Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ପ୍ରଦୀପ ମାଝୀ ଓ ତ୍ରିନାଥ ଭଟ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା…

ଭୁବନେଶ୍ୱର: ବିଜେଡିକୁ ଘାରିଛି ପରାଜୟର ଭୟ । ଅଭ୍ୟାସଗତ ଭାବେ ନିର୍ବାଚନରେ ଦଳୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରୁଛି ବିଜେଡି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଭୋଟ ବିକଳରେ ବିଜେଡି ଟଙ୍କା ବାଣ୍ଟିବା ଆରମ୍ଭ କରିଛି । ଗତ ଥରକ…

ମେ ୧୩ ରେ ଓଡିଶାରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ, ମତଦାନ କରିବେ ୬୨ ଲକ୍ଷରୁ ଅଧିକ ଭୋଟର

ଭୁବନେଶ୍ଵର: ଦେଶରେ ଚତୁର୍ଥ ଏବଂ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର । ମେ’ ୧୩ରେ ଓଡିଶାର ଚାରୋଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ। । ସେଥିପାଇଁ ଆଜିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୬୨ ଲକ୍ଷ ୮୭ ହଜାର…

ବିଜେଡିରେ ଯୋଗଦେଲେ ଅଭିନେତା ରୁଦ୍ର ଶ୍ୟାମ ପାଣିଗ୍ରାହୀ

ଭୁବନେଶ୍ବର: ବିଜେଡିରେ ଯୋଗଦେଲେ ଇଞ୍ଜିନିୟର ତଥା ଅଭିନେତା ରୁଦ୍ର ଶ୍ୟାମ ପାଣିଗ୍ରାହୀ । ଆଜି ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ରୁଦ୍ର । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ…

ବିଜେପିରୁ ବିତାଡିତ ହେଲେ ୭ ନେତା

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିରୁ ବିଦାହେଲେ ୭ ଜଣ ନେତା । ଏନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି । ତେବେ ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟଙ୍କୁ ଦଳ…

କାଲିର ରୋଡ୍‌ ସୋ’ ଭିଡିଓ ପୁଣି ଟୁଇଟ୍‌ କଲେ ମୋଦୀ, କହିଲେ ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ରଚିବ

ଭୁବନେଶ୍ୱର: ଗତକାଲି ରାଜଧାନୀରେ ମୋଦୀ ବିଶାଳ ରୋଡ ସୋ କରିବା ପରେ ଆଜି କନ୍ଧମାଳ ଜନସଭାରେ ଯୋଗ ଦେବାକୁ ଭୁବନେଶ୍ୱରରୁ ବାହାରିଛନ୍ତି ପ୍ରଧାନମନ୍ତ୍ରୀ। କନ୍ଧମାଳ ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ଏକ୍ସରେ ପୁଣି ଏକ ଭିଡିଓ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦୀ। କାଲିର ରୋଡ୍‌ ସୋ’ ଭିଡିଓ ସହ ପୁଣି…

ସାଧାରଣ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର: ଦିନକ ପରେ ଦେଶରେ ୪ର୍ଥ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର। ଦିନକ ପରେ ସପ୍ତମ ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ। ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ…

କ୍ୟାପିଟାଲ୍ ହସ୍ପିଟାଲରେ ହେବ ବାୟୋପ୍ସି ପରୀକ୍ଷା, ରାଜ୍ୟ ବାହାରକୁ ଆଉ ଯିବନି ନମୁନା

ଭୁବନେଶ୍ୱର: ଏଣିକି ବଡ଼ ବଡ଼ ରୋଗୀଙ୍କ ନମୁନା ରାଜ୍ୟ ବାହାରକୁ ଆଉ ଯିବନି। କ୍ୟାପିଟାଲ୍ ହସ୍ପିଟାଲ ପିଜିଆଇଏମଇଆରରେ ହେବ ବାୟୋପ୍ସି ପରୀକ୍ଷା। ଏଥିପାଇଁ ହସ୍ପିଟାଲ ପରିସରରେ ସ୍ଥାପନ ହେବ ଷ୍ଟେଟ୍ ପବ୍ଲିକ ହେଲ୍‌ଥ ଲାବୋରେଟୋରୀ। କ୍ୟାପିଟାଲ୍ ହସ୍ପିଟାଲ ପିଜିଆଇଏମଇଆରରେ ବାୟୋପ୍ସି ପରୀକ୍ଷା…

ବଢ଼ିଲା ୟୁଜିସି-ଏନ୍‌ଇଟି ଆବେଦନ ଅବଧି, ଜୁନ ୧୮ରେ ପରୀକ୍ଷା

ଭୁବନେଶ୍ୱର: ନ୍ୟାସ୍‌‌ନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଅନୁଦାନ ଆୟୋଗର ନେଟ୍‌‌ ୨୦୨୪ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି କରାଯାଇଛି। ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଅବଧିକୁ ଆଉ ୫ଦିନ ବୃଦ୍ଧି କରାଯାଇଛି। ଏ ନେଇ ଶୁକ୍ରବାର ଏନ୍‌ଟିଏ ପକ୍ଷରୁ…

ଚାଲିଛି ୨ ହେଭିୱେଟଙ୍କ ବିଶାଳ ମେଗା ରୋଡ ସୋ’

ଭୁବନେଶ୍ଵର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ପାଇଁ ସମସ୍ତ ସ୍ଥାନରେ ବେଶ ଜମିଲାଣି ପ୍ରଚାର । ସାଧାରଣ ଜନତାଙ୍କ ନିକଟତର ହେବା ପାଇଁ ନେତା ମାନେ କରିଲେଣି ମାରାଥନ ପ୍ରଚାର । ଏହାରି ଭିତରେ ଓଡିଶାର ଜନତା ଦେଖୁଛନ୍ତି ଦୁଇ ହେଭିୱେଟଙ୍କ ବିଶାଳ ମେଗା ରୋଡ ସୋ । ଏପଟେ ରାଜଧାନୀ…

ରାଜଧାନୀ ଦେଖିବ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ୍ ସୋ, ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ଵର: ରାଜଧାନୀ ଦେଖିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ସୋ। ଲକ୍ଷ ଲକ୍ଷ ଜନତାଙ୍କ ଅପେକ୍ଷାର ଅନ୍ତ ଘଟାଇ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ବିଜେପି ପାର୍ଟୀ ଅଫିସକୁ ଯାଇଛନ୍ତି ମୋଦୀ…