Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଶୀତ ରୁ ମିଳିବ ଆଶ୍ବସ୍ତି; ଜାନୁଆରୀରୁ କମିବ ଥଣ୍ଡାର ପ୍ରକୋପ, ପାଣିପାଗ ପକ୍ଷରୁ ସୂଚନା

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଏହା ସାଙ୍ଗକୁ ଘନ କୁହୁଡି ରେ ମଧ୍ୟ ସକାଳୁ ସକାଳୁ ସମଗ୍ର ରାସ୍ତାଘାଟ ଆଚ୍ଛାଦିତ ହୋଇ ରହୁଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଜାନୁଆରୀ ଠାରୁ ଥଣ୍ଡା ର ପ୍ରକୋପ କମିବା ନେଇ ପୂର୍ବାନୁମାନ…

ପିକନିକ ପାଇଁ ପରିବହନ ବିଭାଗ ଆଣିଲା ନୂଆ ଗାଇଡଲାଇନ, କମିବ ସଡକ ଦୁର୍ଘଟଣା

ଭୁବନେଶ୍ବର: ସରିଛି ବର୍ଷ ୨୦୨୩ । ଆରମ୍ଭ ହୋଇଛି ନୂଆବର୍ଷ ୨୦୨୪ । ଆଉ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକେ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ପିକନିକ ମନାଇବାକୁ ଯାଉଛନ୍ତି । ଆଉ ଏହି ସମୟରେ ଅନେକ ଦୁର୍ଘଟଣା ର ଶିକାର ହେଉଛନ୍ତି । ଅନେକ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ଦୁର୍ଘଟଣା ଖବର ପ୍ରକାଶ…

‘ମେଟ୍ରୋ ପ୍ରକଳ୍ପ’ ବିଜେଡିର ନିର୍ବାଚନୀ ଥୋପ: ବିଜେପି

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଭୁବନେଶ୍ବରରେ ମେଟ୍ରୋପକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଯାହାକୁ ନେଇ ‘ମେଟ୍ରୋ ପ୍ରକଳ୍ପ’ ବିଜେଡିର ଏକ ନିର୍ବାଚନୀ ଥୋପ ବୋଲି କହିଛି ବିଜେପି । ଶାସକ ଦଳର ନେତାମାନେ ରାତିଅଧିଆ ଅବାସ୍ତବ ସ୍ୱପ୍ନ ଦେଖି ଦେଇ ଭୁବନେଶ୍ୱର ତଥା ଓଡିଶାବାସୀଙ୍କୁ…

ଆଦିବାସୀ ଓ ବିକାଶ ବିରୋଧୀ ସରକାରକୁ ଓଡ଼ିଶାର ଜନସାଧାରଣ ଆଗାମୀ ଦିନରେ ଉଚିତ ଜବାବ ଦେବେ: ବିଜେପି

ଭୁବନେଶ୍ୱର: ଗତ ୨୧ଡିସେମ୍ବର ୨୦୨୩ରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁରର ମା’ଗୃହରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀ ମାଝୀଙ୍କୁ ମାରି ଦେଇଥିବା ଘଟଣାକୁ ନେଇ ରାଜ୍ୟ ସରକାର ସମ୍ବେଦନଶୀଳତା ହରାଇଥିବା ଏକ ଦୁର୍ଭାଗ୍ୟଜନକ । ହତ୍ୟାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ବ୍ୟବଚ୍ଛେଦ…

ନୂଆବର୍ଷରୁ ନୂଆନିୟମ; ଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟଖା ଓ ପ୍ଲାଷ୍ଟିକ ମନା, ଓମଫେଡ୍ ଘିଅ ରେ ରନ୍ଧାହେବ କୋଠଭୋଗ

ଭୁବନେଶ୍ବର: ନୂଆବର୍ଷରୁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ନୂଆ ନିୟମ । ପ୍ରଥମେ ଶ୍ରୀମନ୍ଦିର ପରେ ଏବେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଗୁଟ୍‌ଖା, ପାନ, ସିଗାରେଟ୍‌ ଭଳି ତମାଖୁ ଜାତୀୟ ପଦାର୍ଥ ନେବା ଉପରେ କଟକଣା ଲାଗୁ କରିବ ମନ୍ଦିର ପ୍ରଶାସନ । ଖାଲି ସେତିକି ନୁହେଁ  ଏଣିକି ଓମଫେଡ୍ ଘିଅ…

ହାଇଟେକ୍ ଟ୍ରାଜେଡି: ସ୍ଵାମୀର ମୃତ୍ୟୁକୁ ସହି ନ ପାରି ଆତ୍ମହତ୍ୟା କଲେ ସ୍ତ୍ରୀ

ଭୁବନେଶ୍ଵର: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ସ୍ଵାମୀର ମୃତ୍ୟୁ ସହି ନପାରି ଆତ୍ମହତ୍ୟା କଲେ ସ୍ତ୍ରୀ । ଗତକାଲି ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଥିଲେ ଜଣେ ଆହତ । ମୃତକ ଜଣଙ୍କ ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟ । ସେପଟେ କିନ୍ତୁ ସ୍ଵାମୀର ମୃତ୍ୟୁ…

ନୂଆବର୍ଷରେ ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି (ସୋମବାର) ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ତ୍ରିଶୂଳିଆ ନିକଟସ୍ଥ ରତଗଡ ଲେଙ୍କା ସାହିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ…

‘ଶ୍ରୀମନ୍ଦିର ଦେବତ୍ୱର କ୍ଷୁର୍ଣ୍ଣ ପ୍ରତିବାଦରେ ବିଜେପି ଆନ୍ଦୋଳନ କରିବ’

ଭୁବନେଶ୍ୱର: ଜଗନ୍ନାଥ ମନ୍ଦିରକୁ ଅପବିତ୍ର କରିବା ସହ ଜଗନ୍ନାଥ ସଂସ୍କୃତିକୁ ଧ୍ୱଂସ କରିବାକୁ ପ୍ରୟାସ କରିଛି ବିଜେଡି । ଜଗନ୍ନାଥଙ୍କୁ “ବଜାର ସାମଗ୍ରୀ” ଭାବେ ପ୍ରଚାର କରିବା ଦୁର୍ଭାଗ୍ୟଜନକ । କିଛିଦିନ ତଳେ ବିଜୁ ଜନତା ଦଳର ଜଣେ ନୂଆ ନେତା ଭିକେ ପାଣ୍ଡିଆନ ଜଣେ ଗୋମାଂସ ଭକ୍ଷଣକାରୀଙ୍କୁ…

ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ ଓ ସମୃଦ୍ଧଶୀଳ ଓଡ଼ିଶା ଗଠନ ହେଉଛି ନୂତନ ବର୍ଷର ଆହ୍ୱାନ: ବିଜେପି

ଭୁବନେଶ୍ୱର: ସରିଲା ବର୍ଷ ୨୦୨୩ । ରାତି ପାହିଲେ ଇଂରାଜୀ ନୂଆବର୍ଷ-୨୦୨୪ । ଏନେଇ ସମଗ୍ର ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏହି ଅବସରରେ ମନମୋହନ ସାମଲ କହିଛନ୍ତି ଯେ, ପ୍ରାକୃତିକ…

ପୋଲିସ ଡିଜି ଭାବେ ଦାୟିତ୍ଵ ନେଲେ ଅରୁଣ ଷଡଙ୍ଗୀ

ଭୁବନେଶ୍ଵର: ନୂଆବର୍ଷରେ ମିଳିଲା ନୂତନ ଦାୟିତ୍ଵ । ପୋଲିସ୍‌ ଡିଜି ଭାବେ ଦାୟିତ୍ୱ ଗ୍ରହଣ  ଅରୁଣ ଷଡ଼ଙ୍ଗୀ । ୧୯୯୦ ବ୍ୟାଚର IPS ଅରୁଣ ଷଡ଼ଙ୍ଗୀ ଆଜି ବିଦ୍ଧିବଦ୍ଧ ଭାବରେ ଡିଜିପି ଦାୟିତ୍ୱ ଗ୍ରହଣ କରିଛନ୍ତି । BPSPAର ନିର୍ଦ୍ଦେଶକ ସହ ଅତିରିକ୍ତ ଦାୟିତ୍ୱ ତୁଲାଇବେ ଅରୁଣ ଷଡଙ୍ଗୀ । ପୂର୍ବତନ…