କାକୁ ଧଳା କରିବା ନେଇ ଅଭିଯୋଗ ହୋଇଛି । ସେହିପରି,…

‘ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ’

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଠାରେ ଆୟୋଜିତ 'ଘରେ ଘରେ ତ୍ରିରଙ୍ଗା ଅଭିଯାନ' ପଦଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅଭିଯାନ ଆମ ସମସ୍ତଙ୍କୁ ଦେଶ ପ୍ରେମର ସୂତ୍ରରେ ବାନ୍ଧି ରଖିବାରେ ସଫଳ ହେଉଛି । ମୁଖ୍ୟମନ୍ତ୍ରୀ…

ଓଡିଶା ଆସିବେ ଆଉ ୫ ମହାବଳ ବାଘ, ୨ ଜିରାଫ

ଭୁବନେଶ୍ୱର: ଓଡିଶା ଆସିବେ ଆଉ ୫ଟି ମହାବଳ ବାଘ । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହି ମହାବଳ ବାଘ ରାଜ୍ୟକୁ ଆସିବେ । ସେମାନଙ୍କ ମଧ୍ୟରୁ ୩ଟି ବାଘଙ୍କୁ ବରଗଡ଼ର ଡେବ୍ରିଗଡ଼ରେ ଛଡ଼ାଯିବାକୁ ଥିବାବେଳେ ଅନ୍ୟ ୨ଟିକୁ ଶିମିଳିପାଳରେ ଛଡ଼ାଯିବ । ଏନେଇ ଆଇନଗତ…

ରାଜ୍ୟର ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ଲାଭ କଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୧୫ତମ ସ୍ଥାନରେ ରହିଛି ଏମ୍ସ ଭୁବନେଶ୍ୱର । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ) ଜାରି ହୋଇଛି । ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ ଏନଆଇଆରଏଫ୍ ତାଲିକାରେ ୧୭ତମ ସ୍ଥାନରେ ଥିଲା…

ଦୁଃଖଦ ଖବର: ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିସ

ଭୁବନେଶ୍ୱର: ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିସ । ଆଜି ସକାଳ ୯ଟାରେ ସିଂହ କ୍ରିସର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୦୦୪ରେ ନନ୍ଦନକାନନରେ ଜନ୍ମ ହୋଇଥିଲା କ୍ରିସ୍ l କ୍ରିସ୍‌ କଳ୍ପନା ଓ ଜିତ୍ ନାମକ ୨ଟି ଛୁଆ ଜନ୍ମ ଦେଇଛି l ଗତ ଜୁଲାଇ ୨୬ରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା…

ଅନୁସୂଚିତ ଜାତି ଓ ଜନଜାତି ପକ୍ଷରୁ ଆସନ୍ତା ୨୧ରେ ଭାରତ ବନ୍ଦ ଡାକରା

ଭୁବନେଶ୍ବର: ଆସନ୍ତା ୨୧ରେ ଭାରତ ବନ୍ଦ । ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାକୁ କିପରି ସଫଳ କରାଯିବ ସେନେଇ ଉତ୍ତରପ୍ରଦେଶର ଦାଉଦନଗର ଜଳସେଚନ ବିଭାଗ ଡାକବଙ୍ଗଳାର ଅନୁସୂଚିତ ଜାତି ସମାଜର…