Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ସହରୀ ବନ୍ୟା ଏବଂ ଉତ୍ତାପ ଦ୍ୱୀପପୁଞ୍ଜର ମୁକାବିଲା କରିବ ପରଭିୟସ୍ କଂକ୍ରିଟ୍ ପେଭମେଣ୍ଟର

ଭୁବନେଶ୍ୱର: ଭାରତରେ ଦ୍ରୁତ ସହରୀକରଣ ହେତୁ ବିଟୁମିନିୟସ୍ ଏବଂ କଂକ୍ରିଟ୍ ପୃଷ୍ଠ ପରି ଦୁର୍ବଳ ରାସ୍ତା ବ୍ୟାପକ ଭାବେ ନିର୍ମିତ ହୋଇଛି। ବର୍ଷା ସମୟରେ ଏହି ରାସ୍ତାରେ ଅତ୍ୟଧିକ ବର୍ଷାଜଳ ପ୍ରବାହିତ ହୁଏ, ଯାହା ଅନେକ ସହରରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିଥାଏ।  ସହରାଞ୍ଚଳରେ ପାର୍କିଂ…

ପୁଣି ବିବାଦରେ ହ୍ୟୁମାନ ସାଗର

ଭୁବନେଶ୍ବର: ପୁଣି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ନୂଆ ବିବାଦ । ଜଗନ୍ନାଥ ଭଜନକୁ ଅଶ୍ଲୀଳ ଭାବେ ଗାଇବା ନେଇ ଅଭିଯୋଗ ହୋଇଛି।  ଏହାକୁ ନେଇ ହ୍ୟୁମାନ ସାଗର ଓ କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଉଭୟ କଣ୍ଠଶିଳ୍ପୀଙ୍କ ବିରୋଧରେ ଥାନାରେ ଏତଲା…

ବିଜେଡି-ବିଜେପି ନୂଆ ସମୀକରଣ !

ଭୁବନେଶ୍ବର: ଦୁଇଟି ଚିତ୍ର, ସଂପର୍କ ନେଇ ଅନେକ ପ୍ରଶ୍ନ । ରାଜନୈତିକ ସୌଜନ୍ୟତା ନା ପୁରୁଣା ସଂପର୍କର ନବକଳେବର ! ପ୍ରଥମେ ମୋହନ ସରକାରର  ଶପଥ ଗ୍ରହଣ ସମାରୋହ ଦ୍ବିତୀୟରେ ପୁରୀରେ ରଥଯାତ୍ରା । ଉଭୟ ଚିତ୍ର ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ସଂପର୍କକୁ ନେଇ ଚର୍ଚ୍ଚା ବଢାଇଛି ।…

କାହା ପାଇଁ ହାରିଲା ବିଜେଡି?

ଭୁବନେଶ୍ବର: କାହିଁକି ନିର୍ବାଚନ ହାରିଲା ବିଜେଡି? ଦଳକୁ ହରାଇବା ପାଇଁ ହୋଇଥିଲା କି ସୁଚିନ୍ତିତ ଯୋଜନା? ଯଦି ହୋଇଥିଲା କିଏ କରିଥିଲା ଏଭଳି ଆତ୍ମଘାତୀ କାମ ? ନାଁ ନନେଇ ବିଜେଡିର ଜଣକ ପରେ ଜଣେ ନେତା ଦଳ ଭିତରୁ ହିଁ ପରାଜୟ ପାଇଁ ଷଡ଼ଯନ୍ତ୍ର ଆଡକୁ ଆଙ୍ଗୁଳି ଦେଖାଉଛନ୍ତି । ପ୍ରଭାତ…

ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିବ, ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବ ବିଜେଡି ମିଡିଆ ସେଲ୍‌

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ଦଳର ରୂପରେଖକୁ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ପଦାଧିକାରୀ କମିଟିକୁ ଭାଙ୍ଗିବା ସହ ନିଜର ରାଜନୈତିକ ସଚିବ, ଲୋକ ସମ୍ପର୍କ ଅଧିକାରୀ, ଦଳର ମୁଖପାତ୍ର, ଜାତୀୟ ମୁଖପାତ୍ରର ନୂଆ ଟିମ୍‌ ଘୋଷଣା କରିଛନ୍ତି। ଏ ନେଇ ସୋମବାର ଶଙ୍ଖଭବନରେ…

ମହିଳା ଅଫିସରଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ, ବନ୍ଧା ହେଲେ ବାର ମାଲିକ

ଭୁବନେଶ୍ୱର: ରାଜଧାନୀରେ ଏବେ ବି ବେଆଇନ ଭାବେ ବିଳମ୍ୱିତ ରାତିଯାଏଁ ବାର ଖୋଲୁଛନ୍ତି ବାର ଓ ପବ୍ ମାଲିକ। ନିୟମକୁ ମାନୁ ନାହାଁନ୍ତି। ଏଭଳି ସୂଚନା ପାଇ କଟକ ରୋଡର ଏକ କ୍ଲବ ଉପରେ ଚଢାଉ କରିଥିଲା ଅବକାରୀ ବିଭାଗର ଟିମ୍ । ହେଲେ ଚଢାଉ ସମୟରେ ମହିଳା ଅବକାରୀ ଅଧିକାରୀଙ୍କୁ ବାର ମାଲିକ…

ବେପାର ବେଳେ ମାଡିବସିଲା ପୋଲିସ: ୧୭ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀର ବେଧଡ଼କ ଚାଲିଛି ବେଆଇନ ବ୍ରାଉନ ସୁଗାର କାରବାର। ଧଳା ଜହର କବଳରେ ଭୁବନେଶ୍ୱର। କିନ୍ତୁ ଏହା ଉପରେ କଡ଼ା ନଜର ରଖିଛି ପୋଲିସ। ଏକ ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇ ଜଟଣା ଥାନା ଅନ୍ତର୍ଗତ ଏକ ସ୍ପେଶାଲ ନାଇଜର ପଛ ପାଖରେ ଥିବା ଇଲେକ୍ଟ୍ରିକ ସବ-ଷ୍ଟେସନ ନିକଟରେ…

ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା ଇସ୍କନ ରାସ୍ତା, ଭାସିଲା ଗାଡ଼ି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ପ୍ରବଳ ବର୍ଷା। ପ୍ରବଳ ବର୍ଷାରେ ଇସ୍କନ ନିକଟରେ ଭାସିଲା ଗାଡ଼ି। ରାସ୍ତା କଡ଼ରେ ରଖାଯାଇଥିବା ଅନେକ ଗାଡ଼ି ବୁଡ଼ିଲା। ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା ଉପରେ ଲହଡି ଭାଙ୍ଗିଲା ପାଣି । ସବୁଥର ଭଳି ଏଥର ମଧ୍ୟ ଅସରାଏ ବର୍ଷାରେ ବୁଡିଛି ଇସ୍କନ ମନ୍ଦିର…

୩ କୋଟି ଟଙ୍କାର ଚୋରା ସୁନା ଜବତ କଲା ଡିଆର୍‌ଆଇ

ଭୁବନେଶ୍ବର: ୩ କୋଟି ଟଙ୍କାର ଚୋରା ସୁନା ଜବତ କଲା ଡିଆର୍‌ଆଇ।ବସ୍‌ରେ କୋଲକାତାରୁ ହାଇଦ୍ରାବାଦ ଚାଲାଣ ବେଳେ ଧରାପଡ଼ିଲା। ୩ କେଜି ୯୮୨ ଗ୍ରାମ୍‌ ସୁନା ଜବତ କରିଛି ଡିଆରଆଇ ଯାହାର ମୂଲ୍ୟ ୨ କୋଟି ୯୮ ଲକ୍ଷ ଟଙ୍କା। ସୁନା ଜବତ ସହ ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରିଛି ଡିଆରଆଇ।…

ରଥଯାତ୍ରାରେ ପ୍ରବଳ ବର୍ଷା: ଖୋର୍ଦ୍ଧା, କଟକ ଓ ପୁରୀକୁ ୩ ଘଣ୍ଟିଆ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ସକ୍ରିୟ ଥିବାରୁ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେବେ ଆଗାମୀ ୩ ଘଣ୍ଟା ମଧ୍ୟରେ ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ପୁରୀରେ ପ୍ରବଳ ବର୍ଷା ହେବା ନେଇ ୟେଲୋ…